viral video – କେକ୍ କାଟିଲେ ବିରାଟ କୋହଲି,ଆଉ ତା ପରେ ଯାହା କଲେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

କେକ୍ କାଟିଲେ ବିରାଟ କୋହଲିଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ!

ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ପିଣ୍ଟୁ ଭାଇ ଯାଇ କେକ ଦୋକାନ ରେ ପହଞ୍ଚିଛନ୍ତି ଆଉ ତାଙ୍କର ସାନ ଭାଇ ବାପୁନ ଙ୍କ ପାଇଁ ଏକ ସୁନ୍ଦର କେକ ଆଣିଛନ୍ତି। ଆଉ ତା ପରେ ଘରେ ସମସ୍ତେ ଏକାଠି ହୋଇ କେକ କାଟି ତାଙ୍କର ଜନ୍ମ ଦିନ ପାଳନ କରିଛନ୍ତି।

ଏହି କେକ କଟିବା ସମୟରେ ମଧ୍ୟ ଖୁବ ମଜା ମସ୍ତି ହୋଇଛି , ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ବହୁତ ଖୁସି ଲାଗିବ। ତେବେ ପିଣ୍ଟୁ ଭାଇଙ୍କ ପୁରା ପରିବାର ଏହାକୁ ଉପଭୋଗ କରୁଛନ୍ତି ତା ସହ ରୂପା ଭାଉଜ ଙ୍କ ମସ୍ତି ମଧ୍ୟ ଆପଣ ଦେଖିବେ।

ତେବେ ଏହା ମଧ୍ୟରେ ଦେଖିବା କୁ ମିଳିଛି କି ସବୁ ଥର ପରି ଏହି ଭିଡ଼ିଓ ରେ ମଧ୍ୟ ପିଣ୍ଟୁ ଭାଇ ତାଙ୍କ ଭଉଣୀ ଓ ମାମୁନି ଙ୍କ ସହ ଥଟ୍ଟା ଲାଗିବ। ତେବେ ପିଣ୍ଟୁ ଭାଇଙ୍କ ପୁରା ପରିବାର ଏହାକୁ ଉପଭୋଗ କରୁଛନ୍ତି ତା ସହ ରୂପା ଭାଉଜ ଙ୍କ ମସ୍ତି ମଧ୍ୟ ଆପଣ ଦେଖିବେ।

ତେବେ ଏହା ମଧ୍ୟରେ ଦେଖିବା କୁ ମିଳିଛି କି ସବୁ ଥର ପରି ଏହି ଭିଡ଼ିଓ ରେ ମଧ୍ୟ ପିଣ୍ଟୁ ଭାଇ ତାଙ୍କ ଭଉଣୀ ଓ ମାମୁନି ଙ୍କ ସହ ଥଟ୍ଟା ମଜା କରୁଛନ୍ତି ଆଉ ଖୁସି ମା ଙ୍କ ସହ ମଧ୍ୟ ଲାଗୁଛନ୍ତି।ତେବେ ଜନ୍ମ ଦିନ ର ସ୍ପେସିଆଲ ଘରେ ପୁରୀ ତରକାରୀ ଆଉ ତା ସାଙ୍ଗ ରେ ମିଠା ହୋଇଛି ଯାହାକୁ ଖାଇବା ର ମଜା ନେଇଛନ୍ତି ପିଣ୍ଟୁ ଭାଇ।

ତେବେ ଏହା ପରେ ଦେଖା ଯାଇଛି ଯେ ଖୁସି ମା ନିଜେ ଏକ ଡ୍ରେସ କାଢି ପିନ୍ଧିଛନ୍ତି ଆଉ ନାଚୁଛନ୍ତି। ତେବେ ସବୁଠାରୁ ମଜା କଥା ଏହାକି ଖୁସି ମା ତାଙ୍କ ର ଡ୍ରେସ ପିନ୍ଧିବା ପାଇଁ ଆଉ ସବୁ ଡ୍ରେସ କୁ ଆଲମିରା ରୁ ବାହାର କରି ପକେଇ ଦେଇଛନ୍ତି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ଓ ମଜାଦାର ରହିଛି ଆପଣ ମାନେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।