viral ଭିଡ଼ିଓ -omg !ଏସିଆ ର ସବୁ ଠାରୁ ବିଷାକ୍ତ ସାପ [Russell Viper ] ଯାହା ଥରେ କାମୁଡିଲେ ୫ ମିନିଟରେ ମୃତ୍ୟୁକୁ ଅତି ପାଖରେ ଦେଖିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଆଜି କାଲି ଦୁନିଆ ରେ ମଣିଷ ମାନେ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ କୁ ନଷ୍ଟ କରି ଦେଉ ଛନ୍ତି । ସେଥି ପାଇଁ ପଶୁ ପକ୍ଷୀ , ଜନ୍ତୁ ମାନେ ସବୁ ଲୋପ ପାଇ ବାକୁ ବସି ଲେଣି । ଆପଣ ମାନେ ଆଗ କାଳ ରେ କାଉ କେତେ ଦେଖିବା ପାଇଁ ପାଉ ଥିଲେ । ସକାଳୁ ଉଠିବା ବେଳକୁ ଘର ଆଗରେ ଆପଣ ମାନେ ପ୍ରଥମେ କାଉ ଦେଖୁ ଥିଲେ । ଏବେ ଦେଖୁ ଥିବେ ହାତୀ ମାନେ ଏବେ ସହର କୁ ମାଡି ଆସି ଲେଣି ।

ଆଉ ସାପ ମାନେ ମଧ୍ୟ ଠିକ ସେହି ପରି ଜଙ୍ଗଲ ଛାଡି ଆସି ବାହାରେ ବୁଲିଲେଣି । ଏ ସବୁ ର କାରଣ ଜଙ୍ଗଲ ନଷ୍ଟ ହେବା ଫଳରେ ସବୁ ବାହାରେ ବୁଲୁ ଛନ୍ତି , କେତେକ ଜନ୍ତୁ ମଧ୍ୟ ଲୋପ ପାଇ ଗଲେଣି । ଆଜି ଏକ ସାପ ଘଟଣା ଦେଖିବା ପାଇଁ ମିଳିଛି । ଯାହା ଏବେ ସେହି ସାପ ଏସିଆର ସବୁ ଠାରୁ ବିଷାକ୍ତ ସାପ । ସେ ଥରେ ଯାହାକୁ କାମୁଡିବା , ତାକୁ ଭଲ ହେବା ପାଇଁ କମସେ କମ 90 ଦିନ ସମୟ ଲାଗିବ ।

 ତାକୁ ଆମେ ଗାଁ ଗହଳି ରେ ବୁଢା ସାପ ବୋଲି କହି ଥାଉ । କିଛି କିଛି ଲୋକ ଏହାକୁ କୋଉଡ଼ିଆ ବୁଢା ମଧ୍ୟ କହି ଥାନ୍ତି । ଏହି ସାପ ଶରୀର ର ଯେଉଁ ଯାଗା ରେ କାମୁଡି ଥାଏ । ସେ ଜାଗା ରେ ଘା ଶୁଖିବା ବହୁତ କଷ୍ଟ କର ହୋଇ ଥାଏ । ଏହି ଘା ଶୁଖିବା ପାଇଁ 15 ଦିନ ସମୟ ଲାଗି ଥାଏ । ଏହି ସାପ ଯେଉଁ ସ୍ଥାନ ରେ କାମୁଡି ଥାଏ ।

ସେହି ସ୍ଥାନ ରେ ଅଧା ମାଂସ ଉଠାଇ ନେଇ ଥାଏ । ଫୋଳ ରେ ଘା ଶୁଖିବା ପାଇଁ ବହୁତ କଷ୍ଟ ହୋଇ ଥାଏ । ଘା ଟି ଯଦି ନ ସୁଖେ ତାହାଲେ ସେ ସ୍ଥାନ ରେ କ୍ୟାନ୍ସର ହୋଇ ଯାଇ ଥାଏ । ତେବେ ଆପଣ କ୍ୟାନ୍ସର ରୁ ମୁକ୍ତି ପାଇବା ବହୁତ କଷ୍ଟ ହୋଇ ଥାଏ ଶେଷରେ ମଣିଷ ମୃତୁ ମୁଖକୁ ଚାଲି ଆସି ଥାଏ ।

ଏହି ବୁଢା ସାପ କାମୁଡିବା ଦ୍ୱାରା , ଶରୀର ରେ ବିଷ ବହୁତ ଜଲ୍ଦି ଫେଲି ଯାଏ । କାମୁଡିବା ର 2 ମିନିଟ ପର୍ଯ୍ୟନ୍ତ ମଣିଷ ଠିକ ରହି ଥାଏ । 2 ମିନିଟ ପରେ ମଣିଷ ର ମୁଣ୍ଡ ବୁଲେଇବା ଷ୍ଟାର୍ଟ ହୋଇ ଥାଏ । ତେବେ ଦେଖିବା ପାଇଁ ଗଲେ ବିଷ ବହୁତ ଜଲ୍ଦି ଫେଲି ଥାଏ ।

ଏହି ସାପ ର ବିଷ ମଣିଷ ଦେହ ରେ 90 ଦିନ ପର୍ଯ୍ୟନ୍ତ ରହି ଥାଏ । ତେବେ ଘଟଣା ରେ ଜଣେ ସାପ ଧରାଳି ଏହି ସବୁ କଥା କହି ଥିଲେ , ସାପ ଧରିବା ସମୟ ରେ । ତେବେ ଆପଣ ମାନେ ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ । ତେଣୁ ଏହି ସାପ ପାଖ ରୁ ବଂଚିକି ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।