viral ଭିଡ଼ିଓ-ଓଃ…ଓଃ..କି ଡ୍ୟାନ୍ସ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ, ଶ୍ରୀବଲୀ ଗୀତର ହୁକ୍ ଷ୍ଟେପ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ସାରା ଦେଶରେ ରାଜ କରୁଛି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସାଉଥ ଫିଲ୍ମ ପୁଷ୍ପା: ଦ ରାଇଜର ବକ୍‌ସ ଅଫିସରେ ଧମକା କରୁଛି। ପୁଷ୍ପା ମୁଭି ସବୁଆଡେ ଟ୍ରେଣ୍ଡ ପାଲଟି ଯାଇଛି। ସମସ୍ତଙ୍କୁ ଘାରିଛି ଫିଲ୍ମ ପୁଷ୍ପାର ନିଶା।ଏହି ମୁଭିର ଡ଼ାଇଲଗ ଓ ଗୀତ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଟ୍ରେଣ୍ଡ କରୁଛି। ପୁଷ୍ପା: ଦ ରାଇଜର ସୁପରହିଟ ଡାଇଲଗରରେ ଆକ୍ଟିଂ କରି ପୁଣି ରିଲ୍ସ କରି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଅନେକ ଫେମସ୍ ହେଉଛନ୍ତି ।

କେବଳ ସାଧାରଣ ଲୋକମାନେ ନୁହନ୍ତି ଏମିତିକି ବଡ଼ ବଡ ସେଲିବ୍ରେଟି ଓ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର ଡାଇଲଗ ଓ ଗୀତରେ ରିଲ୍ସ କରୁଛନ୍ତି। ଗୀତର ହୁକ୍ ଷ୍ଟେପ କରୁଛନ୍ତି ଯାହା ସମସ୍ତଙ୍କୁ ବହୁତ ପସନ୍ଦ ଆସୁଥିବାର ହେଖିବାକୁ ମିଳିଛି।

ପୁଷ୍ପା ଦ ରାଇଜରର ସିନେମା ସୁପରହିଟ ହୋଇଥିବା ବେଳେ ଏହାର ଗୀତଗୁଡ଼ିକ ମଧ୍ୟ ଖୁବ୍ ମନଛୁଆଁ ହୋଇଛି। ଫିଲ୍ମର ସବୁ ଡାଇଲଗ୍ ଓ ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ୟୁଜର ମାନେ ଏହି ଫିଲ୍ମର ଗୀତର ହୁକ୍ ଷ୍ଟେପ କରି ରିଲସ ବନାଇ ପୋଷ୍ଟ କରୁଛନ୍ତି। ତେବେ ପୁଷ୍ପା ସିନେମାର ଶ୍ରୀଭଲି ଗୀତର ହୁକ ଷ୍ଟେପ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ରାତାରାତି ଷ୍ଟାର ପାଲଟି ଥିବା ଇଣ୍ଟରନେଟ ସେନ୍ସେସନ୍ ରାନୁ ମଣ୍ଡଳ ବି ଏଥିରୁ ବାଦ ପଡ଼ି ନାହାନ୍ତି।ରାନୁ ମଣ୍ଡଳ ଯିଏକି ୨୦୧୯ରେ ରେଳ ଷ୍ଟେସନରେ ‘ଏକ ପ୍ୟାର୍‌ କା ନଗ୍‌ମା ହୈ’ ଗାଇଥିଲେ ଯାହା ବହୁ ମାତ୍ରାରେ ଭାଇରାଲ ହୋଇଥିଲା।

ଏହାପରେ ରାନୁ ମଣ୍ଡଳ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ନିକଟରେ ବଲିଉଡ୍‌ ସଂଗୀତକାର ହିମେଶ୍‌ ରେଶାମିୟା ନିଜର ଆଗାମୀ ଫିଲ୍ମ ‘ହାପି ହାର୍ଡି ଏଣ୍ଡ୍‌ ହୀର୍‌’ରେ ‘ତେରୀ ମେରି କାହାନି’ ଗୀତରେ କଣ୍ଠଦାନ କରିବାର ସୁଯୋଗ ଦେଇଥିଲେ।

ନିକଟରେ ରାନୁ ମଣ୍ଡଳ ଗୀତ ଭୁବନ ବାଦ୍ୟକରଙ୍କ “କଚା ବାଦାମ୍‌” ଗୀତ ଗାଇ ଖୁବ୍‌ ଟ୍ରୋଲ୍‌ର ଶିକାର ହୋଇଥିଲେ। ଭ୍ୟୁଏର୍ସ ମାନେ ରନୁ ମଣ୍ଡଳଙ୍କୁ ବହୁତ ଥଟ୍ଟା ପରିହାସ କରିଥିଲେ।

କିନ୍ତୁ ବର୍ତ୍ତମାନ ପୁଷ୍ପା ଦ ରାଇଜର ସିନେମାର ସୁପରହିଟ ହୋଇଥିବା ‘ଶ୍ରୀବଲି’ ଗୀତ ଗାଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ। ଭିଡିଓରେ ରାନୁ ମଣ୍ଡଳ ‘ଶ୍ରୀଭଲି’ ଗୀତର ମଜାଳିଆ ଷ୍ଟେପ୍‌ କରୁଥିବାର ଦେଖିବାକୁ ମିଳିଛି।

ରାନୁ ବ୍ଲୁ କଲରର ଟି ସାର୍ଟ ସହିତ ଏକ ରେଡ୍‌ ଶାଢ଼ି ଏବଂ ହାତରେ ଏକ ବାଡ଼ି ଧରି ରାନୁ ଶ୍ରୀବଲ୍ଲି ଗୀତରେ ମଜାଳିଆ ଢଙ୍ଗରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ରାନୁ ମଣ୍ଡଳଙ୍କ ଭିଡିଓକୁ କିଛି ଦର୍ଶକ ପ୍ରସଂଶା କରୁଥିବା ବେଳେ ଭିଡିଓକୁ ଦେଖି ପ୍ରଶଂସକମାନେ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ନେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।