viral ଭିଡ଼ିଓ -OMG ! ଝିଅ ଆମର ନୂଆ ବହୁ ର ଅଭିନେତ୍ରୀ ପୂଜା ସ୍ୱାମୀ ସ୍ୱାମୀ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ , ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଝିଅ ଆମର ନୂଆ ବହୁ ସିରିଏଲ ତ ଆପଣ ମାନେ ଦେଖୁ ଥିବେ । ତେବେ ସେହି ସିରିଏଲ ରେ ଥିବା ମୁଖ୍ୟ ଅଭିନାୟିକ ପୂଜା କୁ ତ ଆପଣ ମାନେ ବେସ ଭଲ ଭାବରେ ଜାଣି ଥିବେ । ତେବେ ଆପଣ ମାନେ ତ ତାକୁ ପ୍ରତେକ ଦିନ ସିରିଏଲ ରେ ଦେଖୁ ଛନ୍ତି । ଆପଣ ମାନେ ଦେଖୁ ଛନ୍ତି କିନ୍ତୁ ରିଲ ଲାଇଫ ରେ ତାକୁ ସବୁ ଦିନ ଦେଖୁ ଛନ୍ତି , ତେବେ ଆପଣଆମେ ଜାଣନ୍ତି ସେ ରିଏଲ ଲାଇଫ ରେ କଣ କରନ୍ତି ।

ସେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି , ରିଏଲ ଲାଇଫ ରେ ସେ ବହୁତ ଭଲ ଭଲ କଥା କୁହନ୍ତି । ଆପଣ ମାନେ ଦେଖି ଥିବେ କେହି ଝିଅ କୁ ବୁଲେଟ ଚଲେଇବା ର କିନ୍ତୁ ପୂଜା ଏମିତି ଏକ ଝିଅ ସେ ସହର ରେ ବୁଲେଟ ଚଲେଇବା ସହିତ ତାଙ୍କ ଜୀବନ ସାଥି କୁ ମଧ୍ୟ ତାଙ୍କ ପଛରେ ବସେଇ ବୁଲାନ୍ତି । ତେବେ ଏବେ ତାଙ୍କର ଗୋଟେ ଭିଡିଓ ବହୁତ ଭାଇରାଲ ହୋଇଛି ।

ପୁଷ୍ପା ଫିଲ୍ମ ରେ ଥିବା ଟାଇଟେଲ ଗୀତ , ” ସ୍ୱାମୀ ” ସ୍ୱାମୀ ଗୀତରେ ସେ ବହୁତ ଭଲ ନାଚି ଛନ୍ତି । ପୁଷ୍ପା ଫିଲ୍ମ ରେ ରଶ୍ମିକା ମଣ୍ଡନା ଯେଉଁ ଭଳି ଭାବରେ ନାଚି ଛନ୍ତି , ଠିକ ସେହି ଭଳି ଭାବରେ ମଧ୍ୟ ପୂଜା ନାଚି ଛନ୍ତି । ତେବେ ଆପଣ ମାନେ ପୂଜା ବିଷୟରେ କଣ ଜାଣନ୍ତି । ତେବେ ପୂଜା ଙ୍କ ର ପ୍ରକୃତ ନାମ ହେଉଛି ଲାଵରିଂ ଖାଁ । ତାଙ୍କ ପ୍ରକୃତ ଘର ହେଉଛି ଯାଜପୁର ଜିଲ୍ଲା ର ଖୀରଙ୍ଗ ଅଂଚଳ ରେ ଅବସ୍ତିତ ।

ତେବେ ପୂଜା ଙ୍କର ଗୋଟିଏ ସାନ ଭାଇ ଥିବା ସମୟରେ ଜଣେ ବଡ ଭଉଣୀ ଅଛନ୍ତି । ତାଙ୍କ ବଡ଼ ଭଉଣୀ ସୀମାନ ଖାଁ , ଯାହା ସେ ବିବାହ କରି ସାରି ଛନ୍ତି । ଲାଵରିଂ ଖାଁ ପ୍ରଥମେ ଯାଜପୁର ରେ ପାଠ ପଢୁ ଥିଲେ । ଆଉ ତା ପରେ ସେ ମୁମ୍ବାଇ ଚାଲି ଯାଇ ଥିଲେ । ତେବେ ମୁମ୍ବାଇ ରେ ସେ ମଡେଲିଙ୍ଗ କାମ କରୁ ଥିଲେ ।

କିଛି ଦିନ ଯିବା ପରେ ସେ ଓଡିଶା କୁ ଫେରି ଥିଲେ । ଆଉ ଗୋଟେ କାଶଟିଙ୍ଗ କାଷ୍ଟ କମ୍ପାନୀ ଖୋଲି ଥିଲେ । ତେବେ ସମସ୍ତେ ଆସି ତାଙ୍କ ପାଖରେ ଶିଖୁ ଥିଲେ ଏବଂ ସିରିଏଲ ରେ ମଧ୍ୟ କାମ କରୁ ଥିଲେ । ତେବେ ଯେତେ ବେଳେ ଝିଅ ଆମର ନୂଆ ବହୁ ପାଇଁ ଅଡିସନ ହୋଇ ଥିଲା ।

ସେ ଯାଇ ଥିଲେ ଏବଂ ସିଲେକ୍ସନ ହୋଇ ଥିଲେ । ଏବେ ସେ ଝିଅ ଆମର ନୂଆ ବହୁର ରେ ପୂଜା ନାମ ରେ ଅଭିନୟ କରିଛନ୍ତି । ତେବେ ଏବେ ଗୋଟେ ସେ ଭିଡିଓ ଭାଇରାଲ କରି ଛନ୍ତି । ଯାହା ଆପଣ ଦେଖିବା ପରେ ମୋବାଇଲ ରୁ ଆଖି ଫେରେଇ ନେଇ ପାରିବେ ନାହିଁ , ଥରେ ଦେଖନ୍ତୁ ଏହି ଭିଡିଓ ଟି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।