viral ଭିଡ଼ିଓ- OMG ! ଚର୍ଚ୍ଚା ରେ କୁନି ଦୈତାରୀ ପଣ୍ଡା ,ଏଟୋକା କହୁଛି ଦୈତାରୀ ପଣ୍ଡା ଙ୍କର ଡାଇଲଗ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ….. ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ…..
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।
ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଅନେକ ଏହିପରି କମେଡି ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ବର୍ତ୍ତମାନ ଆମ ଓଡ଼ିଶା ରେ ଏମିତି ଅନେକ କମେଡି ଚେନାଲ ରହିଛି ଯେଉଁ ଥିରେ ଲୋକମାନେ ବହୁତ ସୁନ୍ଦର ଓ ମଜାଦାର କମେଡି ଭିଡ଼ିଓ ସେୟାର କରିଥାନ୍ତି ଆଉ ତାହାକୁ ଦେଖିଲେ ଆପେ ଆପେ ଆମ ମୁଁହ ରେ ହସି ଆସିଯାଇ ଥାଏ।
ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ ଭିଡ଼ିଓ ଟି ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ ଏବଂ ପିଲା ଟିର ପ୍ରଶଂସା କରିବେ ମଧ୍ୟ।
ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଛୋଟ ପିଲା ମାନେ ଅଧିକ ଚର୍ଚ୍ଚା ରେ ରହୁଛନ୍ତି ତାଙ୍କର ଅଭିନୟ , ଡ଼୍ୟାନ୍ସ , ଗୀତ , କମେଡି ଇତ୍ୟାଦି ପାଇଁ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ଛୋଟ ବାଳକ ବିଷୟ ରେ ଜଣେଇବୁ ଯାହାଙ୍କ ର ବୟସ ମାତ୍ର ୬-୭ ବର୍ଷ ହେବ ମାତ୍ର ତାଙ୍କର ଅଭିନୟ ଏତେ ସୁନ୍ଦର ଅଟେ ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ। ତେବେ କୁନି ପୁଅ ଟିର ଏହି ଭିଡ଼ିଓ ଟି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେଉଛି।
ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି କୁନି ପୁଅ ଟି ଆମ ଓଲିଉଡ ର ମୁଖ୍ୟ ତଥା ଲୋକପ୍ରିୟ ଖଳନାୟକ ରାଇ ମୋହନ ଙ୍କର ଏକ ଡାଇଲଗ କରିଛନ୍ତି।ତେବେ ସେହି କୁନି ପୁଅ ଟି ରାଇ ମୋହନ ଙ୍କର ଡାଇଲଗ କୁ ବହୁତ ଜବରଦସ୍ତ ଅଭିନୟ କରିବା ସହ ମସ୍ତ ଡାଇଲଗ ମଧ୍ୟ କରିଥାନ୍ତି। ତେବେ କୁନି ପୁଅ ଟି ର ଭିଡ଼ିଓ ଟି ଏତେ ଆକର୍ଷଣୀୟ ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।
ତେବେ କୁନି ପୁଅ ଟିର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି। ତେବେ ବହୁତ କମ ସମୟ ରେ ତାଙ୍କର ଭିଡ଼ିଓ ଟି ରେ ଅନେକ ଲାଇକ ଓ କମେଣ୍ଟ ଆସିଛି। ତେବେ ଆପଣ ମଧ୍ୟ କୁନି ପିଲା ଟିର ଏହି ଭିଡ଼ିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।