viral ଭିଡ଼ିଓ-ପ୍ରଥମ ଥର ଦେଖନ୍ତୁ ନାଗ ନାଗୁଣିଙ୍କ ଡ଼୍ୟାନ୍ସ ଭିଡ଼ିଓ ….ଏମିତି ବିରଳ ଦୃଶ୍ୟ ଆପଣ ଆଗରୁ କେବେବି ଦେଖିନଥିବେ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି!

ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆମର ସୋସିଆଲ ମିଡ଼ିଆ ନିର୍ବାହ କରିଥାଏ । କେବଳ ସୋସିଆଲ ମିଡ଼ିଆ ଦ୍ବାରା ଆମେ ଆମ ଚତୁରପର୍ଶ୍ଵ ରେ କଣ ସବୁ ହେଉଛି କଣ ନାହିଁ ତା ବିଷୟରେ ଜାଣିପାରିଥାଉ। ଏହା ଆମର ଦ୍ୱିନ୍ୟଦିନ ଜୀଵନ କୁ ବଂଚିବା ରେ ବହୁତ ସହଜ କରଦେଇଥାଏ।କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।

ବନ୍ଧୁଗଣ, ଆପଣ ମାନେ ନାଗ ନାଗୁଣି ଏବଂ ନାଗମଣି କଥା ଫିଲ୍ମ କିମ୍ବା କାହାଣୀ ରେ ନିଶ୍ଚିତ ଭାବରେ ଶୁଣିଥିବେ ।ତେବେ ନାଗ ଏବଂ ନାଗୁଣୀ ଙ୍କୁ ବା ନାଗ ସାପ କୁ ଭଗବାନ ଶିବ ଶଙ୍କର ଙ୍କର ପ୍ରିୟ ବୋଲି ବୋଲି କୁହାଯାଏ।

ତେବେ କିନ୍ତୁ ବର୍ତ୍ତମାନ ଏହି ନାଗ ସାପ ତ୍ ଦେଖିବାକୁ ମିଳୁଛି ମାତ୍ର ନାଗ ନାଗୁଣୀ ଙ୍କର ମିଳନ ସେମାନଙ୍କ ର ଡ୍ୟାନ୍ସ ଆଜି କାଲି ଆଉ ଦେଖାଯାଉନାହାନ୍ତି ।କିନ୍ତୁ କଣ ଆପଣ କେବେବି ଅହିରାଜ ସାପ ଙ୍କର ମିଳନ ଦେଖିଛନ୍ତି ନିଶ୍ଚିତ ନୁହେଁ। ମାତ୍ର ଏହି ପୋଷ୍ଟ ଟି ମାଧ୍ୟମରେ ଆମେ ଆଜି ଆପଣ ଙ୍କୁ ଅହିରାଜ ସାପ ର ମିଳନ ଦେଖାଇବୁ ଯାହା ଆପଣ କେବେ ବି ଦେଖି ନଥିବେ।

ମାତ୍ର ଆମେ ଆଜି ଆପଣଂକୁ ଯେଉଁ ଘଟଣା ବିଷୟରେ ଜଣେଇବୁ ଏବଂ ଯେଉଁ ଭିଡ଼ିଓ ଟି ବିଷୟରେ ସୂଚନା ଦେବୁ ତାହାକୁ ଦେଖି ଆପଣ ଚକିତ ହୋଇଯିବେ। ଏବଂ ଆମେ ନିଶ୍ଚିତ କି ଆପଣ ଏପରି ଦୃଶ୍ୟ ଆଗରୁ ଦେଖି ନଥିବେ।ତେବେ ଘଟଣା ଟି କିଛି ଏପରି ଥିଲା କି ଏକ ଫାଙ୍କା ସ୍ଥାନ ରେ ଦେଖିବାକୁ ମିଳି ଥିଲା କି ଦୁଇଟି ବିଶାଳ କାୟ ଅହିରାଜ ସାପ ପରସ୍ପର ଉପରେ ଯୋଡ଼ି ହୋଇଛନ୍ତି। ଏବଂ ସେମାନେ ଏହିପରି ସବୁ କାର୍ଯ୍ୟ କରୁଛନ୍ତି ଯାହା ସମସ୍ତ ଙ୍କୁ ଚକିତ କରିବା ସହ ଆବାକ କରି ଦେଇଛି ମଧ୍ୟ।


ତେବେ ଏହି ଭାଇରଲ ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଦୁଇଟି ଅହିରାଜ ସାପ ନାଗ ନାଗୁଣି ଙ୍କ ପରି ପରସ୍ପର ଉପରେ ଯୋଡ଼ି ହୋଇଛନ୍ତି ଆଉ ଉପର କୁ ଛିଡା ହୋଇ ଆକାଶ କୁ ଦେଖୁଛନ୍ତି। ଖାଲି ଏତିକି ନୁହେଁ ବରଂ ଦୁଇ ଟି ସାପ ଥରେ ଏପଟ ଆଉ ସେପଟ ସାଇଟ କୁ ଏକା ସାଙ୍ଗରେ ଯାଉଛନ୍ତି। ଯାହାର ଦୃଶ୍ୟ ଟି ଦେଖିଲେ ଲାଗୁଛି ଯେପରି ଖୋଲା ଆକାଶ କୁ ଚାହିଁ ରହି ଦୁଇ ଜଣେ ପରସ୍ପର ମନର ଭାବ କୁ ପ୍ରକାଶ କରୁଛନ୍ତି। ଏବଂ ଆକାଶ ରେ ଉଡୁଥିବା ମେଘ ସହ ତାଳ ଦେଇ ଡ଼୍ୟାନ୍ସ କରୁଛନ୍ତି।

ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ମୋବାଇଲ ରେ ରେକର୍ଡ କରିଦେଇ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେଉଛି ଏବଂ ଏହି ବିରଳ ଦୃଶ୍ୟ ଯିଏ ଦେଖୁଛି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଉଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ କାରଣ ଏହିପରି ଘଟଣା ଆପଣ କେବେ ବି ଦେଖିନଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।