viral ଭିଡ଼ିଓ – OMG ! ଯାତ୍ରା କୁଇନ ରାନୀ ପଣ୍ଡା ନୂଆ look ରେ କଲେ hot ଡ୍ୟାନ୍ସ । ଆପଣ ଦେଖଲେ ରାତିରେ ସୋଇ ପାରିବେ ନାହିଁ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ତ ଆପଣ ମାନେ ଜାଣି ଥିବେ । ସେ ତାଙ୍କ କଳା ର ଜୀବନ ଯାତ୍ରା ରୁ ଷ୍ଟାର୍ଟ କରି ଥିଲେ । ତେବେ ରାନୀ ପଣ୍ଡା ଙ୍କୁ ଲୋକେ କଣ ପାଇଁ ଜାଣନ୍ତି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ରାନୀ ପଣ୍ଡା କୁ ସମସ୍ତେ ଜାଣନ୍ତି । କାରଣ ରାଣୀ ପଣ୍ଡା ଯାତ୍ରା ରେ ତାଙ୍କର ଦେହ ଦେଖେଇ ଦେଉ ଥିଲେ । ଆଜି ତାଙ୍କର ସେହି ଖଣ୍ଡଗିରି ଯାତ୍ରା ରେ ଯାହା କରି ଥିଲେ , ତାହା ଆଜି ଭାଇରାଲ ହୋଇଛି ।

ଖଣ୍ଡ ଗିରି ଯାତ୍ରା ରେ ସେ ଗୋଟେ ଟୋକା କୁ ଡାକି ତାକୁ କିସ ମାରି ଥିଲେ । ତା ସହିତ ଯାତ୍ରା ରେ ନାଚିବା ବେଳେ ନିଜର ଡ୍ରେସ କୁ ଖୋଲି ଦେଇ ଥିଲେ। ଯାହାକି ଛୋଟ ପିଲା ମାନେ ସେହି ଯାତ୍ରା କୁ ଦେଖି ପାରିବେ ନାହିଁ । ତେବେ ସେଥି ପାଇଁ ରାଣୀ ପଣ୍ଡା ଙ୍କୁ ଆଜି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଲୋକ ଚିହିଁ ଛନ୍ତି । ଆଉ ସେହି ଦିନରୁ ରାନୀ ପଣ୍ଡା କୁ ଓଡ଼ିଶାର ସୋନି ଲିଓନି କୁହା ଯାଉ ଥିଲା ।

କେବଳ ସେତିକି ନ ଥିଲା । ରାନୀ ପଣ୍ଡା ଚାଂହୁ ଥିଲେ କି ତାଙ୍କୁ ସମସ୍ତେ ଜାଣୁନ୍ତି । ତେଣୁ ସେ ଏପରି କାମ କରି ଭାଇରାଲ ହୋଇ ଯାଇ ଥିଲେ । ତା ପରେ ସେ ତାଙ୍କର ସଧାରଣ ଜୀବନ କୁ ଆରମ୍ଭ କରି ଥିଲେ । ତେବେ ତା ପରେ ସେ ଇଲେକ୍ସନ ପାଦ ଦେଉ ଥିଲେ । ବେଣୁ ମଉସା ତାଙ୍କର ପାର୍ଥି ଥିଲେ । ସେ ତାଙ୍କ ପାଇଁ ଇଲେକ୍ସନ ଲଢୁ ଥିଲେ ।

ତେବେ ସେହି ଭିତରେ ମଧ୍ୟ ଛୋଟ ଛୋଟ ରିଲସ କରୁ ଥିଲେ । ଆଉ ଯାତ୍ରା ମଧ୍ୟ ଯାଉ ଥିଲେ । କିନ୍ତୁ ଆଗ ପରି ଆଉ ସେ ଯାତ୍ରା ରେ ଡ୍ରେସ ଖୋଲୁ ନ ଥିଲେ । ତେବେ ଏବେ ରାନୀ ପଣ୍ଡା ସଧାରଣ ନାଗରିକ ପରି ବଞ୍ଚୁ ଛନ୍ତି । କିନ୍ତୁ ଏବେ ସେ କେବଳ ଖରାପ କଥା କହୁ ଛନ୍ତି । ମିଡ଼ିଆ ଆଗରେ ସେ କେବଳ ଖରାପ ଭାଷା ର ପ୍ରୟୋଗ କରୁ ଛନ୍ତି ।


ତେବେ ତାଙ୍କର ଗୋଟିଏ ଗୀତ ସମସ୍ତଙ୍କ ମନ କୁ ଛୁଇଁ ଯାଇ ଥିଲା । ଗୀତ ଟି ହେଉଛି ଏଠି ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ କେମିତି ହେବ ଖେଳ । ଏହି ଗୀତ ରେ ସେ ବହୁତ ଲୋକ ମାନଙ୍କ ଠାରୁ ଭଲ ପାଇବା ପାଇ ଥିଲେ ।

ତେବେ ଆଜି ତାଙ୍କର କରି ଥିବା ଟିକ ଟୋକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଆପଣ ଦେଖିଲେ ଭାବିବେ ରାନୀ ପଣ୍ଡା ଆଉ ଆଗ ପରି ନାହାନ୍ତି ପୁରା ବଦଳି ଯାଇ ଛନ୍ତି । ଥରେ ତାଙ୍କର ସେହି ପୁରୁଣା ଭିଡିଓ କୁ ଦେଖନ୍ତୁ ଜାଣି ପାରିବେ । ତେବେ ଏହା ଥିଲା ରାନୀ ପଣ୍ଡା ର ଜୀବନୀ କାହାଣୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।