viral ଭିଡ଼ିଓ – OMG ! ମାର୍କେଟକୁ ଆସିଲା ସ୍ୱାମୀ ସ୍ୱାମୀ ଗୀତ ରେ ଓଡ଼ିଆ ପୁଅର ଜବରଦସ୍ତ କମେଡି,ଭିଡିଓ ଦେଖିଲେ ହସି ହସି ଗଡି ଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!
ଦିନ ଗଡି ଗଡି ଚାଲିଛି। କିନ୍ତୁ କମୁନି ସାଉଥ୍ ଫିଲ୍ମ ପୁଷ୍ପାର କ୍ରେଜ। ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ସଉଥ ଫିଲ୍ମ ପୁଷ୍ପାର କ୍ରେଜ ସବୁଠୁ ଅଧିକ ଭାଇରାଲ ହେବାରେ ଲାଗିଛି।ଯୁଆଡେ ଦେଖିବେ ପୁଷ୍ପା, ପୁଷ୍ପା ଆଉ ପୁଷ୍ପାର କ୍ରେଜ । ପୁଷ୍ପାରେ ଅଲୁ ଅର୍ଜୁନଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରିଛନ୍ତି, ସେତିକି ଏହାର ଗୀତ ଓ ଡାନ୍ସକୁ ବି ସେତେ ଗ୍ରହଣ କରିଛନ୍ତି ।ସାରା ଭାରତରେ ଏହା ୩୫୦ କୋଟିରୁ ଅଧିକ କଲେକ୍ସନ କରିଛି । ତେଲୁଗୁ, ତାମିଲ, ମାଲାୟାଲାମ, କନ୍ନଡ଼ରେ ବି ଏହା ଲୋକଙ୍କୁ ପ୍ରଭାବିତ କରୁଛି।
ଅଲୁ ଅର୍ଜୁନଙ୍କ ଅଭିନୀତ ସାଉଥ୍ ଫିଲ୍ମର ପୁଷ୍ପାର ସବୁ ଡ଼ାଇଲଗ୍ ଓ ଗୀତ ଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମଟି ସିନେ ପ୍ରେମୀଙ୍କୁ ଏକ ଜବରଦସ୍ତ ମନୋରଞ୍ଜନ ଯୋଗାଇ ଦେବାରେ ସକ୍ଷମ ହୋଇ ପାରିଛି।
ଏହା ଏତେ ଲୋକ ପ୍ରିୟ ହୋଇ ପାରିଛି ଯେ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ଏହାର କ୍ରେଜ୍ ଦେଖିବା ପାଇଁ ମିଳୁଛି। ଏହି ଫିଲ୍ମ ଲୋକପ୍ରିୟତାର ଶୀର୍ଷରେ ପହଁଚି ପାରିଛି। ସମସ୍ତେ ଏହାକୁ ବେଶ ପସନ୍ଦ କରୁଛନ୍ତି।
ତେବେ ଏହି ସାଉଥ୍ ଫିଲ୍ମର ସବୁ ଗୀତ ଓ ଡାଇଲଗ୍ ଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଗୀତକୁ ନେଇ ବହୁତ ଲୋକେ ରିଲସ୍ ଏବଂ ଡାନ୍ସ ଭିଡିଓ କରିବାକୁ ପସନ୍ଦ କରୁଛନ୍ତି।
ଏହି ଫିଲ୍ମର ସବୁ ଚରିତ୍ରକୁ ନେଇ ଅନେକ କମେଡି ଭିଡିଓ ମଧ୍ୟ କରାଯାଉଥିବାର ସାମ୍ନାକୁ ଆସୁଛି। ସେହି ସବୁ ମଜାଦାର ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଫିଲ୍ମର ମୁଖ୍ୟ ଚରିତ୍ର ପୁଷ୍ପରାଜ୍ ଏବଂ ଶ୍ରିଭଲିକୁ ନେଇ ଭିନ୍ନ ଭିନ୍ନ କମେଡି କ୍ଲିପ୍ ପ୍ରସ୍ତୁତ କରାଯାଉଛି ଏବଂ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି।
ତେବେ ବର୍ତ୍ତମାନ ସମୟରେ ସମୟରେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଦର୍ଶକ ମାନେ ହସି ହସି ବେଦମ୍ ହୋଇ ପଡ଼ିବେ। ଭିଡିଓଟି ଖୁବ୍ ମଜାଦାର ହୋଇଛି। ଏହି ମଜାଦାର ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୯୭ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି ଏଥି ସହିତ ଏକ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଲାଇକ କରି ସାରିଲେଣି।
ଭିଡିଓରେ ଦେଖିବାକୁ ପୁଷ୍ପରାଜ ଏଠାରେ ଝୁକି ଛନ୍ତି। ଏବଂ ତଳେ ପଡି ଯାଇଛନ୍ତି। କେବଳ ସେତିକି ନୁହେଁ ଏଠାରେ ପୁଷ୍ପାରାଜ ଶ୍ରୀଭଲିଙ୍କ ଠାରୁ ବହୁତ ମାଡ ଖାଇଛନ୍ତି। ତେବେ ଏହି ମଜାଦାର ଭିଡିଓଟି ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି।
ଏହି ଭିଡିଓ ଦେଖିବା ମାତ୍ରେ ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ ହସି ହସି ବେଦମ୍ ହୋଇ ପଡ଼ିବେ। ତେବେ ଆପଣ ଯଦି ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ତେବେ ଜଲଦି ଜଲଦି ଦେଖନ୍ତୁ ଏବଂ ଏହାର ଭରପୁର ମଜା ନିଅନ୍ତୁ!
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।