viral ଭିଡ଼ିଓ -OMG !ପୁଣି marcket କୁ ଆସିଲା “ପୁଷ୍ପା” ଏବଂ “କାଚା ବାଦାମ”ର new କମେଡି ଭିଡ଼ିଓ ଟିକୁ ଦେଖିଲା ମାତ୍ରେ ନହସିବା ଲୋକ ବି ହସିହସି ଗଡିବେ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।

କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

 ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଏହିପରି ଅନେକ କମେଡ଼ିଆନ ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ଫିଲ୍ମ ପୁଷ୍ପା ଏବଂ ଭାଇରାଲ ଗୀତ କାଚା ବାଦାମ କୁ ନେଇ ଏକ କମେଡି ଭିଡ଼ିଓ କରିଛନ୍ତି ।

ତେବେ ଆମେ ଆଜି ଆପଣ ଙ୍କୁ ସେହି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି।

ତେବେ ବନ୍ଧୁଗଣ ଆପଣ ମଧ୍ୟ ଦେଖୁଥିବେ କି ପୁଷ୍ପା ସିନେମା ଆସିବା ଠାରୁ ଲୋକମାନେ ସବୁ ଆଲୁ ଅର୍ଜୁନ ଙ୍କର ଷ୍ଟେପ , ଡାଇଲକ ଏବଂ ତାହାର ଗୀତ କୁ ନେଇ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।

ତେବେ ଏହାକୁ ନେଇ ଆମ କମେଡ଼ିଆନ ଚନ୍ଦନ ଭାଇ କହିଛନ୍ତି କି ଆରେ ପୁଷ୍ପା ତ ଏତେ ଅଧିକ ଟଙ୍କା ରୋଜଗାର କରୁଥିଲା ଆଉ ଗୋଟିଏ ଚନ୍ଦନ କାଠ ବିକ୍ରି କରି ନିଜ ଦାଢ଼ି ଟା କାଟି ପାରିଲାନି କିମ୍ବା ସେହି ଟଙ୍କା ରେ ଉପର କୁ ଟେକି ଯାଇଥିବା କାନ୍ଦ ଟିକୁ ଡାକ୍ତର ଦେଖାଇ ପାରିଲାନି ।ଆଲୁ ଅର୍ଜ୍ଜୁନ ର ଫିଲ୍ମ ଦେଖି ଆମ ଗାଁ ଟୋକା ଟା ଜଙ୍ଘଲ ରୁ ଗଛ କାଟିଦେଲା ଆଉ ବର୍ତ୍ତମାନ ଜେଲ ରେ ପଡିଛି।

ତେବେ ସେହିପରି ସେମାନେ ଭାଇରାଲ ସଙ୍ଗ “କାଚା ବାଦାମ” କୁ ନେଇ ମଧ୍ୟ କମେଡି କରିଛନ୍ତି। ତେବେ ବ୍ୟକ୍ତି କହିଛନ୍ତି କି ଆଡେ କଣ ସାଇକେଲ ର ଧରି କାଚା ବାଦାମ ଗୀତ ଗାଇଲେ ଯେ ରାତାରାତି ଷ୍ଟାର ହୋଇଗଲେ ହେଲେ ବର୍ତ୍ତମାନ ସେହି କାଚା ବାଦାମ ଖାଇକି ଆମ ଗାଁ ରେ ତିନି ଚାରିଟା ପିଲା ଙ୍କୁ ଝାଡ଼ ହୋଇଗଲାଣି। ପୁଷ୍ପା ଫିଲ୍ମ ଦେଖି ଆମ ଗାଁ ଟୋକା ମାନେ ସବୁ ବଙ୍କେଇ ବଙ୍କେଇ ଚାଲୁଛନ୍ତି ,ଆଉ ତାହାଲେ ଏହା ସିନେମା ର ଆମ ଉପରେ ପ୍ରଭାବ ଆଉ।

ତେବେ ଏହି କମେଡି ମାଧ୍ୟମରେ ସେମାନେ ଆମ ସମାଜ କୁ ଗୋଟିଏ ମେସେଜ ଦେଇଛନ୍ତି କି ଜଣେ ବ୍ୟକ୍ତି ଙ୍କୁ ଇଣ୍ଡଷ୍ଟ୍ରି ରେ ରାତାରାତି ଷ୍ଟାର କରିଦେଉଛନ୍ତି ମାତ୍ର ପରେ ତାଙ୍କର କୌଣସି ମୁଲ୍ୟ ରହୁନାହିଁ।

ଯାହା ଫଳରେ ନା ସେମାନେ ନିଜର ପେଟ ପୋଷିବା ପାଇଁ ନିଜ ବୃତ୍ତି କରିପାରୁଛନ୍ତି ନା ଇଣ୍ଡଷ୍ଟ୍ରି ରେ ତାଙ୍କୁ ସୁଯୋଗ ମିଳୁଛି।ତେବେ ଆପଣ ମାନେ ମଧ୍ୟ ଏହିପରି କରନ୍ତୁ ନାହିଁ ଜଣେ ବ୍ୟକ୍ତି ଙ୍କୁ ତାର ମାଟି ଓ କର୍ମ ସହ ବଞ୍ଚିବାକୁ ସୁଯୋଗ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।