viral ଭିଡ଼ିଓ -omg ! ପ୍ରଥମଥର ରୁପା ପିଣ୍ଟୁ କଲେ ରୋମାଣ୍ଟିକ ଡ୍ୟାନ୍ସ ଭିଡ଼ିଓ…..ଭାଇରାଲ ଡ୍ୟାନ୍ସ ଟିକୁ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଏହି ଯୋଡ଼ି ଙ୍କର ଏହିପରି ଏକ ଭିଡ଼ିଓ ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଆପଣ ଆଗରୁ ଦେଖି ନଥିବେ ନିଶ୍ଚିତ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯୁଗ ଚାଲିଛି, ଲୋକମାନେ ସମସ୍ତେ ଏହାର ଉପଯୋଗ ଓ ମନୋରଞ୍ଜନ ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ୟୁ ଟ୍ୟୁବ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ!
ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ,ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।
ତେବେ ଭାଇରଲ ଭିଡ଼ିଓ ଟିରେ ଆମ ସମସ୍ତ ଙ୍କର ପ୍ରିୟ ରୂପା ଭାଉଜ ଏବଂ ପିଣ୍ଟୁ ଭାଇ ଙ୍କର ଏକ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହାକୁ ଦେଖିବା ପରେ ଆପଣ ନିଜ ହସ କୁ ନିୟନ୍ତ୍ରଣ କରି ପାରିବେ ନାହିଁ, ହସି ହସି ପେଟ ବଥା ହୋଇଯିବ ଆପଣ ଙ୍କର।
ତେବେ ବନ୍ଧୁଗଣ ଆପଣ ଦେଖିଥିବେ କି ଅନେକ ପ୍ରକାରର ରିଲ ଭିଡ଼ିଓ ଏହି ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରସ୍ତୁତି କରିଥାନ୍ତି ଏବଂ ଲୋକମାନ ଙ୍କୁ ସବୁବେଳେ ହସାଇବା ରେ ଲାଗିଥାନ୍ତି। ତେବେ ଏହି ଭିଡ଼ିଓ ଟିରେ ମଧ୍ୟ ୟେ ଦମ୍ପତି ଏହିପରି କିଛି କରୁଥିଲେ କିନ୍ତୁ ତା ଭିତରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଆମ ପିଣ୍ଟୁ ଭାଇ ରୂପା ଭାଉଜ ଙ୍କର ଏକ ରୋମାଣ୍ଟିକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି। ତେବେ ଏହି ଟିକ ଟକ ଭିଡ଼ିଓ ଟିରେ, “ତୋ ହରିଣୀ ଆଖି ମୋ ଛାତି ଭିତରେ ହୃଦୟ କୁ ନେଲାରେ ଡାକି” ଗୀତ ରେ ରହିଛି। ତେବେ କିନ୍ତୁ ଏହି ଗୋଟିଏ ଗୀତରେ ରୁପା ଭାଉଜ ଓ ପିଣ୍ଟୁ ଭାଇ ଭିନ୍ନ ଭିନ୍ନ କସଟ୍ୟୁମ ରେ ଭିନ୍ନ ଭିନ୍ନ ଷ୍ଟାଇଲ ରେ ରିଲ କରିଛନ୍ତି।
ତେବେ ଆମ ସୁପରହିଟ ଯୋଡ଼ି ରୁପା ଭାଉଜ ଏବଂ ପିଣ୍ଟୁ ଭାଇଙ୍କ ର ଏହି ରୋମାଣ୍ଟିକ ରିଲ ଭିଡ଼ିଓ ଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହ ଖୁସି ହୋଇଯିବେ ମଧ୍ୟ। ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।