viral ଭିଡ଼ିଓ- OMG ! ଅବିକଳ ମଣିଷ ଭଳି ହସୁଛି ଶୁଆ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ସାଧାରଣତଃ ଦେଖାଯାଇଥାଏ କି ମଣିଷ ମାନଙ୍କ ପରି କଥା କହି ପାରୁଥିବା ପକ୍ଷୀ ଭାବରେ ଶୁଆମାନେ ଅନ୍ୟତମ। କାରଣ ଶୁଆମାନଙ୍କର ମେଧା ଶକ୍ତି ସବୁ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟେ । ଏହି ଶୁଆମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରନ୍ତି। ଏବଂ ଏମାନେ ଖୁବ ଶୀଘ୍ର ପୋଷା ମଧ୍ୟ ହୋଇ ପାରନ୍ତି। ପକ୍ଷୀ ହୋଇ ମଧ୍ୟ ଶୁଆ ମଣିଷମାନଙ୍କ ପରି ବ୍ୟବହାର କରିପାରେ। ମଣିଷ ମାନଙ୍କ କାର୍ଯ୍ୟକଳାପ ଗୁଡ଼ିକ ଅନୁସରଣ କରି ସେମାନଙ୍କର ବିଭିନ୍ନ ଦୃଷ୍ଟି ଭଙ୍ଗୀକୁ ନକଲ କରିଥାଏ ଏହି ପକ୍ଷୀ।

ତେବେ ଆଜିକାଲି ସୋସିଆଲ ମିଡିଆରେ ପଶୁପକ୍ଷୀ ମାନଙ୍କର କିଛି ମଜାଦାର ଅନୁଭୁତି ଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ପଶୁପକ୍ଷୀ ମାନଙ୍କର ଏଭଳି କିଛି ବିଶେଷ ଗୁଣ ରହିଛି ଯାହାକୁ ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରି ହୁଏନାହିଁ। ତେବେ ଇଣ୍ଟରନେଟରେ ବର୍ତ୍ତମାନର ସବୁଠୁ ବଡ ଖବର ହେଉଛି ଏକ ଶୁଆ। ଯିଏକି ମହିଳାମାନଙ୍କର ହସକୁ ଅବିକଳ ନକଲ କରି ପାରୁଛି ।

ସାଧାରଣତଃ ଆମେ ଦେଖିଥାଉ କି ପକ୍ଷୀମାନେ ମଣିଷ ମାନଙ୍କ କଥାକୁ ଅନୁସରଣ କରି ପାରନ୍ତି ମଣିଷ ମାନଙ୍କ କଥାକୁ ମଧ୍ୟ ନକଲ କରିଥାନ୍ତି। କିନ୍ତୁ ସେମାନଙ୍କ ସ୍ୱର ଟିକେ ଅଲଗା ପ୍ରକାର ହୋଇଥାଏ ସେମାନେ ଟିକେ ଖନେଇ ଖନେଇ କଥା ହୋଇଥାନ୍ତି। କିନ୍ତୁ ଏହି ଭିଡିଓରେ ଥିବା ଶୁଆଟି ଏଭଳି ଭାବରେ ହସୁଛି କି ଜଣେ ନ ଦେଖିଲେ ଜାଣି ବି ପାରିବନି କି ସ୍ୱରଟି ଜଣେ ମହିଳାର କି ଗୋଟେ ଶୁଆର।


ତେବେ ଏହି ଶୁଆଟିର ହସ ବାବଦରେ ଏବେ ଇଣ୍ଟରନେଟରେ ଖୁବ ଚର୍ଚ୍ଚା ଚାଲିଛି ।ସେ ଯେଉଁଭଳି ଭାବରେ ମହିଳା ଙ୍କ ହସକୁ ଅବିକଳ ଭାବେ ନକଲ କରୁଛି ତାହା ସମସ୍ତଙ୍କୁ ବେଶ ପ୍ରଭାବିତ ଓ ଆଶ୍ଚର୍ଯ୍ୟ କରୁଛି।ଯଦି ଅନ୍ୟ କୌଣସି ମହିଳା ଶୁଆ ନିକଟରେ ହସିଥାନ୍ତି ତେବେ ତୁରନ୍ତ ଶୁଆ ଟି ଏହାର ନକଲ କରିଥାଏ ।

ତେବେ ଶୁଆଟି ଏଭଳି ସୁନ୍ଦର ଭାବେ ହସିଥାଏକି ଜଣେ ଅଜଣା ବ୍ୟକ୍ତି ଯଦି ଏଇ ହସ ଶୁଣେ ତେବେ ସେ ଜାଣି ପାରିବ ନାହିଁ କି ଜଣେ ମହିଳା ହସୁଛନ୍ତି କି ଗୋଟେ ଶୁଆ ହସୁଛି। ଶୁଆଟିର ଏଭଳି ହସ ସଭିଙ୍କୁ ପସନ୍ଦ ଆସୁଥିବାର ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ ଏହି ଭିଡିଓଟି ଆମେରିକାର କାର୍ଲିଫରନିୟା ଅଞ୍ଚଳରୁ ଆସିଛି।ସେଠିକାର ଜଣେ ବାସିନ୍ଦା ଏହି ଶୁଆ କୁ ପୋଷା ଭାବେ ନିଜ ଘରେ ପାଳିଛନ୍ତି । ତେବେ ଏହି ଭିଡିଓ ରେ ଯେଉଁ ଭଳି ଭାବେ ଶୁଆ ଟି ନକଲ କରି ହସୁଛି ତାହା କୌଣସି ଆଶ୍ଚର୍ଯ୍ୟକର ଘଟଣା ଠାରୁ କମ ନୁହେଁ ।

ଶୁଆଟିର ହସ ଯେମିତି ସୁନ୍ଦର ସେ ଦେଖିବାକୁ ମଧ୍ୟ ଖୁବ ମନୋହର।ବାସ୍ତବରେ ଶୁଆ ର ଏହି ହସ ପାଇଁ ସେ ପ୍ରଶଂସା ଯୋଗ୍ୟ ଅଟେ । ଯାହା ଏହି ଶୁଆ ପାଖରେ ଦେଖିବାକୁ ମିଳିଛି ପ୍ରାୟ ସବୁ ଶୁଆ ମାନଙ୍କର ଏଭଳି ହରକତ ଦେଖିବାକୁ ମିଳିନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।