viral ଭିଡ଼ିଓ -OMG!’ଝିଅ ଆମର ନୂଆବୋହୂ’ ସିରିଏଲ ର ପୂଜା ଡ଼ଙ୍ଗାରେ ବସି କଲେ ଜବରଦସ୍ତ ଡ୍ୟାନ୍ସ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ଯାହାକୁ 5o milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ଓଡ଼ିଶାର ନଂ ୱାନ ମୋନରଞ୍ଜନ ଚ୍ୟାନେଲ ଭାବରେ ତରଙ୍ଗ ଟିଭି ବେଶ୍ ଲୋକପ୍ରିୟତା ହାସଲ କରିଛି ।ତରଙ୍ଗ ଟିଭିର ପ୍ରସାରିତ ହେଉଥିବା ସବୁ ଧାରାବାହିକ ଗୁଡ଼ିକ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ସବୁ କାହାଣୀରେ ପ୍ରତ୍ୟେକ ସମୟରେ କିଛି ନା କିଛି ଟୁଇଷ୍ଟ୍ ଆଉ ଟର୍ଣ୍ଣ ଦେଖିବାକୁ ମିଳିଥାଏ। ଯାହାକୁ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରି ରହିଥାନ୍ତି।
ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ଗୁଡ଼ିକ ମଧ୍ୟରୁ ‘ ଝିଅ ଆମର ନୂଆବୋହୂ’ ଧାରାବାହିକକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଏହି କାହାଣୀ ଟି ଏକ ସଙ୍ଘର୍ଷ ମୟ କାହାଣୀ ଉପରେ ଆଧାରିତ। ଏହା ଏକ ଜମିଦାର ଘରର କାହାଣୀ।ଏହି କାହାଣୀରେ କନ୍ୟା ସନ୍ତାନକୁ ଅଭିଶାପ ବୋଲି ଧରାଯାଉଛି। ପୁତ୍ର ସନ୍ତାନ ଲାଳସାରେ ଜମିଦାର ବାବୁ ରାଜ ରାଜେନ୍ଦ୍ର ବଳିଆର ସିଂହ ଗୋଟିଏ ପରେ ଗୋଟିଏ ହତ୍ୟା କରିଚାଲିଛନ୍ତି।
ତାଙ୍କ ମତରେ ଝିଅ ପୁରୁଷ ମାନଙ୍କ ସହିତ ସମାନ ହେଇ ପାରିବନି। ତେଣୁ ତାଙ୍କ ମହଲରେ ନାରୀ ମାନଙ୍କୁ ନିର୍ଯାତନା ଦିଆଯାଉଛି। ପ୍ରତ୍ୟେକ ନାରୀ ଜମିଦାର ବାବୁଙ୍କ ମହଲରେ କ୍ରୀତଦାସ ପରି ରହିଛନ୍ତି।ଏହି ନିର୍ଯାତନାକୁ ରୋକିବା ପାଇଁ ଲଢେଇ ଜାରି ରଖିଛି ଜମିଦାର ରାଜ ରାଜେନ୍ଦ୍ର ବଳିଆର ସିଂହଙ୍କ ନାତୁଣୀ ପୂଜା।
ତେବେ ଏହି ଧାରାବାହିକରେ ମୁଖ୍ୟ ଆକର୍ଷଣ ହେଉଛି ରାଧିକା ଓ ଶାତ୍ୱିକଙ୍କ ଝିଅ ପୂଜା ଓ ଶିବ।କାହାଣୀରେ ଏହି ଦୁଇ ଜଣଙ୍କ ଚରିତ୍ର ସଂପୂର୍ଣ୍ଣ ଅଲଗା। ଜମିଦାର ରାଜ ରାଜେନ୍ଦ୍ର ବଳିଆର ସିଂ ଶିବ ସହିତ ପୂଜାର ବିବାହ ଜୋର ଜବରଦସ୍ତି କରିଦେଇଛନ୍ତି। ତେବେ ପୂଜା ଓ ଶିବଙ୍କ ସମ୍ପର୍କରେ ଭଲ ପଡୁନାହିଁ।ଶିବ ଓ ପୂଜାଙ୍କର ଖିଟପିଟକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।
ପ୍ରତ୍ୟେକ ମୁହୂର୍ତ୍ତରେ କାହାଣୀରେ ରହିଛି କିଛି ନା କିଛି ଟୁଇଷ୍ଟ୍ ଆଉ ଟର୍ଣ୍ଣ। ତେବେ କେମିତି ହେବ ଶିବ୍ ଆଉ ପୂଜାର ପ୍ରେମ କାହାଣୀ।ତାହା ହିଁ କାହାଣୀର ଚମତ୍କାରିତା। ତେବେ ଶିବ ଓ ପୂଜାଙ୍କ ମିଳନକୁ ଦର୍ଶକ ମାନେ ଅପେକ୍ଷା କରି ରହିଛନ୍ତି।
ତେବେ କାହାଣୀରେ ଆସିବାକୁ ଯାଉଛି ଟୁଇଷ୍ଟ। ବର୍ତ୍ତମାନ ସମୟରେ ପୂଜା ଓ ଶିବଙ୍କ ଏକ ରୋମାଣ୍ଟିକ ପ୍ରୋମ ଦେଖିବାକୁ ମିଳୁଛି। ଯେଉଁଥିରେ ପୂଜା ଓ ଶିବ ଏକ ନଈ ମଝିରେ ଡଙ୍ଗାରେ ବସିଛନ୍ତି। ପୂଜା ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଓ ଶିବ ତାଙ୍କୁ ଏକ ଲୟରେ ଅନାଇ ରହିଛନ୍ତି। ଯାହାକୁ ଦେଖି ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। କିଛି ଦର୍ଶକ ଏହି ଏପିସୋଡ ଦେଖିବା ପାଇଁ ବହୁତ ଏକ୍ସସାଇଟେଡ ରହି ଥିବାର କହିଛନ୍ତି।
ଓ ଆଉ କିଛି ଦର୍ଶକ ପ୍ରୋମ୍ ଦେଖିବା ପରେ କହୁଛନ୍ତି କି ଏଇଟା ଏକ ଭାବନା ହୋଇପାରେ।ତେବେ ସବୁ ପ୍ରଶ୍ନର ଉତ୍ତର ମିଳିବ ସମ୍ପୁର୍ଣ୍ଣ ଏପିସୋଡ ଦେଖିବା ପରେ ଜଣା ପଡ଼ିବ। ତେଣୁ ଦେଖିବାକୁ ଜମା ବି ଭୁଲିବେ ନାହିଁ ‘ଝିଅ ଆମର ନୂଆବୋହୂ’ ପ୍ରତି ସୋମବାରରୁ ଶନିବାର ରାତି ୮ ଟାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।