viral ଭିଡ଼ିଓ – OMG ! ବାହା ହେବ କଥା ଶୁଣି heroin ଏଲିନା କଲେ ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଏଲିନା ସାମନ୍ତରାୟ କୁ ଆପଣ ମାନେ ଜାଣି ଥିବେ । 2016 ମସିହା ରେ ସେ ତରଙ୍ଗ ଚ୍ୟାନାଲ ରେ ଗୋଟେ ରିଆଲିଟି ଶୋ ହେଉ ଥିଲା । ଯେଉଁ ରିଆଲିଟି ଶୋ ରେ ସେ ଭାଗ ନେଇ ଥିଲେ ଆଉ ଆଜି ସେ ଜଣେ ଷ୍ଟାର ହୋଇ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଠିଆ ହୋଇ ଛନ୍ତି । ସେ ଆଜି ବହୁତ କଷ୍ଟ କରି ଆଜି ହିରୋଇନ ହୋଇ ପାରି ଛନ୍ତି । 2016 ମସିହା ରେ କିଏ ହେବ ମୋ ହିରୋଇନ ରିଆଲିଟି ଶୋ ରେ ସେ ବ୍ଯଗ5 ନେଇ ଥିଲେ । ଯେଉଁ ଠାରେ ଅରିଂଦମ ଥିଲେ ହିରୋ
ସେ ଖୋଜୁ ଥିଲେ ଗୋଟେ ହିରୋଇନ ।

ଏହି ରିଆଲିଟି ଶୋ ମାଧ୍ୟମ ରେ ସେ ଗୋଟେ ହିରୋଇନ ଖୋଜୁ ଥିଲେ । ଆଉ ଶେଷରେ ପାଇ ଗଲେ ଏଲିନା କୁ । ଏଲିନା ଅରିଂଦମ ସାଙ୍ଗ ରେ ପ୍ରଥମେ ଫିଲ୍ମ କରି ଥିଲେ । ତେବେ ତାଙ୍କର ପ୍ରଥମ ଫିଲ୍ମ ଥିଲା ଇସ୍କ ତୁ ହି ତୁ । ସେ ଏହି ଫିଲ୍ମ ରେ ଏତେ ସୁନ୍ଦର ଭାବରେ ଆକ୍ଟିଂଗ କରି ଥିଲେ ଯେ , ତାଙ୍କୁ ଆହୁରି କେତେ ଗୁଡିଏ ଫିଲ୍ମ ମିଳି ପାରି ଥିଲା

 ଏଲିନା ଙ୍କର ବୟସ 28 ବର୍ଷ ହୋଇ ଗଲାଣି । କିନ୍ତୁ ବିବାହ ପାଇଁ ବହୁତ ଗୁଡିଏ ପ୍ରସ୍ତାଵ ଆସି ଥିଲା ସତ , ସେ କିନ୍ତୁ ବିବାହ ପାଇଁ ମନା କରି ଦେଇ ଥିଲେ । ଏବେ ଗୋଟେ କଥା ସାମ୍ନା କୁ ଆସିଛି ତାଙ୍କର ବିବାହ ଠିକ ହୋଇ ସାରି ଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ସେ କାହାକୁ କହି ନାହାନ୍ତି ।

ଏଲିନା ଙ୍କର ବୟସ 28 ହେଲେ ମଧ୍ୟ ସେ ଆଜି ମଧ୍ୟ 21 ବର୍ଷୀୟ ଝିଅ ପରି ଦେଖା ଯାଉ ଛନ୍ତି । କିଛି ଦିନ ପୂର୍ବରୁ କରନା ପାଇଁ ତାଙ୍କୁ ଆଉ ଫିଲ୍ମ ମିଳି ପାରି ନ ଥିଲା । ସେଥି ପାଇଁ ତାଙ୍କୁ ଆଉ ଟିଭି ପରଦା ରେ ଦେଖିବା ପାଇଁ ପାଉ ନ ଥିଲା । କିନ୍ତୁ ଆଜି ତାଙ୍କୁ ଗୋଟିଏ ଅଲଗା ରୂପ ରେ ଦେଖିବା ପାଇଁ ମିଳୁଛି ।

କରନା ହେବାରୁ ଫିଲ୍ମ ସିନା ବନ୍ଦ ହୋଇ ଯାଇ ଥିଲା । କନ୍ତୁ ସେ ଛୋଟ ଛୋଟ ରିଲସ କରୁ ଥିଲେ । ଯାହା ଆଜି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି । ତେବେ ଏବେ ସେ ଗୋଟିଏ ରିଲସ ତିଆରି କରି ଛନ୍ତି ,ଯେଉଁ ଥିରେ ସେ ଶାଢ଼ୀ ପିନ୍ଧି ସ୍ୱାମୀ ଗୀତରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି ।

ଅରିଂଦମ ସାଙ୍ଗରେ ସେ କେବଳ ସେ ପ୍ରଥମ ଫିଲ୍ମ କରି ଥିଲେ । ତା ପରେ ସେ ଅନୁଭବ ମହାନ୍ତି ସାଙ୍ଗରେ ବହୁତ ଗୁଡିଏ ଫିଲ୍ମ କରି ଥିଲେ । ବାବୁ ସାନ ସାଙ୍ଗରେ ମଧ୍ୟ ସେ ବହୁତ ଗୁଡିଏ ଫିଲ୍ମ କରି ସାରି ଛନ୍ତି । ଏବେ କିନ୍ତୁ ସେ ଛୋଟ ଛୋଟ ରିଲସ କରି ଭାଇରାଲ ହେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।