viral ଭିଡ଼ିଓ -OMG ! marcket କୁ ଆସିଲା କାକା ଙ୍କର ନୂଆ ପୁଷ୍ପା ମୁଣ୍ଡ କମେଡି ଭିଡିଓ । ଭିଡ଼ିଓ ଦେଖିଲେ ହସି ହସି ଗଡିଯିବେ,ଭିଡ଼ିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଓଡିଶା ର ଅଗଣିତ ଦର୍ଶକ ମାନେ , ଓଡିଶା ର ଦ୍ୱିତୀୟ କାକା ତ ଆପଣ ମାନେ ଜାଣି ଥିବେ । ଯିଏ କି ଲୋକ ଡାଉନ ସମୟ ରେ କୋକା ରୂପ ରେ ଆପଣଂକ ମନ କୁ ମନରଞ୍ଜନ କରୁ ଥିଲା । ତେବେ ପ୍ରଥମ କାକା ମିହିର ଦାସ ଥିବା ସମୟ ରେ ଦ୍ୱିତୀୟ କୋକା ଗିରିଜା ନାୟକ ଥିଲା । ତେବେ ଗିରିଜା ନାୟକ ଏକ ଏମିତି କଳାକାର ଯିଏ କି ନିଜ ଭୋଏସ ସହିତ ଆହୁରି 20 ଜଣକ ଷ୍ଟାର ଙ୍କର ଭୋଏସ କୁ ସେ କପି କରି ଦେଇ ପାରିବ ।

ସେ ଯେତେ ବେଳେ ବାହାରକୁ ଆସନ୍ତି ତାଙ୍କୁ ଲୋକେ କୋକା ଡାକନ୍ତି । କାରଣ କରନା ସମୟ ରେ ସେ ଥିଲେ କମେଡି କିଙ୍ଗ ଗିରିଜା ନାୟକ । କେବଳ ସେତିକି ନୁହେଁ , ସେ ଥିଲେ ଜଣେ ସାଧାରଣ ଲୋକ । ସେ ଏମିତି ଛୋଟ ଛୋଟ ରିଲସ କରୁ ଥିଲେ । କିନ୍ତୁ ହଟାତ ତାଙ୍କ ସମୟ ଏମିତି ଆସିଲା । ସେ ବର୍ତମାନ ଟିଭି ରେ ଆକ୍ଟିଂଗ କରୁ ଛନ୍ତି । ଆଉ ଏବେ ସେ କୋକା ରୁ ପୁଷ୍ପା ରୂଲ କରୁ ଛନ୍ତି । ତେବେ ଆସନ୍ତୁ ପୁରା କାହାଣୀ ବିଷୟ ରେ ଆଲଚନା କରିବା ।

 ଗତ ବର୍ଷ ଡିସେମ୍ବର ମାସ ରେ ପୁଷ୍ପା ଫିଲ୍ମ ରିଲିଜ ହୋଇ ଥିଲା । ତେବେ ଏହି ଫିଲ୍ମ ର କାହାଣୀ ଟି ଲୋକ ମାନକୁ ଏତେ ଭଲ ଲାଗି ଥିଲା ଯେ ଲୋକ ମାନେ ଏହି କାହାଣୀ କୁ ନେଇ ସେମାନେ ମଧ୍ୟ ଛୋଟ ଛୋଟ କାହାଣୀ ତିଆରି କରି ଦେଉଛନ୍ତି । ଆଉ ଲୋକ ମନକୁ ଏତେ ଭଲ ଲାଗି ଥିଲା ଏହି କାହାଣୀ , ଲୋକ ମାନେ ଚୋରି କେମିତି କରା ଯାଏ , ସେମାନେ ଏହି ପୁଷ୍ପା ଫିଲ୍ମ ରୁ ଜାଣି ନେଇ ଠିକ ସେହି ପରି ଚୋରି କରିବା ଶିଖି ଗିଲେଣି ।

କେବଳ ସେତିକି ନୁହେଁ ଏହି ଫିଲ୍ମ ର ଗୀତ ଗୁଡିକ ଲୋକ ମାନକୁ ଏତେ ଭଲ ଲାଗି ଥିଲା । ଭାରତ ର 80 ପ୍ରତିଶତ ଲୋକ ଏହି ଗୀତ ରେ ଛୋଟ ଛୋଟ ରିଲସ ତିଆରି କରୁ ଛନ୍ତି । କେବଳ ଭାରତ ରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ଛୋଟ ଛୋଟ ରିଲସ କରୁ ଛନ୍ତି ।

ତେବେ କାକା ଆଜି ଏକ ଅନ୍ଦାଜ ରେ ଆସି ଥିଲେ । ସେ ମଧ୍ୟ ପୁଷ୍ପା ଫିଲ୍ମ ର କାହାଣୀ କୁ ଆପଣେଇ ନେଇ ଛନ୍ତି । ତାଙ୍କର ଏକ ନୂଆ କମେଡି ରିଲିଜ ହୋଇଛି , ଯାହାର ନାମ ପୁଷ୍ପା ମୁଣ୍ଡା , କେବେ ଆଣ୍ଠେଇବ ନାହିଁ ।

ଏହି ସର୍ଟ ଭିଡିଓ ଟି ରେ ବହୁତ କମେଡି ରହିଛି । ପୁଷ୍ପା ତାର ଚାଉଳ କୁ ବିକି ଦେଇ ରକେଟ କିଣି ଖାଇ ଥିଲା । ଏହି ଭିଡିଓ ରେ ଦେଖିବା ପାଇଁ ମିଳି ଥିଲା । ତେବେ ଆପଣ ମାନେ ଏହି ସର୍ଟ ଭିଡିଓ କୁ ଦେଖି ମଜା ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।