viral ଭିଡ଼ିଓ-OMG ! ହଠାତ ରାସ୍ତା ରେ ଆସିଗଲା ବିଶାଳକାୟ ହାତୀ….ଆଉ ତା ପରେ ରାସ୍ତା ଉପରେ ଯାହା ଘଟିଲା ଦେଖିଲେ ବିଶ୍ୱାସ କରିପାରିବେ ନାହିଁ….. ଭାଇରଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ…
ମଣିଷ ଓ ପଶୁପକ୍ଷୀ ଙ୍କ ଭିତରେ ସେହିପରି କୌଣସି ପାର୍ଥକ୍ୟ ନାହିଁ, ଯଦି ଫରକ ଅଛି ତ ତାହା କେବଳ ଏତିକି ଯେ ଆମେ ସଭ୍ୟ ସମାଜ ରେ ବାସ କରୁ ଆଉ ସେମାନେ ଜଙ୍ଗଲ ରେ।ସେମାନେ ବିନା କାରଣ ରେ କାହାର କୌଣସି କ୍ଷତି କରନ୍ତି ନାହିଁ।ବର୍ତ୍ତମାନ ଲୋକମାନେ ଆଧୁନିକତା ନାମ ରେ ଜଙ୍ଗଲ ମଧ୍ୟ ଦେଇ ରାସ୍ତା ବନାଉଛନ୍ତି ଆଉ ଧିରେ ଧିରେ ଜଙ୍ଗଲ ଗୁଡିକ କାଟି ନଷ୍ଟ କରୁଛନ୍ତି। ଯାହା ଫଳରେ ପଶୁପକ୍ଷୀ ଗୁଡ଼ିକ ରାସ୍ତା ଉପରକୁ ତଥା ଜନବସତି ସ୍ଥାନ କୁ ପଳେଇ ଆସିଥାନ୍ତି ।
ତେବେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ଘଟଣା ବିଷୟରେ ଜଣେଇବା କୁ ଯାଉଛୁ ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଚର୍ଚ୍ଚା ରେ ରହିଛି। ତେବେ ଘଟଣା ଟି କିଛି ଏହିପରି ଥିଲା କି ଗୋଟିଏ ଜଙ୍ଗଲ ମଧ୍ୟରେ ଦେଇ ରାସ୍ତା ରହିଛି ଯେଉଁ ଥିରେ ଗାଡି ଗୁଡିକ ଯାତାୟାତ କରିଥାନ୍ତି।
ତେବେ ସବୁଦିନ ପରି ସେଦିନ ମଧ୍ୟ ସବୁ ଗାଡି ଯିବା ଆସିବା କରୁଥିଲେ। କିନ୍ତୁ ହଠାତ ଉପରେ ରାସ୍ତା ମଝିକୁ ଏକ ବିଶାଳକାୟ ହାତୀ ଟି ଆସିଗଲା। ଆଉ ତା ପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ହାତୀ ପରି ମହାବଳ ପଶୁ କୁ କିଏ ବା ଡରିବ ନାହିଁ ନା କାହାର ଜୀବନ ପ୍ରତି ଭୟ ନାହିଁ।ତେବେ ସମସ୍ତ ଗାଡି ଵାଲା ରାସ୍ତା ଉପରେ ଏତେ ବଡ଼ ହାତୀ କୁ ଦେଖି ଡରିଗଲେ। ହାତୀ ଟି ମଧ୍ୟ ରାସ୍ତା ଉପରେ ଚାଲୁଥିଲା ମାତ୍ର ସେ ସେହିପରି କୌଣସି ଉଗ୍ର ରୂପ ଧାରଣ କରି ନଥିଲା କିନ୍ତୁ କୌଣସି ଗାଡି କୁ ରାସ୍ତା ପାର ହେବାକୁ ଦେଉନଥିଲା।
ଏହିପରି କିଛି ସମୟ ଚାଲିଲା ଆଉ ତା ଭିତରେ ଗୋଟିଏ ଅଟୋ ଡ୍ରାଇଭର କିଛି ଲୋକ ଙ୍କୁ ନେଇ ରାସ୍ତା ପାର କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ହାତୀ ଟି ଅଟୋ ଆଗରେ ଆସି ଛିଡା ହୋଇଗଲା ।
ତେବେ ଏହିପରି ଚାଲିଲା ରାସ୍ତା ମଝିରେ ହାତୀ ଆଉ ଏପଟେ ସେପଟ ରାସ୍ତା ରେ ଗାଡ଼ି ଗୁଡିକ ଛିଡା ହୋଇଥିଲା। ତେବେ ଏହିପରି କିଛି ସମୟ ଯିବା ପରେ ଗୋଟିଏ ଟ୍ରକ ଡ୍ରାଇଭର ନିଜ ବୁଦ୍ଧି ଖଟାଇ ଗାଡି କୁ ପଛ ମୁଁହା କରି ଏକା ସାଙ୍ଗରେ ରେ ସବୁ ଗାଡି କୁ ହର୍ଣ୍ଣ ଦେବାକୁ କହିଲେ।
ଆଉ ସେହି ଗାଡି ଡ୍ରାଇଭର ଲୋକଙ୍କ କଥା ମାନି ସମସ୍ତେ ସେହିପରି ପରେ। ତେବେ ଆବଶ୍ୟକତା ଠାରୁ ସେଠାରେ ଅଧିକ ଶବ୍ଦ ହେବାରୁ ହାତୀ ଟି ତାହାକୁ ସହି ପାରିଲା ନାହିଁ ଆଉ ସେହି ସ୍ଥାନ ରୁ ପଳେଇ ଗଲା। ହାତୀ ଟି ଯିବା ପରେ ପୁଣି ଗାଡି ଗୁଡିକ ସ୍ୱାଭାବିକ ଭାବରେ ଯାତାୟାତ କଲେ। ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।