viral ଭିଡ଼ିଓ-OMG ! ଓଡ଼ିଆ ଯୁବକଙ୍କ audio call ହେଲା ଭାଇରଲ ଆପଣମାନେ ଦେଖିଲେ ହୋସ ଉଡିଯିବ,ଯାହାକୁ 36 ଲକ୍ଷ୍ୟ ରୁ ଅଧିକ ଲୋକ ଦେଖିସାରିଲେଣି,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି…

ଦୁନିଆରେ ଏମତି ଲୋକ ଅଛନ୍ତି , ଯେଉଁ ମାନେ କି ହିନ୍ଦୀ ଭାଷା ଅଛ କଥା କହିବା ପାଇଁ ଡରି ଯାଇ ଥାନ୍ତି । ତେବେ ବିଶେଷ ଭାବରେ ଦେଖିବା ପାଇଁ ଗଲେ , ଦୁନିଆ ଏତେ ଶିକ୍ଷିତ ହେଲେ ମଧ୍ୟ ଲୋକେ ଆଜି ମଧ୍ୟ ହିନ୍ଦୀ ରେ କଥା କହିବା ଜାଣି ନାହାନ୍ତି । ଆଜି କାଲି ଦୁନିଆ ରେ ହିନ୍ଦୀ ରେ କଥା ହେବା ପାଇଁ ଓ ଶିଖିବା ପାଇଁ ଟିଭି ଏକ ମାତ୍ର ବାଟ ଅଟେ । ଯିଏ କି ହିନ୍ଦୀ କହିବା ରେ ସାହାର୍ଯ୍ୟ କରି ଥାଏ । ହେଲେ ମଧ୍ୟ ଲୋକେ ଆଜି ହିନ୍ଦୀ କହି ପାରୁ ନାହାନ୍ତି । ତେବେ ଆଜି ଆମେ ଏତେ କଥା କହିବାର ମାନେ ହେଉଛି । ଆଜି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଯେଉଁ ଭିଡିଓ ରେ ଜଣେ ଜଣେ କଷ୍ଟମର କେୟାର ଓ ଜଣେ ଗ୍ରାହକ ହିନ୍ଦୀ ରେ କଥା ହେଉ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି । ତେବେ ସେଠାରେ ଯେଉଁ ହିନ୍ଦୀ ପ୍ରୟୋଗ ହୋଇଛି । ତାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣ ମାନେ କହିବେ ଏହି ଲୋକ ଠିକ ହିନ୍ଦୀ କହୁଛି । ତେବେ ଆସନ୍ତୁ ଜାଣିବା ସେ କେମିତିକା ହିନ୍ଦୀ କହି ଥିଲେ ।
ପ୍ରଥମେ କଷ୍ଟମର କେୟାର ଗ୍ରହକ ଙ୍କୁ କଲ କରି ଥିଲେ । କଲ କରିବା ର କାରଣ ଥିଲା ଯେ , ତାଙ୍କର ଗୋଟେ ଗାଡି ଆସିଛି ତାହା ସେ ନେବେ । ତେବେ କଷ୍ଟମର କେୟାର ଜଣେ ଝିଅ ଥିଲେ , ଆଉ ଗ୍ରାହକ ଜଣେ ପୁଅ ଥିଲେ । ତେବେ ପୁଅଟି ସେମିତି ହିନ୍ଦୀ ଜାଣି ନ ଥିଲା ।

କିନ୍ତୁ ସେ ହିନ୍ଦୀ କହିବା ପାଇଁ ଚେଷ୍ଟା କରି ଥିଲା । ଯାହା ଫୋଳରେ ସେ ହିନ୍ଦୀ ମଝି ରେ ଓଡ଼ିଆ ପୁରେଇ ଦେଇ ଥିଲା । କଥା କହିବା ସମୟ ରେ ସେ ହିନ୍ଦୀ ବୁଝି ପାରୁ ଥିଲା କିନ୍ତୁ ହିନ୍ଦୀ କହିବା ପାଇଁ ତା ପାଖରେ କାଠି କର ପାଠ ଥିଲା । ହେଲେ ଯେଉଁ ହିନ୍ଦୀ କହୁ ଥିଲେ ସେ , ଓଡିଶା ବାହାର ଲୋକ ବୁଝିବା ବହୁତ କଷ୍ଟ ଥିଲା ।

କଥା ଟି ହେଉଛି , ଝିଅ ଟି ତାକୁ କହୁ ଥିଲା ଗୋଟେ ସ୍ଥାନ କୁ ଆସିବା ପାଇଁ କିନ୍ତୁ ପୁଅଟି ତାଙ୍କ କଥା କୁ ବୁଝି ପାରୁ ଥିଲା ହେଲେ କହି ପାରୁ ନ ଥିଲା । ସେ ଯାହା ହେଉ ସେ ହିନ୍ଦୀ କହିବା ପାଇଁ ଚେଷ୍ଟା କରି ଥିଲା । କିନ୍ତୁ ତାଙ୍କର ଯେଉଁ ହିନ୍ଦୀ କହିବାର ଷ୍ଟାଇଲ କିଛି ଅଲଗା ଥିଲା ।

ନା ସେ ସମ୍ପୂର୍ଣ୍ଣ ଓଡ଼ିଆ କହୁ ଥିଲେ , ନା ସେ ସମ୍ପୁର୍ଣ୍ଣ ହିନ୍ଦୀ କହୁ ଥିଲେ । ତେବେ ତାଙ୍କ କଥା ଗୁଡିକ ଶୁଣିବା ପାଇଁ ବହୁତ ମଜା ଲାଗୁ ଥିଲା । ଏବେ ଏହି କଲ ରେକର୍ଡ଼ ଟି ଚାରି ଆଡେ ବେସ ଭାଇରାଲ ହେବାରେ ଲାଗି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।