viral ଭିଡ଼ିଓ- ପ୍ରଜ୍ଞା ଓ ସୁନନ୍ଦା ଙ୍କ ଜବରଦସ୍ତ କୌଡୀ ଖେଳ। ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ,ଦେଖନ୍ତୁ full ଭିଡ଼ିଓ ।

ପ୍ରଜ୍ଞା ଭାଇଙ୍କ ର କୋଉଡି ଖେଳ । ଭଗବାନ ଏ ସଂସାର କୁ ପଠାଇ ଛନ୍ତି କଣ ପାଇଁ , ଏହାର ଉତ୍ତର ପ୍ରାୟ ସମସ୍ତେ ଜାଣି ଥିବେ । ଏହାର ମୁଖ୍ୟ କାରଣ ହେଉଛି । ଆମେ ପୃଥିବୁ କୁ ଆସିଚେ ଏଇଥି ପାଇଁ , କିଛି ଭଲ କାମ କରିବୁ । ତା ସହିତ ଭଗବାନ କରି ଥିବା ସୃଷ୍ଟି କୁ ଆଗକୁ ନେବୁ । ତେବେ ସୃଷ୍ଟି ଆଗକୁ ଯିବ କେମିତି । ସୃଷ୍ଟି ଗୋଟେ ପୁଅ ଓ ଗୋଟେ ଝିଅ ଦ୍ୱାରା ସୃଷ୍ଟି ଆଗକୁ ଯାଇ ପାରିବ ।

ସେମାନଙ୍କ ଦ୍ବାରା ଯେଉଁ ଯିବଟି ଆସିବ , ପୁଣି ଥରେ ସୃଷ୍ଟି ଆରମ୍ଭ ହୋଇ ଯିବ । ତେବେ ସେଥି ପାଇଁ କଥା ରେ ଅଛି , ସଂସାର କୁ ଆସିଚେ ମାନେ , ଯେମିତି ମୃତୁ ଅଛି ଠିକ ସେହି ଭଳି ବିବାହ ମଧ୍ୟ ରହିଛି । ତେଣୁ ସଂସାର କୁ ବଢ଼େଇବା ପାଇଁ ବିବାହ ନିହାତି ଆବଶ୍ୟକ ।

ଆଜି ଆମେ ଆପଣଂକୁ ସେହି ଓଲିଉଡ ହାସ୍ୟ ଅଭି ନେତା ପ୍ରଜ୍ଞା ଖଟୁଆ ବିଷୟ ରେ କହିବା ପାଇଁ ଯାଉଛୁ । ତାଙ୍କ ବିବାହ ର ସେହି କ୍ଷଣିକ ସମୟ ସମସ୍ତଙ୍କୁ ଚକିତ କରି ଦେଇ ଥିଲା । ତେବେ କେଉଁ ଦୃଶ୍ୟ ଟି ଚକିତ କରି ଥିଲା ଆସନ୍ତୁ ଜାଣିବା ।

ତେବେ ଗତ ଦୁଇ ଦିନ ତଳେ ତାଙ୍କର ବିବାହ ହୋଇ ଥିଲା । ତେବେ ଏହି ବିବାହ ଟି ଦିନରେ ହୋଇ ଥିଲା । କାରଣ କରନା କଟକଣା କୁ ମାନି ଦିନ ରେ ବିବାହ ହୋଇ ଥିଲା । ତେବେ ଏହି ବିବାହ 100 ଜଣକୁ ନେଇ ହୋଇ ଥିଲା । ତେବେ କୌଣସି ଷ୍ଟାର ମାନକୁ ତାଙ୍କ ବିବାହ କୁ ଡାକି ନ ଥିଲେ ।

କିନ୍ତୁ ରିସେପସନ ପାର୍ଟି କୁ ସବୁ ସେଲିବ୍ରେଟି ମାନକୁ ସେ ଡାକି ଥିଲେ । ତେବେ ବିବାହ ରେ ସେ କେବଳ ତାଙ୍କ ସାଙ୍ଗରେ କାମ କରୁ ଥିବା ଅତି ପ୍ରିୟ ସଂଜୁ ଭାଇ ଙ୍କୁ ଡାକି ଥିଲେ । ଯିଏ କି ଗୁଳୁଆ ର ବାପା ରୂପରେ ଅଭିନୟ କରୁ ଥିଲେ । କମେଡି ରେ ତାଙ୍କୁ ସବୁ ସମୟ ରେ ପ୍ରଜ୍ଞା ଙ୍କ ସହିତ ଦେଖିବା ପାଇଁ ମିଳି ଥାଏ ।

ତେବେ ତାଙ୍କ ବିବାହ ଟି ରୀତି ନୀତି ସହିତ ଧୁମ ଧାମ ରେ ହୋଇ ଥିଲା । ସେ ପ୍ରିସେସନ ରେ ଡିଜେ କରି ଥିଲେ ତେବେ ହାତ ଗଣ୍ଠି ପଡି ସାରିବା ପରେ , କୋଉଡି ଖେଳ ଷ୍ଟାର୍ଟ ହୋଇ ଥିଲେ ଯାହା ଅତି ମଜାଦାର ଥିଲା ସେହି ଦୃଶ୍ୟ । ପ୍ରଥମେ ତାଙ୍କ ସ୍ତ୍ରୀ କୋଉଡି ଖେଳି ଥିଲେ ଯାହା ତାଙ୍କ ସ୍ତ୍ରୀ ହାରି ଯାଇ ଥିଲେ ।

ତା ପରେ ପ୍ରଜ୍ଞା କୋଉଡି ଖେଳି ଥିଲେ ସେ ଜିତି ଯାଇ ଥିଲେ । ତେବେ ଏହା ବହୁତ ମଜାଦାର ଭିଡିଓ ଥିଲା । ଯାହା ଏହି କୋଉଡି ଖେଳ ଟି ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବା ରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।