viral ଭିଡ଼ିଓ – OMG ! ମହିଳା ଜଣଙ୍କ ରିଲସ ଦେଖିଲେ ଆପଣ ମାନେ ହସି ହସି ଗଡ଼ିଯିବେ। ଥରେ ଦେଖନ୍ତୁ ଜାଣି ପାରିବେ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଆଜି କାଲି ଦୁନିଆ ରେ ସମସ୍ତେ ସେଲିବ୍ରେଟି ହେବା ପାଇଁ ଚାହିଁ ଥାନ୍ତି । କିନ୍ତୁ ସେଲିବ୍ରେଟି ହେବା ପାଇଁ ବହୁତ କଷ୍ଟ କରିବା ପାଇଁ ପଡି ଥାଏ । ଯେଉଁ ମାନକୁ ଭଗବାନ ଆଶୀର୍ବାଦ ଦେଇ ଏ ଦୁନିଆ କୁ ପଠାଇ ଥାନ୍ତି । ସେହି ବ୍ୟକ୍ତି ମାନେ କେବଳ ସେଲିବ୍ରେଟି ହୋଇ ପାରନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ , ଆଜିର ଏହି ମୋବାଇଲ ଦୁନିଆ ରେ ସମସ୍ତେ ଜଣେ ଜଣେ ଷ୍ଟାର ହୋଇ ଯାଉ ଛନ୍ତି । ଯାହା ଆପଣ ମାନେ ମଧ୍ୟ ଚାହିଁଲେ ହୋଇ ପାରିବେ ।

ତେବେ ଆଜି ଆମେ ଜଣେ ନାରୀ ବିଷୟ ରେ କହିବା ପାଇଁ ଯାଉଛୁ , ଯାହାକୁ ଆଜି ସାରା ଓଡିଶା ବାସୀ ଜାଣି ସାରିବେଣୀ । ତେବେ ସେ ଜଣେ ବିବାହିତ ନାରୀ । ଟିକ ଟକ ରେ ସେ ପ୍ରଥମେ ଛୋଟ ଛୋଟ ରିଲସ କରୁ ଥିଲେ ।

ତେବେ ସେଥିରୁ ସେ ଟିକେ ଟିକେ ଆକ୍ଟିଂଗ ଶିଖୁ ଶିଖୁ ଆଜି ସେ ଗୋଟେ2 ଷ୍ଟାର ହୋଇ ଯାଇ ଛନ୍ତି । ତେବେ ଆଜି ତାଙ୍କର ସେହି ସୁନ୍ଦର ଭିଡିଓ ଟି ଭାଇରାଲ ହୋଇଛି । ତେବେ ଆସନ୍ତୁ ଦେଖିବା ତାଙ୍କର ସେହି ରିମିକ୍ସ ଭିଡିଓ ।

ପ୍ରଥମେ ଝିଅ ଟି ପଚାରିଛି , ସୀମା ଦିଦି ତମେ ଏତେ ଜଲ୍ଦି କଣ ପାଇଁ ବାହା ହେଇ ଗୋଲ । ଉତ୍ତର ରେ ଆସି ଥିଲା ଚୋରା ପ୍ରେମ ଭାରି କଷ୍ଟ ଦାୟକ । ତେବେ ଝିଅ ଟି କହି ଥିଲା ଓଃହ ସେଥି ପାଇଁ , ତେବେ ଗୋଲା ବେଳେ କଣ ନେଇ ଆସିଛ , ଉତ୍ତର ରେ ମଥା କୁ ଆଣିଛି ମୁଁ ମାଟି ସିନ୍ଦୁର ମୁଁ ହାତ କୁ ଆଣିଛି ଚୁଡ଼ି ।

 ପୁଣି ସେହି ଝିଅ ଟି କହିଲା ମୁଁ ସେ କଥା କହୁନି , ତୁମ ନଣଦ ପାଇଁ କଣ ଆଣିଛ । ପୁଣି ଗୀତରେ ସୀମା କହୁ ଛନ୍ତି , ନଣଦ ପାଇଁ ନଣଦ ପୁଟୁଳି । ଠିକ ଏହି ଭଳି ଭାବ ରେ ସେ ରିମିକ୍ସ ଗୀତ ର ତାଳେ ତାଳେ ଆକ୍ଟିଂଗ କରି ଚାଲି ଥିଲେ । ଯାହା ଆଜି ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ମନ କୁ ଛୁଇଁ ଯାଇଛି ।

ତେବେ ଆଜି କାଲି ର ନାରୀ ମାନେ ଏତେ ମାତ୍ରା ରେ ଭିଡିଓ କରୁଛନ୍ତି ଯେ ଆପଣ ଭାବି ପାରିବେ ନାହିଁ । ସେମିତି ଦେଖିବା ପାଇଁ ଗଲେ ଓଡ଼ିଶା ର 60 ପ୍ରତିଶତ ସ୍ତ୍ରୀ ଲୋକ ଆଜି ରିଲସ କରୁ ଛନ୍ତି । ଘରେ କାମ ସାରିବା ପରେ ସେମାନେ ଏହି ସବୁ କାମ ରେ ବିଜି ରହୁ ଛନ୍ତି ।

କାରଣ ତାଙ୍କର ଲୋକ ପ୍ରିୟତା ଦରକାର । ଯଦି ସେମାନେ ସେହି ସମୟ ନିଜ ପିଲା କୁ ପାଠ ପଢ଼ାନ୍ତେ ତାହାଲେ ପିଲାଟି ଭଲ ମଣିଷ ହୋଇ ପାରନ୍ତା । କିନ୍ତୁ ନାହିଁ ଆଜି କାଲି ର ନାରୀ ମାନେ ରିଲସ କରିବାରେ ବ୍ୟସ୍ତ ରହୁ ଛନ୍ତି । ତେଣୁ ଆପଣଂକ ପିଲାର ଭବିଷ୍ୟତ ଆପଣଙ୍କ ହାତ ରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।