viral ଭିଡ଼ିଓ-OMG ! ପୁଷ୍ପା ଫିଲ୍ମ ର ସ୍ୱାମୀ ଗୀତ ରେ ନାଚିଲେ କୁନି ଝିଅର ଜବର ଦସ୍ତ ଡ୍ୟାନ୍ସ ,ଯାହାକୁ 36 ଲକ୍ଷ୍ୟ ରୁ ଅଧିକ ଲୋକ ଦେଖିସାରିଲେଣି,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି..
କିଛି ଦିନ ତଳେ ପୁଷ୍ପା ପ୍ଲିମ ରିଲିଜ ହୋଇ ଥିଲା । ପୁଷ୍ପା ଫିଲ୍ମ ରେ ଆଲୁ ଅର୍ଜୁନ ହୋଇ ଥିବା ବେଳେ ରଶ୍ମିକା ମଣ୍ଡନା ହିରୋଇନ ଭାବରେ ଦେଖିବା ପାଇଁ ମିଳି ଥିଲା । ଏହି ଫିଲ୍ମ ଟି ଫିଲ୍ମ ହୋଲ ରେ ଆଜି ପାର୍ଯ୍ୟନ୍ତ ନାଇଟ ଶୋ ରେ ପଡୁଛି । ଆଜି ପର୍ଯ୍ୟନ୍ତ ଏହି ଫିଲ୍ମ କୁ ଲୋକେ ଦେଖିବା ପାଇଁ ଯାଉ ଛନ୍ତି । ତେବେ ଏହି ଫିଲ୍ମ ରେ 3ଟି ଗୀତ ବହୁତ ହିଟ ହୋଇ ଥିବା ସହିତ ଫିଲ୍ମ ର ଡାଇଲକ ମଧ୍ୟ ବହୁତ ହିଟ ହୋଇ ଥିଲା ।
କାରଣ ଏହି ଫିଲ୍ମ ର ଛୋଟ ଛୋଟ ଡାଇଲକ ଗୁଡିକୁ ରିଲସ ତିଆରି କରି ଲୋକେ ବହୁତ ମଜା ନେଇ ଛନ୍ତି । କେବଳ ପୁଷ୍ପା ଫିଲ୍ମ ଭାରତ ରେ ହିଟ ହୋଇ ନାହିଁ । ଏହି ପୁଷ୍ପା ଫିଲ୍ମ ସାରା ଏସିଆ ମହା ଦେଶ ରେ ଭାଇରାଲ ହୋଇ ଯାଇଛି । କାରଣ ବାହାର ଦେଶ ରେ ଥିବା ଲୋକ ମାନେ ମଧ୍ୟ ଏହି ଫିଲ୍ମ ରେ ରିଲ ତିଆରି କରୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା ।
ଆପଣ ମାନେ ଦେଖି ଥିବେ କିଛି ଦିନ ତଳେ , ଅଷ୍ଟ୍ରେଲିଆ ର ଖେଳାଳି ମାନେ ଏହି ପୁଷ୍ପା ଫିଲ୍ମ ରେ ଛୋଟ ଛୋଟ ରିଲସ ତିଆରି କରି ଥିଲେ । ତେବେ ଏହା ଥିଲା ଅଷ୍ଟ୍ରେଲିଆ କଥା । ଠିକ ସେହି ପରି ଭାରତ ରେ ମଧ୍ୟ ବହୁତ ଲୋକଙ୍କୁ ଦେଖିବା ପାଇଁ ମିଳି ଥିଲା । ଏହି ପରି ପୁଷ୍ପା ଫିଲ୍ମ ରେ ଛୋଟ ଛୋଟ ରିଲସ କରି ମଜା ନେଉ ଥିବାର ।
ତେବେ ଭାରତ ରେ ଏବେ ପ୍ରାୟ 80 ପ୍ରତିଶତ ଲୋକ ଏହି ଫିଲ୍ମ ଟିକୁ ଦେଖି ସାରି ଲେଣି । ଏହି ଫିଲ୍ମ ରେ ତିନୋଟି ଗୀତ ବହୁତ ହିଟ ହେଉଛି । ସ୍ୱାମୀ ଗୀତ ଟି , ଶ୍ରୀ ବୋଲି ଗୀତ ଟି ଆଉ ଗୋଟେ ଉ ଆଣ୍ଟ ବା ମାମା । ଏହି ତିନୋଟି ଗୀତ ମଧ୍ୟ ରୁ ବହୁତ ଲୋକ ସ୍ୱାମୀ ଗୀତ କୁ ପସନ୍ଦ କରୁ ଛନ୍ତି । କାରଣ ଏହି ଗୀତ ରେ ଏବେ ସବୁ ରିଲସ ତିଆରି କରୁ ଛନ୍ତି ।
ତେବେ ଆଜି ଏକ ଭିଡିଓ ଭାଇରାଲ ହୋଇଛି । ସେହି ଭିଡିଓ ଟି ହେଉଛି ସ୍ୱାମୀ ଭିଡିଓ । ଏହି ଗୀତ ରେ ଜଣେ କୁନି ଝିଅ ସ୍ୱାମୀ ଗୀତ ରେ ନାଚି ବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଯେମିତି ରଶ୍ମିକା ମଣ୍ଡନା ସେହି ଗୀତ ରେ ନାଚୁ ଥିଲେ ଠିକ ସେହି ପରି କୁନି ଝିଅ ଟି ତାଙ୍କ ପରି ଡ୍ୟାନ୍ସ କରୁଛି ।
ଆପଣ ସେହି ଗୀତ ଟିର ନାଚ ଥରେ ଦେଖିଲେ 2 ଥର ଦେଖିବା ପାଇଁ ଚେଷ୍ଟା କରିବେ । ତେବେ ଏହା ଥିଲା ସେହି ସ୍ୱାମୀ ଗୀତ ଯେଉଁ ଗୀତ ଏବେ ବହୁତ ଭାଇରାଲ ହେଉଛି । ଆଉ ସେହି କୁନି ପିଲାଟି ମଧ୍ୟ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।