viral ଭିଡ଼ିଓ – OMG ! ପିଲାଟି ଖାଇବା ପାଇଁ ବିକଳ ହେଉଥିବା ବେଳ ଯୁବକ ଜଣକ ଦେଲା ଖାଇବା ଆଉ ଖାଦ୍ୟ ପାଇବା ପରେ ତା ଆଖିରେ ଯେଉଁ ଖୁସି,ଆପଣ ଦେଖିଲେ ଆଖିରୁ ଲୁହ ଆସି ଯିବ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!
ଏ ଦୁନିଆ ଏକ ଅଜବ ଦୁନିଆ , ଏଠାରେ ଭଲ ଲୋକ ମାନେ ଖୁସି ରେ ରହି ପାରୁନି କି , ଭିକାରୀ ମାନେ ମଧ୍ୟ ଶାନ୍ତି ରେ ରହି ପାରୁନି । ହଁ ଆଜ୍ଞା ଜୀବନ ରେ ଵଂଚିବା ପାଇଁ ହେଲେ ଖାଇବା ପାଇଁ ପଡି ଥାଏ । ଆଉ ସେହି ଖାଦ୍ୟ କିଏ ପ୍ରତି ଦିନ ଫିଙ୍ଗି ଦେଉଛି ତ କିଏ ପୁଣି ଖାଇବା ପାଇଁ ପାୟ ନାହିଁ । ଆଜି ସସିଆଲ ମିଡ଼ିଆ ରେ ଏମିତି ଏକ ଘଟଣା ଭାଇରାଲ ହୋଇଛି ଯାହା , ଆପଣ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ଆସି ଯିବ ।
ଏହି ଘଟଣା ରେ ଦେଖିବା ପାଇଁ ମିଳିଛି ଜଣେ ମଣିଷ ଭୋକିଲା ଥାଇ ତାକୁ ଯଦି ଖାଇବା ପାଇଁ ମିଳି ଯାଇ ଥାଏ ତାହାଲେ ସେ କେତେ ଖୁସି ହୋଇ ଖାଇ ଥାଏ । ହଁ ଆଜ୍ଞା ବେଳେ ବେଳେ ଅତି ଖୁସି ହେଇ ଗଲେ ମଣିଷ ଆଖିରୁ ଲୁହ ଆସି ଯାଇ ଥାଏ ।
ତେଣୁ ଆପଣ ମାନେ ସେହି ପିଲା ଟିର ଭକର କରୁଣ ଚିତ୍ର ଦେଖି ସାରିବା ପରେ ନିଶ୍ଚୟ ଭାବିବେ ତାର ବାପା ମା କୁଆଡେ ଗଲେ । ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବ ।ଆଜି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥିଲା । ଘଟଣା ଟି ଦେଖିବା ପାଇଁ ମିଳି ଥିଲା କର୍ଣ୍ଣାଟକ ରେ । ସେଠାରେ ଜଣେ ଛୋଟ ପିଲା , ବୟସ ପ୍ରାୟ 8 ବର୍ଷ ର ହେବ । ଖାଇବା ପାଇଁ ବୁଲୁ ଥିଲା । ଏଣୁ ତାକୁ ଜଣେ ଭଦ୍ର ବ୍ୟକ୍ତି ଡାକି ଖାଇବା ପାଇଁ ଦେଲେ ।
ପିଲାଟି ବହୁତ ଦିନ ଧରି ଖାଇ ନ ଥିଲା । ଆଉ ସେହି ଦେଖି ଖାଇବା ପରେ ତା ଆଖିରୁ ଖୁସି ର ଲୁହ ଆସି ଯାଇ ଥିଲା । ଦୁନିଆ ର ପ୍ରତେକ ବାପା ମା ମାନକୁ ଅନୁରଧ , ସେମାନେ ଏମିତି ପିଲା ମାନକୁ ଜନ୍ମ ଦେଇ ଛାଡ଼ନ୍ତୁ ନାହିଁ କାରଣ ଆପଣ ସିନା ପିଲା ଜନ୍ମ ଦେଇ ଛାଡି ଦେବେ , ଥରେ ଚିନ୍ତା କରନ୍ତୁ ପରେ ତାର ଅବସ୍ଥା କଣ ହେବ ।
ପିଲାଟି ଟିକୁ ଆପଣ ଦେଖିଲେ , ଆପଣଙ୍କ ଆଖିରୁ ଲୁହ ଆସି ଯାଇ ପାରେ । ସତରେ ଏ ଦୁନିଆ ଏମିତି ଲୋକ ଅଛନ୍ତି ଯେଉଁ ମାନେ ଖାଇବା ପାଇଁ ପାଉ ନାହାଁନ୍ତି ପିନ୍ଧିବା ପାଇଁ ପାଉ ନାହାନ୍ତି । କିନ୍ତୁ ଆଜିର ଏ ମଣିଷ ସବୁ କିଛି ପାଇ ମଧ୍ୟ ଭଗବାନ କୁ କହୁଛି ମତେ କିଛି ଦେଲ ନାହିଁ ।
ଆପଣ ମାନେ ଥରେ ସେହି ପିଲାଟି କଥା ଭାବନ୍ତୁ ଜାଣି ପାରିବେ ଦୁଃଖ କାହାକୁ କୁହନ୍ତୁ । ତେଣୁ ଆପଣ ମାନେ କେବେ ହେଲେ ଖାଦ୍ୟ କୁ ନଷ୍ଟ କରନ୍ତୁ ନାହିଁ । ଆପଣ ଏପଟେ ଖାଦ୍ୟ ନଷ୍ଟ କଲାକୁ ସେପଟେ ଆଉ ଜଣେ ଖାଇବା ପାଇଁ ପାଉ ନାହିଁ । ଏମିତି କାମ କରନ୍ତୁ ଯେମିତି ଆପଣ ଖୁସି ରହିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।