viral ଭିଡ଼ିଓ – OMG ! ଭାଇରାଲ ହେଉଛି ରୂପାଙ୍କ ପଖାଳ ଖିଆ ଭିଡ଼ିଓ,ଯାହାକୁ ଦେଖିଲା ମାତ୍ରେ ହସି ହସି ଗଡି ଯିବେ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଆଜିର ଆଧୁନିକ ଯୁଗରେ ଯୁବ ପିଢ଼ି ମାନେ ସାମାଜିକ ଗଣ ମାଧ୍ୟମକୁ ନିଜର ରୋଜଗାରର ପନ୍ଥା ଭାବରେ ବାଛି ନେଇଛନ୍ତି। ନିଜର ଭିତରେ ଲୁଚି ରହିଥିବା ପ୍ରତିଭାକୁ ଛୋଟ ଛୋଟ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଉ ଛନ୍ତି। ଏବଂ ଏହି ସାମାଜିକ ଗଣ ମାଧ୍ୟମ ଦ୍ୱାରା ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରୁଛନ୍ତି।

ବିଭିନ୍ନ ଆପ୍ଲିକେସନ ଗୁଡ଼ିକ ଜରିଆରେ ନିଜ ଭିତରେ ରହିଥିବା ପ୍ରତିଭାକୁ ଭିଡିଓ ମାଧ୍ୟମରେ ଦର୍ଶାଉଛନ୍ତି। ସାମାଜିକ ଗଣ ମାଧ୍ୟମରେ ଏକ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁ-ଟ୍ୟୁ-ବ । ୟୁ-ଟ୍ୟୁ-ବ ରେ ଆପଣ ମାନେ ନିଜ ମନ ମୁତାବକ ଯେ କୌଣସି ଭିଡିଓ ଦେଖି ପାରିବା ସହ ଅପଲୋଡ ମଧ୍ୟ କରିପାରିବେ । ୟୁ-ଟ୍ୟୁ-ବ ଲୋକ ମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।

 ଏହି ଆପ୍ଲିକସନ ସାହାଯ୍ୟରେ ଲୋକ ମାନେ ନିଜର ସ୍ଵତନ୍ତ୍ର ପରିଚୟ ପାଇବ ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଓଡିଶାର ଏକ ଲୋକପ୍ରିୟ ୟୁ-ଟ୍ୟୁ-ବ ଚ୍ୟାନେଲ ବିଷୟରେ କହିବାକୁ ଯାଉଛୁ।

ଓଡ଼ିଶାର ଲୋକ ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବର୍ତ୍ତମାନ ସମୟରେ ଓଡ଼ିଶାରେ ନଂ ୱାନ ସ୍ଥାନରେ ରହିଛି। ଏମାନେ ନିଜର ଛୋଟ ଛୋଟ କାର୍ଯ୍ୟକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି।

 ଦିନକୁ ଦିନ ଏହି ୟୁଟ୍ୟୁବ ଚ୍ୟାନେଲଟି ଅଧିକରୁ ଅଧିକ ଲୋକ ପ୍ରିୟ ହେବାକୁ ଲାଗିଛି।ତେବେ ସେମାନଙ୍କ ଏହି ୟୁ-ଟ୍ୟୁ-ବ ଚ୍ୟାନେଲଟି ବର୍ତ୍ତମାନ ଓଡ଼ିଶାରେ ବହୁତ ଲୋକପ୍ରିୟ ହୋଇଛି । ଲୋକମାନେ ତାଙ୍କ ଭିଡିଓ ଦେଖିବା ପାଇଁ ସର୍ବଦା ଚାହିଁ ରହିଥାନ୍ତି । ଅନେକ ଦର୍ଶକ ତାଙ୍କୁ ଖୁବ ପ୍ରଶଂସା ବି କରିଥାନ୍ତି ।

ତେବେ ପୁଣି ଥରେ ରୂପା ପିଣ୍ଟୁଙ୍କ ଏକ ନୂଆ ଭିଡିଓ ଦର୍ଶକ ମାନଙ୍କ ସାମ୍ନାକୁ ଆସି ଯାଇଛି। ଭିଡିଓଟିରେ ମଜା ମସ୍ତି ଭରପୁର ହୋଇ ରହିଛି। ରୂପା ଓ ପିଣ୍ଟୁ ଦୁହେଁ ମିଶି ପଖାଳ ମଧ୍ୟ ଖାଉଛନ୍ତି। ଏହା ପରେ ପିଣ୍ଟୁ ଖୁସିକୁ ନେଇ ବିଲ ବାରି ପଟେ ଯାଉଛନ୍ତି।

ତେବେ ଭିଡିଓରେ ପିଣ୍ଟୁ ଓ ତାଙ୍କ କୁନି ଝିଅ ଖୁସି ଖୁବ୍ ମଜା ମସ୍ତି କରୁଛନ୍ତି। ଭିଡିଓରେ ରୂପା ବରା ତରକାରୀ ରୋଷେଇ କରିବାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ରୂପାଙ୍କୁ ସବୁବେଳେ ଭିଡିଓରେ ଜଣେ ଖାଣ୍ଟି ଓଡିଆ ବୋହୁ ଭାବରେ ଦେଖିବାକୁ ମିଳିଥାଏ।

ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।ଏହି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ଆପଣ ଯଦି ଏହି ଭିଡିଓକୁ ଦେଖି ନାହାନ୍ତି ତେବେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ୟୁଟ୍ୟୁବ ଚ୍ୟାନେଲକୁ ଯାଇ ନିଶ୍ଚୟ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।