viral ଭିଡ଼ିଓ-OMG !ଭାଇରାଲ ହେଉଛି ଶାନ୍ତନୁ ଙ୍କର “ଯୋଡ଼ି ମହୁରୀ ସଂଗୀତ”……ଷ୍ଟୁଡ଼ିଓ ରେ ଶାନ୍ତନୁ ଙ୍କର ଗୀତ ଟି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…….,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି !

ଆଜିକାଲି ଦୁନିଆର ନୂଆ ପିଡ଼ିର ପିଲା ମାନେ ତେଲେଣ୍ଟ ର ଗନ୍ତାଘର, କାରଣ ସବୁ ଛୋଟ ପିଲାଙ୍କ ପାଖରେ ଏତେ କଳା ରହିଛି ଯେ ତାର କିଛି ହିସାବ ନାହିଁ ।ତେବେ ସେମାନଙ୍କୁ ଯଦି ଥରେ ଏକ ଠିକ ମାର୍ଗ ମିଳିଯାଉଛି ତେବେ ତାହେଲେ ତାଙ୍କୁ ଆଉ କେହି ରୋକି ପାରୁ ନାହାଁନ୍ତି ।ଆଉ ଏବେ ସେହି ମାର୍ଗ ସାଜିଛି ସୋସିଆଲ ମେଡ଼ିଆ ଯେଉଁଠି ଲୋକ ଖୁବ କମ ସମୟରେ ବହୁତ ପପୁଲର ହେଇ ପାରୁଛନ୍ତି ।

ତେବେ ସେହିପରି ଏବେ ଓଡ଼ିଶାରେ ଘରେ ଘରେ ପରିଚିତ ଭୁବନେଶ୍ୱର ର ଶାନ୍ତନୁଙ୍କୁ କିଏ ବା ନଜାଣିଛି ଖୁବ କମ ସମୟରେ ଆଜି ସେ ସବୁ ସବୁଠି ପ୍ରଶଂସନୀୟ ଆଉ ଖୁବ ପରିଚିତ ତେବେ ଦିନକୁ ଦିନ ତାଙ୍କର ସେ ଆହୁରି ଲୋକପ୍ରିୟତା ବଡିବାରେ ଲାଗିଛି ।

 ତେବେ ବନ୍ଧୁମାନେ ଆପଣ ମାନେ ଟ ଜାଣିଥିବେ ସିଦ୍ଧାର୍ଥ ଟିଚିର ନୂଆ ରିଏଲିଟି ସୋ “ଓଡ଼ିଶାର ନୂଆ ସ୍ୱର ଜୁନିୟର” ଯେଉଁ ଥିରେ ଶାନ୍ତନୁ ଅଂଶ ଗ୍ରହଣ କରି ନିଜକୁ ଏକ ସୁତନ୍ତ୍ର ପରିଚୟ ଦେଇ ପାରିଛନ୍ତି ।

ତେବେ ସେ ଏତେ ସୁମଧୁର ଗୀତ ଗାଉଛନ୍ତି ଯେ ତାଙ୍କ ଗୀତରେ ସେହି ସୋ ରେ ଥିବା ଜଜ ବରିଷ୍ଠ କଣ୍ଠଶିଳ୍ପୀ ବିକାଶ ଦାସ , ପ୍ରଜ୍ଞା ଏବଂ ଅର୍ପିତା ପୁରା ବିମୋହିତ ହେଇ ଯାଇଛନ୍ତି ।ତେବେ ତାଙ୍କ ଗୀତ ଶ ସୁନ୍ଦର କଥା ଓ କମେଡି କୁ ନେଇ ଏବେ ସୋସିଆଲ ମେଡ଼ିଆର ସେନସନ ସୃଷ୍ଟି କରିଛନ୍ତି ।

ଶାନ୍ତନୁ ଙ୍କ ଗୀତ କିଛି ନୂଆ ରଙ୍ଗରେ ହେଇଥିବାରୁ ପୁରା ଓଡ଼ିଶାର ଘରେ ଘରେ ସେ ଆଜି ଖୁବ ପରିଚିତ ଆଉ ସେହି ସୋ କୁ ଆସୁଥିବା ଗେଷ୍ଟ ମାନେ ବି ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।

ତେବେ ଯେତେବେଳେ ଗୋଟିଏ କୁନି ପ୍ରତିଭା ଆଗକୁ ଆସିଥାଏ ସେତେବେଳେ ବହୁତ ଲୋକ ତାକୁ ସୋପଟ କରିଥାନ୍ତି ଆଉ ଆଗକୁ ବଡ଼ିବାକୁ ପ୍ରତ୍ସାହନ ଦେଇଥାନ୍ତି ।ତେବେ ଏହି ଭିତରେ ସେ ଷ୍ଟୁଡ଼ିଓରେ ତାଙ୍କ ଗୀତ ରେକର୍ଡ କରି ସାଟିଲେଣି ।ତେବେ ତାଙ୍କର ପ୍ରଥମ ଗୀତ ଥିଲା “ଟୋକା ନାଚିବ..” ଆଉ ଏହାକୁ ବହୁତ ଲୋକ ଖୁବ ପ୍ରଶଂସା କରିଥିଲେ ଆଉ ଏବେ ତାଙ୍କର ଆଉ ଗୋଟିଏ ନୂଆ ଗୀତ ଆସିଛି ଯାହା ଖୁବ କମ ସମୟରେ ଧମାଲ କରି ଦେଲାଣି ।

ତେବେ ତାଙ୍କର ଦ୍ଵିତୀୟ ଗୀତର ଟାଇଟଲ ରହିଛି “ବାଜିବ ଲୋ ଯୋଡ଼ି ମହୁରୀ..” ତେବେ ଏହି ଗୀତରେ ଶାନ୍ତନୁ ଙ୍କ ସହ ପପୁଲର ଗାୟିକା ଅଙ୍କିତା ରାଣୀ ନିଜର କଣ୍ଠ ଦାନ ଦେଇଛନ୍ତି ।ଆଉ ଖୁବ ସୁନ୍ଦର ସଂଗୀତ ନିର୍ଦ୍ଦେଶନା ପାଇଁ ଗୀତଟି ଏବେ ଖୁବ ଚର୍ଚ୍ଚାରେ ରହିଛି । ତେବେ ଆପଣ ଯଦି ଶାନ୍ତନୁଙ୍କର ଏହି ନୁଆ ଗୀତଟି ଏତେ ଯାଏ ଶୁଣି ନାହାନ୍ତି ତେବେ ଜଳଦି ଶୁଣନ୍ତୁ ଆପଣଙ୍କୁ ବି ବହୁତ ଖୁସି ଲାଗିବ ତାଙ୍କର ଏହି ଗୀତ ଶୁଣିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।