viral ଭିଡ଼ିଓ -OMG ! ଏମିତି ପକ୍ଷୀ ଆପଣ କେବେ ହେଲେ ଦେଖି ନ ଥିବେ । ପକ୍ଷୀ ଡାକୁଛି ବାପା, ଆପଣ ମାନେ ସ୍ୱପ୍ନ ରେ ସୁଦ୍ଧା ଭାବି ପାରିବେ ନାହିଁ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଆଜି କାଲି ଦୁନିଆ ମଣିଷ ମାନେ ବହୁତ ସ୍ୱାର୍ଥପର ହୋଇ ଗଲେଣି । କାରଣ ମଣିଷ ତାର ନିଜ ସ୍ୱାର୍ଥ ପାଇଁ ସବୁ କିଛି କରି ପାରୁଛି । ପୃଥିବି ରେ ଶ୍ରେଷ୍ଟ ଯିବ ମଣିଷ । କାରଣ ସେ ଏକ ମାତ୍ର ଯିବ ଯାହାର ବୁଝିବା ଶକ୍ତି ବହୁତ ରହିଛି । ସେଥି ପାଇଁ ମଣିଷ କୁ ଶ୍ରେଷ୍ଠ ଯିବ ରୂପରେ ବିବେଚନା କରା ଯାଇ ଥାଏ । ଯେତେ ବେଲେ ଭଗବାନ ପଶୁ ପକ୍ଷୀ ମାନକୁ ଏ ଧାରା5 ପୃଷ୍ଟ କୁ ଆଣିଲେ ସେତେ ବେଳେ ଭଗବାନ ଦେଖିଲେ ଯେ , ପଶୁ ପକ୍ଷୀ ମାନେ ତ ନିଜ କଥା ବୁଝି ପାରୁ ନାହାନ୍ତି ଆମ କଥା କେମିତି ବୁଝିବେ ।

ତେଣୁ ଆଉ ଏ ପଶୁ ପକ୍ଷୀ ମାନଙ୍କ କଥା ବୁଝିବ କିଏ । ସେଥି ପାଇଁ ଭଗବାନ ମାନବ କୁ ଜନ୍ମ ଦେଲେ । କିନ୍ତୁ ଆଜି ମଣିଷ ଏତେ ସ୍ୱାର୍ଥ ପର ହୋଇ ଯାଇଛି ଯେ , ତାଙ୍କ ପାଇଁ ପଶୁ ପକ୍ଷୀ ମାନେ ଶାନ୍ତି ରେ ବଂଚି ପାରୁ ନାହାନ୍ତି । କିନ୍ତୁ ଆଜି ଆମେ ଯେଉଁ ପକ୍ଷୀ ବିଷୟ ରେ କହିବା ପାଇଁ ଯାଉଛୁ ତାହା ଏ ପୃଥିବି ରେ ବହୁତ କମ ଦେଖିବା ପାଇଁ ମିଳି ଥାଏ ।

ଆଉ ଏହି ପକ୍ଷୀ ଟି ମଧ୍ୟ କଥା କହି ଜାଣେ । ସେହି ପକ୍ଷୀ ଟି ହେଉଛି ଶୁଆ । ସେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥାଏ । ଆପଣ ମାନେ ତା ଅଗରେ ଯେଉଁ ଶବ୍ଦ ପ୍ରୟୋଗ କରିବେ ସେ ସେହି ଶବ୍ଦ ମଧ୍ୟ ଆପଣଙ୍କ ଆଗରେ ପ୍ରୟୋଗ କରି ପାରିବ । ସେ ଦେଖିବା ପାଇଁ ସବୁଜ ରଙ୍ଗ ର ହୋଇ ଥାଏ ।

ତେବେ ପକ୍ଷୀ ଅଧିକ ଭାରତ ରେ ଦେଖିବା ପାଇଁ ମିଳି ଥାଏ । ଭାରତ ପରେ ଏହି ପକ୍ଷୀ ସାଉଥ ଆଫ୍ରିକା ରେ ଦେଖିବା ପାଇଁ ମିଳି ଥାଏ । ତେବେ ସେ ଯାହା ହେଉ ମଧ୍ୟ , ରାଜସ୍ଥାନ ର ଜଣେ ପରିବାର ଏହି ସୁଆ ଟିକୁ ରଖି ଥିଲେ । ସୁଆଟି ଯାହା କହୁ ଥିଲା , ତାର ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରି ଛନ୍ତି ତାଙ୍କ ମାଲିକ ।

ତେବେ ରାଜସ୍ଥାନ ର ରାମୁ ନାମକ ବ୍ୟକ୍ତି ଗୋଟେ ସୁଆ ଟିକୁ ପାଳି ଥିଲେ । ରାମୁ ଓ ତାଙ୍କ ସ୍ତ୍ରୀ ଯାହା କହୁ ଥିଲେ ସୁଆ ଟି ମଧ୍ୟ ତାହା କହୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ରାମୁ ଙ୍କର ପତ୍ନୀ କହୁ ଥିଲେ ଆଇ ଲଭ ଇଉ , ସୁଆ ଟି ମଧ୍ୟ ତାହା କହିବା ରେ ଲାଗି ଥିଲା ।

ରାମୁ କହୁ ଥିଲା ମିଟୁ କୁଆଡେ ଯାଉଛି , ସୁଆଟି ମଧ୍ୟ କହୁ ଥିଲା ମିଟୁ କୁଆଡେ ଯାଉଛି । ତେବେ ଏହି ପରି ଭାବରେ ମିଟୁ ଟିକୁ ଆପଣ ଯାହା କୁହନ୍ତୁ ସେ ତାହା କହି ଦେଉ ଥିଲା । ତେବେ ଏହି ଦୃଶ୍ୟ କୁ ଦେଖି ଘର ର ମାଲିକ ଭିଡିଓ କରି ଏହାକୁ ଭାଇରାଲ କରି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।