viral ଭିଡ଼ିଓ – OMG ! ଜନ୍ମ ହଉହଉ ପୁଷ୍ପା ରିଲସ କରି ଭାଇରାଲ ହେଲେ 5 ଦିନର ପିଲା ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଯାହାକୁ 55 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!
ଜନ୍ମ ନ ହୋଉଣୁ କୁନି ପିଲା ପୁଷ୍ପା ର ଅଭିନୟ କରିଲା । ଯେ କେହି ବି ଏହି ଛୋଟ ପିଲା ର ଦୃଶ୍ୟ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି । ତେବେ ଘଟଣା ଟି ହେଉଛି ଭୁବନେଶ୍ୱର ର ଏମ୍ସ ହସ୍ପିଟାଲ ରେ ଦେଖିବା ପାଇଁ ମିଳି ଥିଲା । ଏହି ପିଲାର ଭିଡିଓ ଟି ଟୁଇଟର ରେ ଛୋଡା ଯାଇଛି । ତେବେ ଭିଡିଓ ଟି ଛାଡି ଥିଲେ ଜଣେ IAS ଅଫିସର । ସେ ସେହି ପିଲା ଟିର ଦୃଶ୍ୟ ଦେଖିବା ପରେ ସଂଗେ ସଂଗେ ଭିଡିଓ ଟି କରି ଥିଲେ । ତେବେ ପିଲାଟି ପୁଷ୍ପା ଫିଲ୍ମ ର ଗୋଟେ ଡାଇଲକ କରୁ ଥିଲା ।
ଡାଇଲକ ଟି ହେଉଛି ମେଂ ଝୁକେଗା ନେହିଁ । ତେବେ ଏହି ଭିଡିଓ ଟି ଯେ କେହି ଦେଖୁଚି ଆଶ୍ଚର୍ଯ୍ୟ ହୋଇ ଯାଉଛି । ଯେଉଁ ପିଲା ଟି କଥା କହିବା ଜାଣିନି , କଥା ବୁଝିବା ଜାଣିନି ସେ କେମିତି ଏହି ଭିଡିଓ ରେ ଆକ୍ଟିଂଗ କରିବ । ଏହା ସତ ଯେ ସେ ପୁଷ୍ପା ଆକ୍ଟିଂଗ କରିଛି , କିନ୍ତୁ ଅଜାଣତରେ ସେ କରିଛି । ତେବେ ଠିକ ସେହି ସମୟ ରେ ଜଣେ ଏହି ଭିଡିଓ ଟିକୁ ତିଆରି କରି ଥିଲେ ।
ପୁଷ୍ପା ଫିଲ୍ମ ଏକ ଏମିତି ଫିଲ୍ମ ଯେଉଁ ଫିଲ୍ମ ରେ ଲୋକ ମାନକୁ ଶିଖେଇ ଦେଇ ଥିଲା ଚୋରି କେମିତି କରା ଯାଇ ଥାଏ । ଏହି ସିନେମା ରୁ ଚୋରି କରିବା ଶିଖି ଜଣେ ଲୋକ ଗୋଟେ ଟ୍ରକ ରେ ଉପରେ କ୍ଷୀର ନେଇ ଯାଉ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । କିନ୍ତୁ ତଳେ ମୋଦ ନେଇ ଯାଉ ଥିବାର ଧରା ପଡି ଥିଲା । କେବଳ ସେତିକି ନୁହେଁ ତାମିଲ ନାଡୁ ର ଜଣେ ଲୋକ ଚନ୍ଦନ କାଠ ନେଇ ଯାଉ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା ।
ପୁଷ୍ପା ଫିଲ୍ମ ଲୋକେ ଦେଖି ସାରିବା ପରେ ଲୋକ ମାନେ ନିଜ ମନ ଭିତରେ କେବଳ ପୁଷ୍ପା ପୁଷ୍ପା ହେଉ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ବିଭିନ୍ନ ପ୍ରକାର ଲୋକ ପୁଷ୍ପା ଫିଲ୍ମ ର ରିଲସ ତିଆରି କରି ସୋସିଆଲ ମିଡ଼ିଆ ରେ ଛାଡୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି ।
ଆଜି ପର୍ଯ୍ୟନ୍ତ ପୁଷ୍ପା ଫିଲ୍ମ ର ଟିକେଟ ବିକ୍ରି ହେଉଛି ଫିଲ୍ମ ହଲ ରେ । ଆଶା କରା ଯାଉଛି କି ଏହି ଫିଲ୍ମ ସବୁ ଫିଲ୍ମ ଠାରୁ ଅଧିକ ଟଙ୍କା ଆୟ କରିବ ବୋଲି । ଏହି ଶ୍ରୀ ବୋଲି ଗୀତ ରେ ଚପଲ ଘୋଷାରି କେତେ ଲୋକ ଚପଲ ଛିଡେଇ ସାରିଲେଣି ତାହା କହି ହେବ ନାହିଁ ।
ଏହି କିଛି ଦିନ ତଳେ ଜଣେ ଲୋକ ଶ୍ରୀ ବୋଲି ରିଲସ କରୁ ଥିବା ସମୟ ରେ ଛାତ ରୁ ଗୋଳି ପଡି ଥିଲା । ତେବେ ଦେଖିବା ପାଇଁ ଗଲେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଏହି ପୁଷ୍ପା ରିଲସ କରୁ ଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।