viral ଭିଡ଼ିଓ – OMG ! stage ଉପରେ ଶାନ୍ତନୁ କହିଲେ ଆପଣମାନେ ଖୁସିତ,ଭିଡ଼ିଓ ଦେଖିଲେ ହସି ହସି ଗଡ଼ିବେ,ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ!

ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଦ୍ୱାରା ଆମ ଗହଣରେ ଲୁଚି ରହିଥିବା କିଛି ପ୍ରତିଭା ସାମ୍ନାକୁ ଆସିବାରେ ଲାଗିଛି। ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ଖୋଜି ଖୋଜି ବାହାର କରାଯାଉଛି।

ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସିଦ୍ଧାର୍ଥ ଟିଭିରେ କୁନି କୁନି ପିଲାମାନଙ୍କ ପାଇଁ ଗୀତ ଗାଇବା ନିମନ୍ତେ ଏକ ରିଆଲିଟି ଶୋ ଚାଲିଛି। ଯାହାର ନାଁ ରହିଛି ଓଡ଼ିଶାର ନୂଆ ସ୍ୱର (ଜୁନିୟର)।

 ତେବେ ଏହି ଶୋରେ ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକାମାନେ ଭାଗ ନେଇଥିଲେ। ସିଦ୍ଧାର୍ଥ ଟିଭି ତରଫରୁ ପ୍ରସାରିତ ଏହି ରିଆଲିଟି ଶୋ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଶୋରେ ଭାଗ ନେଇ ଥିବା କୁନି ପ୍ରତିଭା ମାନେ ନିଜର ଜଲୱା ଦେଖାଉଛନ୍ତି।

ତେବେ ଏହି ଶୋ ରେ ଆଡିସନ୍ ଦେବା ପାଇଁ ଆସି କିଛି କୁନି ତାରକା ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି। ଏହି ଶୋ ରେ ଭାଗନେଇଥିବା କୁନି ଗାୟକ ଶାନ୍ତନୁ କୁମାର ମହାନ୍ତି ଏବେ ସାରା ଓଡ଼ିଶାରେ ଭାଇରାଲ ବୟ ପାଲଟି ଯାଇଥିଲେ। ଏହା ପରେ ଶାନ୍ତନୁଙ୍କ ଗୀତ ଶୁଣିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି।

ଏହି ୭ ବର୍ଷୀୟ କୁନି ପୁଅ ଶାନ୍ତନୁ କୁମାର ମହାନ୍ତି ଗୋଟିଏ ପରେ ଗୋଟିଏ ଗୀତରେ କଣ୍ଠଦାନ କରିବାରେ ଲାଗିଛନ୍ତି। କେବଳ କଣ୍ଠଦାନ ନୁହେଁ ଶାନ୍ତନୁଙ୍କୁ ଏକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସୁଛନ୍ତି। ଭାଇରାଲ ବୟ ଶାନ୍ତନୁ ଖୁବ୍ ଅଳ୍ପ ଦିନ ଭିତରେ ଖୁବ୍ ଲୋକ ପ୍ରିୟ ହୋଇ ପାରିଛନ୍ତି।

ତେବେ ବର୍ତ୍ତମାନ ସମୟରେ ଭାଇରାଲ ବୟ ଶାନ୍ତନୁଙ୍କୁ ଷ୍ଟେଜରେ ଲାଇଭ ପରଫୋମାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଏକ ଗାଁରେ ଦୋଳ ମୋହତ୍ସବ ଚାଲିଥିବା ବେଳେ ଶାନ୍ତନୁଙ୍କୁ ସେଠାରେ ଗେଷ୍ଟ ଭାବରେ ଅଣା ଯାଇଥିଲା। ତେବେ ସେହି ପୋଗ୍ରାମ ରେ ଶାନ୍ତନୁ ଗୀତ ଗାଇ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମନୋରଂଜନ କରି ପାରିଛନ୍ତି। ଶାନ୍ତନୁ ସେଠାରେ ବହୁତ ସୁନ୍ଦର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳୁଛି।

କିନ୍ତୁ ସବୁଠାରୁ ମଜା କଥା ହେଉଛି ଭାଇରାଲ ବୟ ଶାନ୍ତନୁ ଷ୍ଟେଜ ଉପରେ ଲାଇଭ ପୋଗ୍ରାମ କରୁଥିବା ବେଳେ ଶାନ୍ତନୁ ଗୀତ ଅଧାରୁ ଗୀତ ଭୁଲି ଯାଇଛନ୍ତି। ଶାନ୍ତନୁ ଗୀତକୁ ମନେ ପକାଇ ପାରୁନାହାନ୍ତି।

ଷ୍ଟେଜରେ ଉପସ୍ଥିତ ରହିଥିବା ଦୁଇ ଜଣ ବ୍ୟକ୍ତି ଶାନ୍ତନୁଙ୍କୁ ଗୀତ ମନେ ପକାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି। ତଥାପି ଶାନ୍ତନୁ ଗୀତକୁ ମନେ ପକାଇ ପାରୁନାହାନ୍ତି। ତେବେ ଶାନ୍ତନୁ କେବଳ ଗୀତର ମ୍ୟୁଜିକ୍ ରେ ଡାନ୍ସ କରିଛନ୍ତି। ତେବେ ଏତେ କମ ବୟସରୁ ଏଭଳି ଲାଇଭ ପୋଗ୍ରାମ କରିପାରୁଥିବାରୁ ଶାନ୍ତନୁଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।