viral ଭିଡ଼ିଓ- ଓଲିଉଡ ଇଣ୍ଡଷ୍ଟ୍ରି କୁ ଖୁସି ଖବର ଜଣାଇଲେ ଅଭିନେତ୍ରୀ ମିଠି……ଏକ ପୁତ୍ର ସନ୍ତାନ ର ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ମିଠି….. ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…..,ଦେଖନ୍ତୁ full ଭିଡ଼ିଓ ।
ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ଓଡ଼ିଆ ସିନେମା ଜଗତ କୁ ଏକ ଖୁସି ର ଖବର ଆସିଛି, ଆମର ପ୍ରିୟ ଅଭିନେତ୍ରୀ ତଥା ଓଲିଉଡ ଆଲବମ କୁଇନ ଭାବରେ ଘରେ ଘରେ ପରିଚିତ ମିଠି ଙ୍କୁ ଦେଇଛନ୍ତି। ତେବେ ସୂଚନା ଅନୁସାରେ ଅଭିନେତ୍ରୀ ମିଠି ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି ଏବଂ ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅଭିନେତ୍ରୀ ମିଠି ଙ୍କର ଏହି ଖବର ସମସ୍ତ ଙ୍କୁ ଆନନ୍ଦିତ କରିଛି।ତେବେ ମିଠି ଙ୍କର କୁନି ପିଲା ର ଫୋଟ ଓ ସେ ନିଜ ସ୍ୱାମୀ ଙ୍କ ସହ କେତେକ ଫୋଟ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ମିଠି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ, ସେ ଓଡିଉଡ଼ ର ଆଲବମ କୁଇନ ଭାବରେ ବେଶ ପରିଚିତ। ନିଜର ଡ଼୍ୟାନ୍ସ ଓ ଦମଦାର ଅଭିନୟ କୁ ନେଇ ବହୁତ କମ ଦିନରେ ବେଶ ଚର୍ଚ୍ଚାର ରେ ରହିଥିଲା।
ତେବେ ମିଠି ତାଙ୍କର କଳା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ , ସେ ଜଣେ ଲୋକପ୍ରିୟ କଳାକାର ମଧ୍ୟ ଅଟନ୍ତି ଯାହା ଙ୍କର ଅଭିନୟ ଦେଖିବା ଲାଗି ଲୋକେ ଆଜି ବି ଇଚ୍ଛା କରନ୍ତି। ସେ ନିଜର ଅଭିନୟ ଜୀବନ ଓଡ଼ିଆ ଆଲବମ ଗୀତ ରୁ ଆରମ୍ଭ କରିଥିଲେ, ଆଉ ପରେ ତାଙ୍କୁ ସିନେମା ରେ ସୁଯୋଗ ମିଳିଥିଲା।
ତେବେ କିନ୍ତୁ କିଛି ବର୍ଷ ହେବ ସେ ଆଉ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳୁ ନାହାନ୍ତି , ବିବାହ ପରେ ସେ ନିଜ ସ୍ୱାମୀ ଙ୍କ ସହ ବାହାରେ ରହୁଥିବା ରୁ ସିନେମା ଜଗତ ସହ ତାଙ୍କର ବର୍ତ୍ତମାନ କୌଣସି ସମ୍ପର୍କ ନାହିଁ।ମାତ୍ର ଏବେ ବି ଲୋକମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।
ତେବେ କିନ୍ତୁ ସେ ମା ହେବା ର ସୌଭାଗ୍ୟ ଅର୍ଜନ କରିବା ପରେ ତାଙ୍କର ଫେନ ମାନ ଙ୍କୁ ସୋସିଆଲ ମିଡ଼ିଆ ରେ ଏ ବିଷୟରେ ଜଣେଇଥିଲେ ।ସେ ଲେଖିଥିଲେ କି ମୋ ପୁଅ କୁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।