viral ଭିଡ଼ିଓ-OMG !ରାସ୍ତା ମଝିରେ ସ୍କୁଲ ପୁଅ ଝିଅ ଏମିତି କାଣ୍ଡ କଲେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁଇ ଜଣ ସ୍କୁଲ ପିଲାଙ୍କ କଳା କୌଶଳକୁ ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏବଂ ୟୁଜର୍ସ ମାନେ ଅନେକ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ଆଖି ଲାଖି ଯିବ । ଏହି ଭିଡିଓକୁ ଦେଖିବା ପରେ ଆପଣ ସେହି ଦୁଇ ଜଣ ସ୍କୁଲ ପିଲାଙ୍କୁ ପ୍ରଶଂସା ନକରି ରହି ପାରିବେନି। ଭିଡିଓଟି ଖୁବ୍ ଭାଇରାଲ ହେବାକୁ ଲାଗିଛି। ତେବେ ଭିଡିଓଟି ବର୍ତ୍ତମାନ ସୁଦ୍ଧା ସାଢେ ୩୭ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି।

ଭିଡିଓରେ ଦେଖିବାକୁ ମିଳିଛି ଦୁଇ ଜଣ ସ୍କୁଲ ପିଲା ସ୍କୁଲ ଯାଉଛନ୍ତି। ସେ ଦୁଇ ସ୍କୁଲ ପିଲାଙ୍କ ମଧ୍ୟରୁ ଜଣେ ଝିଅ ଆଉ ଜଣେ ପୁଅ। ପିଲା ଦୁଇ ଜଣକ କାନ୍ଧରେ ଓଜନିଆ ସ୍କୁଲ ବ୍ୟାଗ୍ ଅଛି ଏବଂ ସେମାନେ ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି। ତେବେ ଭିଡିଓରେ ଥିବା ସ୍କୁଲ ପିଲା ଦୁଇ ଜଣ ରାସ୍ତାରେ ଯିବା ସମୟରେ ଏମିତି କିଛି କରି ଦେଖାଉଛନ୍ତି ଯାହାକୁ ଦେଖିଲା ପରେ ଖୁବ ଆଶ୍ଚର୍ଯ୍ୟ ଲାଗୁଛି।

ରାସ୍ତାରେ ଚାଲୁଥିବା ସମୟରେ ପ୍ରଥମେ ପୁଅ ପିଲାଟି ଖୁବ୍ ସୁନ୍ଦର ଭାବରେ ଥରେ ଉତଙ୍ଗ ପତଙ୍ଗ କରି ଦେଖାଉଛି ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ରହିଥିଲା। ତା ପରେ ଝିଅ ପିଲାଟି ସାହାସର ସହ ଅତି ନିର୍ଭୁଲ ଭାବରେ ଦୁଇ ଥର ଉତଙ୍ଗ ପତଙ୍ଗ କରି ଦେଖାଉଛି।

 ତେବେ ବିଶେଷ କଥା ହେଲା ପିଲା ଦୁଇ ଜଣଙ୍କ ସ୍କୁଲ ୟୁନିଫର୍ମ ପିନ୍ଧି ଛନ୍ତି ଓ କାନ୍ଧରେ ବହୁତ ଓଜନିଆ ସ୍କୁଲ ବ୍ୟାଗ୍ ରହିଛି। ତେବେ ଏତେ ଓଜନିଆ ସ୍କୁଲ ବ୍ୟାଗ୍ ଥାଇ ମଧ୍ୟ ପିଲା ଦୁଇ ଜଣ ଅତି ଆରାମସେ ନିଜର ଭାରସାମ୍ୟ ରକ୍ଷା କରି ପାରଦର୍ଶିତା ଦେଖାଇ ପାରିଛନ୍ତି। ଯାହାକୁ ଦେଖି ଦର୍ଶକ ମାନେ ଖୁବ୍ ପ୍ରଶଂସା କରିଛନ୍ତି।

ଏହି ଦୁଇ ସ୍କୁଲ ପିଲାଙ୍କ ଦକ୍ଷତା ଦେଖି ଦର୍ଶକ ମାନେ ଖୁବ ପ୍ରଶଂସା କରିଛନ୍ତି।ଏବଂ ପ୍ରଶଂସକମାନେ କ୍ରୀଡା ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି କି ପିଲା ଦୁଇ ଜଣକୁ ବିଶେଷ ଧ୍ୟାନ ଦେବାପାଇଁ। ପିଲା ଦୁଇ ଜଣକୁ ପ୍ରଫେସନାଲ ଟ୍ରେନିଂ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

କିଛି ୟୁଜର୍ସ ମାନେ କହିଛନ୍ତି କି ଯଦି ପିଲା ଦୁଇ ଜଣକୁ ବିଶେଷ ଧ୍ୟାନ ଓ ପ୍ରଫେସନାଲ ଟ୍ରେନିଂ ଦିଆଯାଏ ତେବେ ସେମାନେ ଭବିଷ୍ୟତରେ ଭାରତ ପାଇଁ ଗୌରବ ଆଣି ପାରନ୍ତି।

ତେବେ କିଛି ଦିନ ଧରି ଏହି ଦୁଇ ସ୍କୁଲ ପିଲାଙ୍କ ଦକ୍ଷତା ଚର୍ଚ୍ଚାର ବିଷୟ ପାଲଟିଛି। ଗତ କିଛି ଦିନ ହେଲା ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାକୁ ଲାଗିଛି। ତେବେ ପ୍ରକୃତରେ ପିଲା ଦୁଇ ଜଣକ ଏଭଳି ଦକ୍ଷତା ପ୍ରଶଂସା ଯୋଗ୍ୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।