viral ଭିଡ଼ିଓ -OMG ! ଆସିକି ଫିଲ୍ମ (ଗୀତ ସୁରେ କୀର୍ତନ ) ସାଲେପାଲି ଝିଅ କୀର୍ତ୍ତନ ଆଗରୁ କେବେ ଦେଖି ନଥିବେ,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !
ଭଜନ, ନାମ ସଙ୍କୀର୍ତ୍ତନ ଆଦି ଦ୍ୱାରା ଆମ ହିନ୍ଦୁ ଧର୍ମର ଭଗବାନକୁ ଆରାଧନା କରାଯାଏ। କୃଷ୍ଣ ଓ ଚୈତନ୍ୟଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି ସଙ୍କୀର୍ତ୍ତନ । ଖୋଳ, କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ ।ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି ସାଲେପାଲି ଲେଡିଜ କୀର୍ତ୍ତନ ଗ୍ରୁପ। ଏହି ଗ୍ରୁପ ର ମହିଳା ମାନେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଏମିତି ପରିବେଷଣ କରୁଛନ୍ତି ଯାହାକୁ ଦେଖିଲେ ଆଖି ଲାଖି ହୋଇ ରହିଯିବ।
ପୁଣି ଥରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଏକ ମହିଳା ସଙ୍କୀର୍ତ୍ତନ ଗ୍ରୁପର ଭାବ ଭକ୍ତି ପୂର୍ଣ୍ଣ ଭଜନ କୀର୍ତ୍ତନ। ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ। କାରଣ ଏଠାରେ ଭଗବାନ ନାମ ନେଇ ଚାଲୁଛି ନୃତ୍ୟ ପରିବେଷଣ।
ଯାହାକୁ ଦେଖି ଦର୍ଶକ ମାନେ ଭରପୁର ଉପଭୋଗ କରୁଛନ୍ତି। ଏକ ଅଷ୍ଟମ ପ୍ରହରୀ ଅବସରରେ ଏକ କୀର୍ତ୍ତନ ଦଳ ପକ୍ଷରୁ ଏହି ଭଳି ଭିନ୍ନ ଏକ ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳୁଛି।
ଏହି ସଙ୍କୀର୍ତ୍ତନରେ ଉଭୟ ମହିଳା ଓ ପୁରୁଷ ମିଶି ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଉପସ୍ଥିତ ରହିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହାକୁ ଭରପୁର ମାତ୍ରାରେ ମଜା ଉଠାଉଛନ୍ତି। ଏଥି ସହିତ କୀର୍ତ୍ତନ ଓ ନଚକୁ ସମସ୍ତେ ଉତ୍ସାହର ସହିତ ଦେଖୁଛନ୍ତି ଏବଂ ଖୁସି ମଧ୍ୟ ହେଉଛନ୍ତି।
ଏହି ସଂକୀର୍ତ୍ତନ ସମୟର ଭିଡ଼ିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାରେ ଲାଗିଛି। ହିନ୍ଦୀ ଫିଲ୍ମ ଆଶିକ୍ ଗୀତ ସ୍ଵରରେ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ, ହରେରାମ ହରେରାମ ରାମ ରାମ ହରେହରେ” ସଙ୍କୀର୍ତ୍ତନ ପଦ ସାଙ୍ଗକୁ ଅତି ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରୁଛନ୍ତି ଉଭୟ ମହିଳା ଓ ପୁରୁଷ। ଆଗକାଳରେ କେବଳ ଖୋଳ କରତାଳ ମାଧ୍ୟମରେ ଏସବୁ ଦେଖିବାକୁ ମିଳୁଥିଲା।
କିନ୍ତୁ ବର୍ତ୍ତମାନ ସମୟରେ ଭିନ୍ନ ଭିନ୍ନ ଗୀତର ସ୍ବରକୁ ନେଇ ଭଗବାନଙ୍କ ନାମ ଉଚ୍ଚାରଣ କରା ଯାଉଛି। ଯାହାର ମଜା ଭକ୍ତ ଓ ଶ୍ରଦ୍ଧାଳୁମାନେ ନେଉଛନ୍ତି। ତେବେ କୁହା ଯାଇଥାଏ କି ମନରେ ଭକ୍ତି ନିଷ୍ଠା ରହିଥିଲେ ଭଗବାନଙ୍କୁ ଯେମିତି ଡାକିଲେ ବି ସେ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।
ଏହି ଦୃଷ୍ଟିରୁ ଆପଣ ପ୍ରାୟ ଅନେକ କୀର୍ତ୍ତନ ଗ୍ରୁପର ଏହି ଭଳି ସଙ୍କୀର୍ତ୍ତନ ସହିତ ଡାନ୍ସ ମଧ୍ୟ ଦେଖିଥିବେ କିନ୍ତୁ ସାଲେପାଲି ଲେଡ଼ିିଜ୍ ଗ୍ରୁପର ମହିଳା ମାନଙ୍କ ନିଆରା ଡାନ୍ସ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ପାରିଛି।
ଭିଡିଓରେ ଦେଖିବାକୁ ମିଳୁଛି ଖୋଳ ଝାଞ୍ଜ ଓ ମୃଦଙ୍ଗ ବାଜା ଆଦି ବାଜୁଛି। ଆଉ ଶୁଭୁଚି ହରେକୃଷ୍ଣ ହରେରାମ କିନ୍ତୁ ସ୍ୱର ପାରମ୍ପରିକ ନୁହେଁ ବରଂ ଆଧୁନିକ ଗୀତର ସ୍ବରରେ। ଏଭଳି ଦୃଶ୍ୟ ପ୍ରାୟ ଅନେକ ସମୟରେ ଦେଖିବାକୁ ମିଳୁଛି। ତେବେ ଆଧୁନିକ ଯୁଗରେ ନାମ ସଙ୍କୀର୍ତ୍ତନର ମଡର୍ଣ୍ଣ ରୂପ ଲୋକ ମାନଙ୍କୁ ମଧ୍ୟ ପସନ୍ଦ ଆସୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।