viral ଭିଡ଼ିଓ – OMG ! ଭାଇରାଲ ହେଉଛି ଶିବାନୀଙ୍କ ସ୍କୁଟି ରେ ବସି ସ୍ୱରାଜ ଙ୍କ ଅବସ୍ଥା ଯାହା ହେଲା ଭିଡ଼ିଓ ଡେକିହିଲେ ହସି ହସି ଗଡ଼ିଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଅଭିନେତା ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଶିବାନୀ ସଂଗୀତା ଖୁବ୍ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ୍ଅଳ୍ପ ବୟସରୁ ଲୋକପ୍ରିୟ ହୋଇପାରିଛନ୍ତି। ଏହି ଦୁଇ କଳାକାର ବହୁତ ସମୟରେ ଚର୍ଚ୍ଚାରେ ରହିଥାନ୍ତି।ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଏହି ଦୁଇ ଓଲିଉଡ଼ ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତା ସ୍ବରାଜ ବାରିକ୍ ଏବଂ ଶିବାନୀ ସଂଗୀତା। ଓଡ଼ିଆ ସିନେପ୍ରେମୀ ମାନେ ଏହି ଦୁଇ ଲୋକପ୍ରିୟ କଳାକାରଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥାନ୍ତି।

ଶିଶୁ କଳାକାର ଭାବରେ ଅଭିନେତା ସ୍ବରାଜ ବାରିକ୍ ଓ ଅଭିନେତ୍ରୀ ଶିବାନୀ ସଂଗୀତା ଛୋଟ ପିଲା ଥିଲାବେଳୁ ଓଡ଼ିଆ ମନୋରଞ୍ଜନ ଜଗତରେ ପାଦ ପକାଇଥିଲେ। ଏହି ଦୁଇ କଳାକାର ଜଣେ ଉତ୍ତମ ଓ ଦକ୍ଷ ଶିଶୁ କଳାକାର ଭାବେ ଅନେକ ସିନେମା,ଟିଭି ସୋ,ସିରିଏଲ୍ ରେ ସେମାନେ ନିଜର ଭୂମିକା ଦେଇଥିଲେ। ସେମାନଙ୍କର ସୁନ୍ଦର ଓ ଜୀବନ୍ତ କଳା ପ୍ରଦର୍ଶନ ଦ୍ଵାରା ସେ ଅନେକ ଙ୍କ ପସନ୍ଦ ଓ ପ୍ରଶଂସା ର ପାତ୍ର ହୋଇ ପାରିଥିଲେ।

 ବର୍ତମାନ ସମୟରେ ଏହି ଦୁଇ କଳାକାର ଓଡ଼ିଆ ସିନେମା ଜଗତରେ ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀ ଭାବରେ ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି।ଓଡ଼ିଆ ସିନେମା ଜଗତରେ ଏହି ଦୁଇ କଳାକାରଙ୍କ ଯୋଡ଼ିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।

ଜଣେ ଶିଶୁ କଳାକାର ଭାବେ ଯାତ୍ରା ଆରମ୍ଭ କରିଥିବା ସ୍ବରାଜ ଏବେ ସିନେମା ରେ ମୁଖ୍ୟ ନାୟକ ଭୂମିକା ରେ ମଧ୍ୟ ଦେଖିବାକୁ ମିଳୁଛନ୍ତି। ଅଭିନେତ୍ରୀ ଶିବାନୀ ସଂଗୀତା ମଧ୍ୟ କିଛି କମ ନୁହଁନ୍ତି ଏତେ କମ ବୟସ ର ଅଭିନେତ୍ରୀ ଯିଏକି ଓଡିଆ ସିନେମା ଜଗତ ରେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି । ଯିଏକି ଆଜିର ସମୟରେ ଓଲିଉଡ ର ମେଗାଷ୍ଟାର ସୁପରଷ୍ଟାର ଙ୍କ ସହ ଫିଲ୍ମ କରି ଚାଲିଛନ୍ତି। ଶିବାନୀ ସଂଗୀତା ଙ୍କ ଲୁକ୍ ଷ୍ଟାଇଲକୁ ଫ୍ରେଣ୍ଡସ ମାନେ ଫଲୋ ମଧ୍ୟ କରିଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ଅଭିନେତା ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଶିବାନୀ ସଂଗୀତାଙ୍କ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଶିବାନୀ ସଂଗୀତା ଓ ସ୍ବରାଜ ବାରିକଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି। ତେବେ ଭିଡିଓଟି ଖୁବ୍ ଜୋରସୋର ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଅଭିନେତ୍ରୀ ଶିବାନୀ ସଂଗୀତା ସ୍କୁଟି ଚଳାଉଛନ୍ତି ଏବଂ ଅଭିନେତା ସ୍ବରାଜ ବାରିକ୍ ଶିବାନୀଙ୍କ ପଛରେ ବସିଛନ୍ତି। ଏବଂ ବହୁତ ସାରା ମଜା ମସ୍ତି କରୁଥିବାର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଏହି ଭିଡିଓଟି ଅଭିନେତ୍ରୀ ଶିବାନୀ ସଂଗୀତା ଓ ଅଭିନେତା ସ୍ବରାଜ ବାରିକଙ୍କ ଆଗକୁ ଆସୁଥିବା ଏକ ନୂଆ ସିନେମା “କିସ୍ ମିସ୍”ର ଏକ ଝଲକ।

ତେବେ ଏହି ଦୁଇ ଯୋଡ଼ି ଗୋଟିଏ ସିନେମାରେ ଏକାଠି ଆସୁଥିବାର ଜାଣି ଫ୍ରେଣ୍ଡସ ମାନଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଦେଖିବାକୁ ମିଳୁଛି। ଏମାଙ୍କର ଆସୁଥିବା ସିନେମାକୁ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହ ସହିତ ଅପେକ୍ଷା କରି ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।