viral ଭିଡ଼ିଓ – OMG ! ହୀରାକୁଦ ଜଳଭଣ୍ଡାରରୁ ଉଦ୍ଧାରହେଲା ଏକ ବଡ ବିରଳ ପ୍ରଜାତିର ମାଛ ଯାହା କେବେ ଆଗରୁ କେହି ଦେଖିନଥିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!
ଆଜିର ଆଧୁନିକ ଦୁନିଆରେ ଯୁବପିଢିମାନେ ଟେକ୍ନୋଲୋଜି ବହୁଳ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଦେଶ ବିଦେଶରେ ଘଟି ଚାଲିଥିବା ସବୁ କିଛି ଘଟଣାର ତଥ୍ୟକୁ ଗୋଟିଏ ସ୍ଥାନରେ ରହି ନିଜ ହାତ ପାହାନ୍ତାରେ ପାଇ ପାରୁଛନ୍ତି।ଯୁବପିଢ଼ି ମାନେ ଦିନକୁ ଆଧୁନିକ ବାତାବରଣ ଦେଇ ଗତି କରୁଛନ୍ତି। ଟେକ୍ନୋଲୋଜି ମାଧ୍ୟମରେ ରୋଜଗାର କ୍ଷମ ହୋଇ ପାରୁଛନ୍ତି। ଏହାର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି ସାମାଜିକ ଗଣ ମାଧ୍ୟମ। ସାମାଜିକ ଗଣ ମାଧ୍ୟମରେ ନିଜର ପ୍ରତିଭାକୁ ଲୋକ ଲୋଚୋନ କୁ ଆସିପାରୁଛି। ପ୍ରତ୍ୟେକ ଦିନ ସାମାଜିକ ଗଣ ମାଧ୍ୟମରେ ନୂଆ ନୂଆ ପ୍ରତିଭା ସହିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ।
ତେବେ ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଥିଲା ଯାହାକୁ ଯିଏ ବି ଦେଖିବ ଆଶ୍ଚର୍ଯ୍ୟ ହୋଇ ଯିବ। ଓଡ଼ିଶାର ହୀରାକୁଦ ଜଳଭଣ୍ଡାର ରେ ଏକ ବିରଳ ମାଛ ଦେଖିବାକୁ
ମିଳିଛି।ମତ୍ସ୍ଯଜୀବୀଙ୍କ କହିବାନୁଯାୟୀ ନୂତନ ସ୍ପିଲୱେ ତିଆରି ହେବାକୁ ଥିବା ଫାଷ୍ଟକେଣ୍ଟ ଏରିଆରେ ଏହି ମାଛ କୁ ଦେଖିଥିଲେ ।
ତେବେ ସବୁଠାରୁ ବଡ କଥା ହେଉଛି ହୀରାକୁଦ ଜଳଭଣ୍ଡାରରେ ଏତେ ବଡ ମାଛ କେବେ ଦେଖାଯାଇ ନଥିଲା। ଏବଂ ଏମିତି ଏକ ବିରଳ ପ୍ରଜାତିର ମାଛକୁ କେବେ କେହି ଦେଖି ନଥିଲେ। ଏହା ଏକ ବିରଳ ପ୍ରଜାତିର ମାଛ ହୋଇଥିବା ଅନୁମାନ କରାଯାଉଛି ।
ଗତ ୫୦ ବର୍ଷ ମଧ୍ୟରେ ଏଭଳି ମାଛ କେହି ଦେଖିନାହାନ୍ତି । ଏନେଇ ହୀରାକୁଦ ମୁଖ୍ୟ ବନ୍ଧ ଅଧୀନସ୍ଥ ମସ୍ଯବିଭାଗକୁ ପଚାରିବାରୁ ତାଙ୍କ ପାଖରେ ସେଭଳି କିଛି ତଥ୍ୟ ନାହିଁ ବୋଲି କହିବା ସହିତ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।
ଏହିପରି ଏକ ବିରାଟକାୟ ମାଛ ଓଡିଶା ର ସମ୍ବଲପୁର ଜିଲ୍ଲା ସ୍ଥିତ ହୀରାକୁଦ ଜଳ ଭଣ୍ଡାରରେ ଖେଳୁଥିବା ଦେଖିବା କୁ ମିଳିଛି । କିଛି ମତ୍ସ୍ୟଜୀବୀ ମାଛ ଧରି କୂଳକୁ ଫେରୁଥିବା ସମୟରେ ମାଛ ଟି ହୀରାକୁଦ ରେ ନୂଆ କରି ତିଆରି କରା ଯାଉଥିବା ସ୍ପିଲ ୱେ ନିକଟରେ ଖେଳୁଥିବା ର ଦେଖିଥିଲେ । ତେବେ ମାଛ ର ଓଜନ ପ୍ରାୟ 10 କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ହେବ ବୋଲି ମତ୍ସ୍ୟଜୀବୀ ମାନେ ଅନୁମାନ କରି କହିଛନ୍ତି ।
ସ୍ଥାନୀୟ ଅଞ୍ଚଳର ମତ୍ସ୍ଯଜୀବୀଙ୍କ କହିବା ଅନୁସାରେ ସେମାନେ ଜଳଭଣ୍ଡାରରେ ଅନେକ ବଡ ବଡ ମାଛ ଓ କଇଁଛ ସହ ଅନେକ ବିରଳ ପ୍ରଜାତିର ସରୀସୃପ ମଧ୍ୟ ପାଣିରେ ଥିବା ଦେଖାଛନ୍ତି, ଏଭଳି ବିରଳ ମାଛ ସେମାନେ କେବେ ଦେଖିନଥିବା ପ୍ରକାଶ କରିଛନ୍ତି।
ଯେବେ ଏହି ମାଛଟିର ଲମ୍ବ ପ୍ରାୟ ୧୨ ଫୁଟ ହେବା ସହ ୧୦ କ୍ଯୁଣ୍ଟାଲ ଓଜନର ହେବ ବୋଲି ଦେଖିଥିବା ମତ୍ସ୍ଯଜୀବୀ ମାନେ ପ୍ରକାଶ କରିଛନ୍ତି।ତେବେ ମତ୍ସ୍ୟଜୀବୀ ଙ୍କ କହିବା କଥା ଯେ ଛତିଶଗଡ ଅଞ୍ଚଳରୁ ପାଣି ହୀରାକୁଦ କୁ ଆସିଥାଏ ।
ହୁଏତ ସେହି ପାଣି ସହିତ ଏହି ମାଛ ଆସିଥାଇ ପାରେ ବୋଲି ସେମାନେ ମତ ଦେଇଛନ୍ତି ।ଏହି ବିରାଟକାୟ ମାଛ ବର୍ତ୍ତମାନ ସମୟରେ ଖୁବ୍ ଖୁବ୍ ଚର୍ଚ୍ଚାରେ ରହିଛି। ଏବଂ ଏଥି ସହିତ ହୀରାକୁଦ ଜଳଭଣ୍ଡାର ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।