viral ଭିଡ଼ିଓ -OMG ! ସ୍ତ୍ରୀ ଘରେ ନ ଥିବା ସମୟ ରେ ଶାଳୀ ଭେଣେଇ କରିଲେ ଏମିତି ଡ୍ୟାନ୍ସ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଆଜି ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଶାଳୀ ଭେନେଇ ର ପ୍ରେମ କାହାଣୀ ଆଜି ସାରା ଭାରତ ରେ ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ଯେ କେହି ବି ଏହି ଭିଡିଓ କୁ ଦେଖୁଛି , ସେ ବହୁତ ପ୍ରଶଂସା କରୁଛି । ତେବେ ଶାଳୀ ଭେଣେଇ ଆଜି ଏକ ଛୋଟ ରିଲସ କରି ସୋସିଆଲ ମିଡିଆରେ ଭାଇରାଲ ହୋଇ ଛନ୍ତି । ଶାଳି ଭେଣେଇ ନିଜ ରକ୍ତ ର ହୋଇ ପାରନ୍ତି ନାହିଁ ସତ ।

କିନ୍ତୁ ଏ ଦୁନିଆରେ ଜଣେ ସ୍ୱାମୀ ତା ସ୍ତ୍ରୀ କୁ କମ ଭଲ ପାଉ ଥିବା ବେଳେ , ଆଜି କାଲି ଦୁନିଆ ରେ ତାର ଶାଳୀ କୁ ସେ ଅଧିକ ଭଲ ପାଉଛି । ଜଣେ ଲୋକ ବିବାହ ପରେ ପ୍ରଥମ ବର୍ଷ ସ୍ତ୍ରୀକୁ ଅଧିକ ଗୁରୁତ୍ୱ ଦେଉ ଥିବା ବେଳେ । ତାର ଗୋଟେ ବର୍ଷ ପରେ ସ୍ବାମୀ ତାର ଶାଳୀ କୁ ଅଧିକ ଭଲ ପାଇ ଥାଏ । ଆପଣ ମାନେ ବହୁତ ସମୟ ରେ ଦେଖି ଥିବେ ଯେ ଯେତେ ଦିନ ପର୍ଯ୍ୟନ୍ତ ଶଶୁର ଘରେ ଶାଳୀ ବାହା ନ ହୋଇ ଘରେ ରହି ଥାଏ , ସେତେ ଦିନ ପର୍ଯ୍ୟନ୍ତ ସ୍ୱାମୀ ଶଶୁର ଘରକୁ ଯାଇ ଥାଏ ।

 ଯୋଉ ଦିନ ଦେଖିବେ ଶାଳୀ ର ବିବାହ ହୋଇ ଯାଏ , ସେ ଦିନ ପାଖରୁ ସ୍ୱାମୀ ଆଉ ତାର ଶଶୁର ଘରକୁ ଯାଇ ନ ଥାଏ । ତେବେ ଦେଖିବା ପାଇଁ ଗଲେ ଶାଳୀ ଭେଣେଇ ପରି ପ୍ରେମ ଆଉ ଏ ଦୁନିଆ ରେ ନାହିଁ । ନ ହୋଇ ପାରେ ରକ୍ତ ସମ୍ପର୍କ , ହେଲେ ମଧ୍ୟ ଅତି ନିଜର ।

କଥାରେ ଅଛି ଶାଳୀ କୁ ଘର ର ଅଧା ଘର ବାଲି କୁହା ଯାଇ ଥାଏ । ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ଦେଖିବା ପାଇଁ ପାଇ ଥିବେ ଶାଳୀ ଭେନେଇ ର ପ୍ରେମ କାହାଣୀ । କେଉଁ ଭଳି ଭାବରେ ସ୍ତ୍ରୀ ଘରେ ନ ଥିବା ସମୟ ରେ ଶାଳୀ ଭେନେଇ କରୁ ଛନ୍ତି ରାସ ଲୀଳା । ତେବେ ଆଜି ଆମେ ଆପଣଂକୁ ଗୋଟେ ଆଗ କାଳର ଘଟଣା କହିବୁ ।


ଆଗ କାଳ ରେ ବିବାହ ପରେ ଯଦି , ନିଜ ର ସ୍ତ୍ରୀ ମରି ଯାଇ ଥିଲା । ତାହାଲେ ସ୍ତ୍ରୀ ର ଯଦି ସାନ ଭଉଣୀ ରହି ଥାଏ ତାହାଲେ , ସାନ ଭଉଣୀ ଟି ତାର ଭେଣେଇ କୁ ବାହା ହୋଇ ଥାଏ । ତେବେ ଆଗରୁ ଏଟା ଗୋଟେ ପ୍ରଥା ରହି ଥାଏ ।

ଠିକ ସେହି ସ୍ତ୍ରୀ ର ଶାଶୁ ଘରେ ଯଦି ସ୍ୱାମୀ ମରି ଯାଉ ଥିଲା , ତାହାଲେ ସ୍ତ୍ରୀ ଟିର ଯଦି ଦେଉର ଥାଏ ତାହାଲେ ତାଙ୍କ ଦୁଇ ଜଣଙ୍କ ର ବିବାହ ହୋଇ ଥାଏ । ତେବେ ଏହା ଆଗରୁ ଗୋଟେ ଗୋଟେ ପ୍ରଥା ରହି ଥିଲା । ଯାହା ଏବେ ଆଉ ନାହିଁ ସତ , କିନ୍ତୁ ସେମାନଙ୍କ ଭିତରେ ପ୍ରେମ ରହି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।