viral ଭିଡ଼ିଓ – omg ! ହୋଲିରେ ରୂପାଙ୍କ ଅବସ୍ଥା ହେଲା ଏମିତି ଦେଖିଲେ ହସି ହସି ଗଡ଼ିଯିବେ,ହୋଲିରେ ଏମିତି କଣ ହେଲା ରୂପାର ଯାହାକୁ,ଦେଖନ୍ତୁ ସମ୍ପୂର୍ଣ video!
ଆନନ୍ଦର ପର୍ବ ହେଉଛି ହୋଲି ପର୍ବ। ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ ହେଉଛି ହୋଲି ପର୍ବ। ଏହି ଦିନ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଚଳ ଚଞ୍ଚଲ୍ ଏକ ରଙ୍ଗୀନ ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଥାନ୍ତି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ଗୁରୁଜନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦିନକୁ ମଜା ମସ୍ତିର ସହିତ ପାଳନ କରିଥାନ୍ତି। ନିଜକୁ ହୋଲିର ରଙ୍ଗରେ ରଙ୍ଗେଇ ଦେଇଥାନ୍ତି। ହୋଲିରେ ରଙ୍ଗ ଖେଳିବାକୁ ମଜା ତ ଲାଗେ। ତେବେ ଆଜି ଆମେ ହୋଲି ଖେଳର ଏକ ମଜା ମସ୍ତି ଭରା ଭିଡିଓ ବାବଦରେ ଜଣାଇବୁ ଯାହାକି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।
ତେବେ ଆପଣମାନେ ତ ସମସ୍ତେ ୟୁଟ୍ୟୁବର ରୂପା ପିଣ୍ଟୁ ଆଉ ଖୁସି ଏକ୍ସପ୍ରେସ ବିଷୟରେ ଜାଣିଥିବେ।ସେମାନେ ଦୁଇ ଜଣ ବହୁତ ଫେମୋସ୍ ଅଟନ୍ତି । ସେମାନେ ତାଙ୍କର ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ବହୁତ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।
ତାଙ୍କ ଅଭିନୟ ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଛି । ଲୋକମାନେ ତାଙ୍କ ଦୁଇଜଣଙ୍କୁ ବହୁତ ଭଲପାଇବା ମଧ୍ୟ ଦେଉଛନ୍ତି । ଆଉ ଏବେ ସେମାନେ ଓଡ଼ିଆ ଆଲବମ୍ ମଧ୍ୟ କରୁଛନ୍ତି । ଏମାନେ ପ୍ରଥମେ ଟିକଟକରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୟୁଟ୍ୟୁବ ଏମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା।
ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ସବୁ ଭିଡ଼ିଓ ଦର୍ଶକ ମାନଙ୍କ ମନକୁ ଛୁଇଁଯାଏ। ଏମାନଙ୍କ ପ୍ରତି ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି। ଖୁବ୍ ଅଳ୍ପ ସମୟ ମଧ୍ୟରେ ଏମାନେ ନିଜକୁ ସାରା ଓଡ଼ିଶାରେ ପରିଚିତ କରିପାରିଛନ୍ତି।
ଏମାନେ ତାଙ୍କ ଦୈନନ୍ଦିନ ଜୀବନର ଘଟୁଥିବା କିଛି ବିଶେଷ ମୁହୂର୍ତ୍ତକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇ ଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଏମାନଙ୍କର ପ୍ରତ୍ୟେକ ଭିଡିଓ ଦେଖିବା ପାଇଁ ଦର୍ଶକ ମାନେ ଅନେଇ ରହିଥାନ୍ତି।
ତେବେ ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଯାଇଛି। ଯେଉଁ ଭିଡିଓରେ ହୋଲିର ରଙ୍ଗାରଙ୍ଗ ମାହୋଲ ଦେଖିବାକୁ ମିଳୁଛି। ରୂପା ପିଣ୍ଟୁ ତାଙ୍କ ପରିବାର ଲୋକ ଓ ସାଙ୍ଗ ସାଥୀଙ୍କ ସହିତ ମିଶି ଖୁବ୍ ମଜାମସ୍ତି ସହିତ ହୋଲି ଖେଳୁଛନ୍ତି। ପରସ୍ପରକୁ ରଙ୍ଗ ବେରଙ୍ଗର ଫଗୁ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓଟି ସମ୍ପୁର୍ଣ୍ଣ ମଜାମସ୍ତିରେ ଭରପୁର ହୋଇ ରହିଛି। ଦର୍ଶକ ମାନେ ମଧ୍ୟ ଏହି ଭିଡିଓର ଖୁବ୍ ମଜା ଉଠାଉଛନ୍ତି।
ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ସମସ୍ତ ମେମ୍ବରମାନେ ଦର୍ଶକ ମାନଙ୍କୁ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ମସ୍ତିଭରା ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଯଦି ଆପଣ ମଧ୍ୟ ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ଦେଖି ନାହାଁନ୍ତି ତେବେ ନିଶ୍ଚିତ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ୟୁଟ୍ୟୁବ ଚ୍ୟାନେଲକୁ ଯାଇ ଦେଖି ନିଅନ୍ତୁ ଆଶା କରୁଛୁ ଆପଣଙ୍କୁ ଏହି ଭିଡିଓ ନିଶ୍ଚିତ ଭଲ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।