viral ଭିଡ଼ିଓ-ଓଃ..କି..ଡ୍ୟାନ୍ସ,ଭାଇରାଲ ହେଉଛି ସିନ୍ଦୂରର ଅଧିକାରର ନୂଆ ଇତି ଓ ଆରବଙ୍କ ଜବରଦସ୍ତ ଡାନ୍ସ ଭିଡିଓ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି!,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ଧାରାବାହିକ “ସିନ୍ଦୂରର ଅଧିକାର”। ଏହି ମେଗା ଧାରାବାହିକର ସବୁ କଳାକାର ମାନଙ୍କୁ ପସନ୍ଦ କରିଥାନ୍ତି ଦର୍ଶକ। ଏହି ସିନ୍ଦୂରର ଅଧିକାର ଓଡ଼ିଶାର ସବୁଠାରୁ ଟି.ଆର.ପି ଦେଉଥିବା ଧାରାବାହିକ। ତେବେ ଏହି ସିରିଏଲର ଆରବଓ ଇତି ଚରିତ୍ରକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ। ଆରବ ଚରିତ୍ରରେ ମଡେଲ ସୋନୋଜ ଅଭିନୟ କରୁଛନ୍ତି। ଇତି ଚରିତ୍ରରେ ପ୍ରଥମେ ଅଭିନେତ୍ରୀ ନିଲାକ୍ଷୀ ପାତ୍ର ଅଭିନୟ କରୁଥିଲେ। ତେବେ ସେ ଗତ କିଛି ଦିନ ହେଲା ଏହି ସିରିଏଲକୁ ଛାଡି ଦେଇଛନ୍ତି।

ଅଭିନେତ୍ରୀ ନିଲାକ୍ଷୀ ପାତ୍ର ପାଖାପାଖି ୫ ମାସ ଧରି ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ଧାରାବାହିକ ସିନ୍ଦୂରର ଅଧିକାରରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିଲେ।

ଇତିଙ୍କୁ ସାରା ଓଡ଼ିଶାର ଦର୍ଶକମାନେ ପସନ୍ଦ କରିବା ସହ ଇତି ଓ ଆରବଙ୍କ ଯୋଡିକୁ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ ହେଲେ ଗତମାସ ଠାରୁ ଇତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଛି ତାଙ୍କ ପେଟରେ ଷ୍ଟୋନ ହେବ ସହ ତାଙ୍କୁ ପାଇଲ୍ସ ରୋଗ ହୋଇଥିଲା ଯାହା ଫଳରେ କଟକର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ଇତି।

ସ୍ବାସ୍ଥ୍ୟ ଅବସ୍ଥା ଖରାପ ପାଇଁ ସେ ଏହି ସିରିଏଲକୁ ଛାଡି ଥିବାର ନିଲାକ୍ଷୀ ତାଙ୍କ ଫ୍ରେଣ୍ଡସମାନଙ୍କୁ କହିଛନ୍ତି।ଏହି ଖବରଟି ଶୁଣି ଇତିଙ୍କ ଫ୍ୟାନ୍ସମାନେ ବୋହୁତ ମନଦୁଃଖ କରିଥିଲେ ଆଉ ଇତିଙ୍କୁ ଧାରାବାହିକ ସିନ୍ଦୂରର ଅଧିକାରକୁ ଫେରି ଆସିବା ପାଇଁ ଅନୁରୋଧ କରିଥିଲେ। ତେବେ ଇତିଙ୍କ ଫ୍ୟାନ୍ସମାନେ ଇତିଙ୍କର ନୂଆ ଧାରାବାହିକକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।


ତେବେ ବର୍ତ୍ତମାନ ଇତି ଚରିତ୍ରରେ ଅଭିନେତ୍ରୀ ସିମରନ୍ ଦାସ ଅଭିନୟ କରୁଛନ୍ତି। ସିମରନ ଦାସ ସିନ୍ଦୂର ର ଅଧିକାର ସିରିଏଲ୍ କରିବା ଆଗରୁ ବହୁତ ଗୁଡ଼ିଏ ଆଲବମ କରି ଥିବାର ନଜର ଆସିଥିଲେ।

କିନ୍ତୁ ପ୍ରଥମେ ପ୍ରଥମେ ନୂଆଁ ଇତି ଚରିତ୍ରକୁ ପସନ୍ଦ କରୁନଥିଲେ ଦର୍ଶକ। କିନ୍ତୁ ଦିନକୁ ଦିନ ନୂଆ ଇତିଙ୍କ ଜବରଦସ୍ତ ଆକ୍ଟିଙ୍ଗକୁ ପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକ। ନୂଆ ଇତି ଓ ଆରବଙ୍କ ଯୋଡ଼ି ମଧ୍ୟ ଖୁବ୍ ମାନୁଛି। ଧୀରେ ଧୀରେ ସିମରନ୍ ମଧ୍ୟ ଦର୍ଶକ ମାନଙ୍କ ପ୍ରିୟ ହେବାକୁ ଲାଗିଲେଣି। ଇତି ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି ସିମରନ୍ ଦାସ।

ତେବେ ବର୍ତ୍ତମାନ ସମୟରେ ଭାଇରାଲ ହେଉଛି ନୂଆ ଇତି ଓ ଆରବଙ୍କ ରିଲସ୍ ଭିଡିଓ। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ନୂଆ ଇତି ଓ ଆରବଙ୍କ ରିଲସ୍ ଭିଡିଓ ଏବେ ସାରା ଓଡ଼ିଶାରେ ଭାଇରାଲ ହେଉଛି। ନୂଆ ଇତି ସିମରନ୍ ଓ ଆରବଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ। ନୂଆ ଇତି ଓ ଆରବଙ୍କ ଗୋଟିଏ ଗୋଟିଏ ରୋମାଣ୍ଟିକ ରିଲସ୍ ଭିଡିଓ ସାମ୍ନାକୁ ଆସୁଛି। ଯାହାକୁ ଦର୍ଶକ ମାନେ ଖୁବ୍ ଲାଇକ କରିବା ସହ ଭଲ ଭଲ କମେଣ୍ଟ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।