viral ଭିଡ଼ିଓ – OMG ! ପୁଣି ଥରେ ନୂଆ album ପାଇଁ ରୁପା ଓ ପିଣ୍ଟୁ କଲେ ଏମିତି ଜବରଦସ୍ତ ଡ୍ୟାନ୍ସ।ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଓଡିଶା ର ସୁନାମ ଧନ୍ୟ କଳାକାର ରୂପ ଓ ପିଣ୍ଟୁ କୁ ଆପଣ ମାନେ ପ୍ରାୟ ଜାଣି ଥିବେ । ଏଇ କିଛି ଦିନ ପୂର୍ବରୁ ସେମାନେ ଦୁଇ ଜଣ ବହୁତ ବ୍ଲକ କରୁ ଥିଲେ । ଆଉ ସେମାନେ ହ୍ୟୁମାନ ସାଗର ଗାଇ ଥିବା ଗୀତରେ ମଧ୍ୟ ନାଚୁ ଥିବେ । ଦେଖିବା ପାଇଁ ଗଲେ ସେମାନେ ଆଜି ଯୋଉଠି ଅଛନ୍ତି ବହୁତ କଷ୍ଟ କରି ଆଜି ଏତେ ବାଟ ପହଂଚି ପାରି ଛନ୍ତି । ପ୍ରଥମେ ସେମାନେ ଦୁଇ ଜଣ ଟିକ ଟକ କରୁ ଥିଲେ ।

ତେବେ ଛୋଟ ଛୋଟ ରିଲସ କରି ସେମାନେ ଆଜି ଷ୍ଟାର ହେବା ପାଇଁ ବସି ଲେଣି । ଆଜି ରୁପା ଓ ପିଣ୍ଡୁ କୁ ସାରା ଓଡିଶା ଜାଣେ । ତାଙ୍କ ଯୋଡି ପରି ଯୋଡି ସାରା ଓଡିଶା ରେ ଖଜିଲେ ଆପଣ ମାନେ ବହୁତ କମ ପାଇବା ।

ଆଜି ସେମାନେ ଗୋଟେ ଛୋଟ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରି ଛନ୍ତି । ତେବେ ସେହି ଭିଡିଓ ଟି ସୁଟିଂ କରୁ ଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ପୁରା ଘଟଣା ବିଷୟ ରେ ଜାଣିବା ।

ରୁପା ଓ ପିଣ୍ଟୁ ଦୁହେଁ ଭଲ ପାଇ ବିବାହ କରି ଛନ୍ତି । ରୁପା ଓ ପିଣ୍ଟୁ ଙ୍କର ଘର ଓଡିଶା ର ଭଦ୍ରକ ଜିଲ୍ଲା ରେ ଅବସ୍ତିତ । ତେବେ ରୁପା ଭଦ୍ରକ କଲେଜ ରେ ପାଠ ପଢୁ ଥିବା ସମୟ ରେ ପିଣ୍ଟୁ ତାଙ୍କୁ ପ୍ରୋପଜ କରି ଥିଲେ । ତେବେ ପିଣ୍ଟୁ ର ବୟସ 28 ହୋଇ ଥିବା ସମୟ ରେ ରୁପା ର ବୟସ 21 ବର୍ଷ । ତେବେ ଘର ଲୋକ ରାଜି ହେବାରୁ ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଛି ।

 ଭାଗ୍ୟ ରେ ଥିଲେ ଏମିତି ଲଭ ମ୍ୟାରେଜ ରୁ ଆରେଞ୍ଜ ମ୍ୟାରେଜ ହୋଇ ଥାଏ । ପ୍ରଥମେ ସେମାନେ କଲେଜ ରେ ଛୋଟ ଛୋଟ ରିଲସ କରୁ ଥିଲେ । ପୁଣି ବିବାହ କରି ସାରିବା ପରେ ଏବେ ସେ ବିଭିନ୍ନ ସୋସିଆଲ ମିଡ଼ିଆ ଆପ ରେ ଭିଡିଓ କରି ଛାଡୁ ଛନ୍ତି । ତା ସହିତ ଛୋଟ ଛୋଟ ବ୍ଲଗ କରି ମଧ୍ୟ ଛାଡୁ ଛନ୍ତି ।

ତେବେ ତେବେ କିଛି ଦିନ ତଳେ ତାଙ୍କୁ ଗୋଟିଏ ଆଲବମ ଗୀତରେ ସୁଟିଂ କରୁ ଥିବାର ଦେଖିବା ପାଇଁ ମିଳି ଥିଲା । ଯେଉଁ ଗୀତ ଟି ହ୍ୟୁମାନ ସାଗର ଗାଇ ଥିଲେ । ଏବେ ଗୋଟିଏ ଗୀତରେ ସୁଟିଂ ଦେଖିବା ପାଇଁ ମିଳୁଛି । ସେମାନେ ଏମିତି ଆଗକୁ ଯାଉନ୍ତି ।

ଭଗବାନ ତାଙ୍କର ମଙ୍ଗଳ କରୁନ୍ତି । ଏମିତି ଦିନେ ସମୟ ଆସିବ , ତାଙ୍କ ଭାଗ୍ୟ ସମ୍ପୂର୍ଣ ବଦଳି ଯିବ । ଅର୍ଥାତ ଆଲବମ ଗୀତ କରୁ କରୁ ଫିଲ୍ମ ରେ ସେମାନେ ଆକ୍ଟିଂଗ କରିବେ । ତେଣୁ କଥାରେ ଅଛି ମଣିଷ ଛୋଟ ରୁ ବଡ଼ ହୋଇ ଥାଏ । ଆପଣ ମାନେ ମଧ୍ୟ କର୍ମ କରି ଯାଆନ୍ତୁ , ଫୋଳ ଆପେ ଆପେ ଆସି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।