viral ଭିଡ଼ିଓ-OMG !ଭାଇରାଲ ବୟ ଶାନ୍ତନୁ VS ସୋରିନ ଭଟ ଜବର ଦସ୍ତ ସଙ୍ଗ ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!
ଓଡ଼ିଶାର ଭାଇରାଲ ବୟ ଶାନ୍ତନୁ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସାରା ରାଜ୍ୟରେ ଏବେ ଏହି ୭ ବର୍ଷୀୟ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତିଙ୍କ ଚର୍ଚ୍ଚା। ବୟସ ମାତ୍ର ୭ ବର୍ଷ। କିନ୍ତୁ ତାଙ୍କ ଗୀତ ଆଗରେ ଭଲ ଭଲ ସିଙ୍ଗର ମାନଙ୍କୁ ମଧ୍ୟ ପଛରେ ପକାଇ ଦେଉଛି।“ଓଡ଼ିଶାର ନୁଆ ସ୍ୱର ଜୁନିୟର” ରେ ଅଡିସନ ଦେବାକୁ ଆସି ଓଡ଼ିଶାର ଭାଇରାଲ୍ ବୟ ପାଲଟି ଯାଇଛନ୍ତି ମାତ୍ର ୭ ବର୍ଷର କୁନି ପୁଅ ଶାନ୍ତନୁ କୁମାର ମହାନ୍ତି।
ଶାନ୍ତନୁ ଏତେ ସୁନ୍ଦର ଗୀତ ଗାଉଛନ୍ତି ଯେ ଯିଏ ଥରେ ତାଙ୍କ ଗୀତ ଶୁଣିବ ସିଏ ଶାନ୍ତନୁଙ୍କ ଫ୍ରେଣ୍ଡସ ହୋଇଯିବ। ଶାନ୍ତନୁଙ୍କ ଗୀତ ଶୁଣିବା ପରେ କେହି କେହି ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ହ୍ୟୁମାନ ସାଗରଙ୍କ ସହିତ ତୁଳନା କରୁଛନ୍ତି।
ତେବେ ବର୍ତ୍ତମାନ ସମୟରେ ଭାଇରାଲ ବୟ ଶାନ୍ତନୁ କଡ଼ା ଟକ୍କର ଦେଉଛନ୍ତି ପ୍ରସିଦ୍ଧ ସିଙ୍ଗର ସୌରିନ ଭଟ୍ଟଙ୍କୁ। ସିଦ୍ଧାର୍ଥ ଟିଭି ତରଫରୁ ପ୍ରସାରିତ ହେଉଥିବା ନୂଆ ରିଆଲିଟି ଶୋ “ଓଡ଼ିଶାର ନୂଆ ସ୍ୱର (ଜୁନିୟର)”ର ଷ୍ଟୁଡିଓ ରାଉଣ୍ଡରେ ଭାଇରାଲ ବୟ ଶାନ୍ତନୁ ସିଙ୍ଗର ସୌରିନ୍ ଭଟ୍ଟଙ୍କ ଗୀତକୁ ଗାଇ ରେକର୍ଡ ତିଆରି କରିଛନ୍ତି।
ସାର୍ଥକ ମ୍ୟୁଜିକ ପ୍ରସ୍ତୁତ ସୀତାରାମ ଅଗ୍ରୱାଲଙ୍କ ନିର୍ଦ୍ଦେଶନାରେ ସୁପରହିଟ ଓଡ଼ିଆ ଆଲବମ “ଏଥର ଫଗୁଣେ ବାଜିବ ଲୋ ବାଜା” ଯାହାକୁ ଗାଇଥିଲେ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ସୌରିନ୍ ଭଟ୍ଟ। ତେବେ ଏହି ଗୀତକୁ ପୁଣି ଥରେ କୁନି ଗାୟକ ଶାନ୍ତନୁ ଗାଇ ଚର୍ଚ୍ଚାରେ ରହିଛନ୍ତି।
ଓଡ଼ିଶାର ନୂଆ ସ୍ୱର ଜୁନିୟରରେ ଶାନ୍ତନୁ ସୌରିନ୍ ଭଟ୍ଟଙ୍କ “ଏଥର ଫଗୁଣେ ବାଜିବ ଲୋ ବାଜା” ଗୀତକୁ ପୁଣି ଥରେ ଏକ ନୂଆ ରୂପରେ ଗାଇଛନ୍ତି। ଯାହାକୁ ଶୁଣି ଜଜେସମାନେ ଖୁବ୍ ଭଲ ଭଲ ମନ୍ତବ୍ୟ ଦେଇଥିଲେ। ତେବେ ଶାନ୍ତନୁଙ୍କ ଏହି ଗୀତ ସୌରିନ୍ ଭଟ୍ଟଙ୍କ ଗୀତକୁ ଟକ୍କର ଦେଉଛି ବୋଲି କୁହାଯାଉଛି।
ଶାନ୍ତନୁଙ୍କ ଏହି ଗୀତକୁ ମାତ୍ର ଦୁଇ ସପ୍ତାହ ୯୩ ଲକ୍ଷ ରୁ ଅଧିକ ଦର୍ଶକ ଦେଖି ସାରିଲେଣି। ତେବେ ଓଡ଼ିଆ ଗୀତକୁ ଏତେ କମ୍ ସମୟରେ ଏତେ ଭିଉ ମିଳିବା ବହୁତ କମ୍ ଦେଖିବାକୁ ମିଳିଥାଏ। କିନ୍ତୁ ଶାନ୍ତନୁ ସବୁ ଗୀତକୁ ମିଲିୟନ ମିଲିୟନ ଦର୍ଶକ ଦେଖିବାକୁ ଲାଗିଛନ୍ତି।
ଏଥି କୁନି ଗାୟକ ଶାନ୍ତନୁ କୁମାର ମହାନ୍ତିଙ୍କ ଗୀତର ସ୍ୱରେ ସ୍ଵରେ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ। ଷ୍ଟେଜରେ ଶାନ୍ତନୁ ବହୁତ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି। ଶାନ୍ତନୁଙ୍କ ସବୁ ଗୀତର ମଜା ନେଉଛନ୍ତି ଦର୍ଶକମାନେ।
ଶାନ୍ତନୁଙ୍କ ଗୀତ ଏବେ ସାମାଜିକ ଗଣ ମାଧ୍ୟମରେ ଟ୍ରେଣ୍ଡ ହେବାକୁ ଲାଗିଛି।ଶାନ୍ତନୁଙ୍କ ଗୀତରେ ମଧ୍ୟ କିଛି ୟୁଜର୍ସ ମାନେ ରିଲସ ଭିଡିଓ ଆଦି କରୁଥିବାର ନଜର ଆସୁଛନ୍ତି ତ ଆଉ କିଏ ଶାନ୍ତନୁଙ୍କ ଗୀତକୁ ନେଇ ଷ୍ଟୋରୀ ଷ୍ଟାଟସ ରଖୁଛନ୍ତି। ତେବେ ଏହି କୁନି ଗାୟକ ଭବିଷ୍ୟତରେ ଏକ ବଡ ଷ୍ଟାର ହେବାର ଆଶା ରଖିଛନ୍ତି ଶାନ୍ତନୁଙ୍କ ଫ୍ରେଣ୍ଡମାନେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।