viral ଭିଡ଼ିଓ – omg ! ଦେଖନ୍ତୁ ଛୋଟ ମାଙ୍କଡ଼ ଟିକୁ ର ତାର ମାଲିକାଣି ପ୍ରତି ଭଲ ପାଇବା। ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ହାକୁ ୫୦ milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଆଜି କାଲି ଦୁନିଆ ରେ ମଣିଷ ମାନଙ୍କ ର ମଣିଷ ମାନଙ୍କ ପ୍ରତି ଭଲ ପାଇବା କମି ଯାଉଛି। ମଣିଷ ପକାହାରେ ମଣିଷ ପଣିଆ ବକି କିଛି ରହୁନାହିଁ। ପରସ୍ପର କୁ ମଣିଷ ମାନେ ଘୃଣା କରିବା କୁ ଲାଗିଛନ୍ତି। କିନ୍ତୁ ବିଚିତ୍ର ବିଷୟ ଯେ ଯୋଉଠି ମଣିଷ ମାନଙ୍କ ର ମଣିଷ ମାନଙ୍କ ପ୍ରତି ଭଲ ପାଇବା କମି ଯାଉଛି ସେଠି ପଶୁ ମାନ ଙ୍କର ମଣିଷ ମାନଙ୍କ ସହ ଭଲ ପାଇବା ଓ ସ୍ନେହ ମମତା ର ସମ୍ପର୍କ କୁ ଦେଖି ବାକୁ ମିଳୁଛି।

ତେବେ ଏହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଯୋଉଥିରେ ଏକ ଛୋଟ ମାଙ୍କଡ ଟି ର ଜଣେ ଝିଅ ଓ ଅନ୍ୟ ଜଣେ ସ୍ତ୍ରୀ ଲୋକ ସହ ଅନାବିଳ ସ୍ନେହ ମମତା ଦେଖିବାକୁ ମିଳୁଛି। ସେହି ଭଡ଼ିଓ ରେ ମାଙ୍କଡ଼ ଟି ର ସେମାନଙ୍କ ପ୍ରତି ଭଲ ପାଇବା ଯେ କେତେ ପରିମାଣ ରେ ରହିଛି ଥାଏ ସ୍ପଷ୍ଟ ଭାବରେ ଦେଖି ହଉଚି।

 ଭଡ଼ିଓ ରେ ଟିରେ ମାଙ୍କଡ଼ ଟି କୁ ସ୍ତ୍ରୀ ଲୋକ ଜଣଙ୍କ ଯାହା କହୁଛନ୍ତି ମାନଙ୍କଡ଼ ଟି ତାହା କରୁଛି। ଛୋଟ ଝିଅ ଟିକୁ ମଧ୍ୟ ମାଙ୍କଡ଼ ଟି ଗେଲ କରୁଥିବା ର ଦେଖିବାକୁ ମିଳୁଛି। ମାନଙ୍କଡ଼ ଟିର ନାଁ ହେଉଛି ଚିକୁ। ଚିକୁ ସେମାନଙ୍କ କଥାରେ ଡେଉଁଛି। ସେମାନଙ୍କ କଥାରେ ନାଚୁଛି। ପୁଣି ସେମାନଙ୍କ କଥା ମାନି ବେଡ଼ ରେ ସୋଇ ପଡୁଛି। ଏହା ସହ ବେଳେ ବେଳେ ଚିକୁ ସେମନଙ୍କୁ ଗେଲ କରିବାକୁ ଲାଗୁଚି।

ସେମାନ ଙ୍କୁ ଦେଖିଲେ ଏପରି ଲାଗୁଚି ସତରେ ଯେମିତି ସେମାନଙ୍କ ର ବର୍ଷ ବର୍ଷ ଧରି ସମ୍ପର୍କ ରହିଛି। ମାଙ୍କଡ଼ ଟିର ସେମାନଙ୍କ ପ୍ରତି ଭଲ ପାଇବା ସତରେ ଅପୂର୍ବ।

ଯାହାକୁ ଦେଖିଲେ ଲାଗୁଚି କି ସତରେ ମଣିଷ ପାଖରେ ସିନା ମଣିଷ ପଣିଆ ନାହିଁ ହେଲେ ଚିକୁ ଭଳି ପଶୁ ମାନଙ୍କ ପାଖରେ ମଣିଷ ପଣିଆ ଦେଖି ବାକୁ ମିଳୁଛି। ତେବେ ଏ ବିଚିତ୍ର ସମାଜ ରେ ଏପରି ଅନେକ ଭଡ଼ିଓ ଦେଖିବାକୁ ମିଳୁଛି।

ବାଘ ସିଂହ ପରି ବନ୍ୟ ଜନ୍ତୁ ମାନେ ମଧ୍ୟ ମଣିଷ ମାନଙ୍କ ସହ ବନ୍ଧୁତା କରିବାକୁ ଲାଗିଲେଣି। ତେବେ ମଣିଷ ମାନଙ୍କ ର ବି ବର୍ତମାନ ସମୟରେ ପଶୁ ପକ୍ଷୀ ମାନଙ୍କ ପ୍ରତି ଭଲ ପାଇବା କମି ଯାଉଥିଲେ ମଧ୍ୟ ଏବେ ବି ଏପରି କିଛି ମଣିଷ ଅଛନ୍ତି ଯୋଉ ମାନେ କି ଏବେବି ପଶୁ ପକ୍ଷୀ ମାନଙ୍କ ପ୍ରତି ଭଲ ପାଇବା ରଖିଛନ୍ତି।

ତେବେ ଏହି ଛୋଟ ମାଙ୍କଡ଼ ଟି ର ଭିଡିଓ ଦେଖିଲେ ସମସ୍ତେ ଜାଣି ପାରିବେ ଯେ କିପରି ଭାବରେ ସେହି ମାଙ୍କଡ଼ ଟି ର ସେମାନଙ୍କ ପ୍ରତି କେତେ ମାତ୍ରାରେ ଭଲ ପାଇବା ରହିଛି। ସତରେ ମଣିଷ ଓ ପଶୁ ମାନଙ୍କ ର ସମ୍ପର୍କ ବହୁତ ନିଆରା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।