viral ଭିଡ଼ିଓ-ଓଡ଼ିଶାର ଲୋକପ୍ରିୟ ଯୋଡ଼ି ପିଣ୍ଟୁ ଭାଇ ଓ ରୁପା ଭାଉଜ ଙ୍କର ବିବାହର full ଭିଡ଼ିଓ ଦେଖିଲେ ହସି ହସି ବେଦମ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଏହି ଯୋଡ଼ି ଙ୍କର ଏହିପରି ଏକ ଭିଡ଼ିଓ ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଆପଣ ଆଗରୁ ଦେଖି ନଥିବେ ନିଶ୍ଚିତ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯୁଗ ଚାଲିଛି, ଲୋକମାନେ ସମସ୍ତେ ଏହାର ଉପଯୋଗ ଓ ମନୋରଞ୍ଜନ ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ୟୁ ଟ୍ୟୁବ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ,

ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ,ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।

ତେବେ ବନ୍ଧୁଗଣ ଆମ ଲୋକମାନ ଙ୍କର ମଧ୍ୟରେ ଏହି “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ଚେନାଲ ଟି ବେଶ ପରିଚିତ ଅଟେ ଏବଂ ସମସ୍ତେ ଏହି ଯୋଡ଼ି ଙ୍କର ବିଷୟ ରେ ଜାଣିବାକୁ ଚେଷ୍ଟା କରନ୍ତି।

ତେବେ ଆମ ସମସ୍ତ ଙ୍କର ମନ ରେ ଗୋଟିଏ କଥା ଆସେ କୁ ରୁପା ଭାଉଜ ଓ ପିଣ୍ଟୁ ଭାଇ ଙ୍କର ବିବାହ କୁ ନେଇ। ତେବେ ଆମେ ଆଜି ଆପଣ ମାନ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ ପିଣ୍ଟୁ ଭାଇ ଓ ରୁପା ଭାଉଜ ଙ୍କର ବିବାହ ବିଷୟ ରେ।

ତେବେ ବନ୍ଧୁଗଣ ସୂଚନା ଅନୁସାରେ , ପିଣ୍ଟୁ ଭାଇ ରୁପା ଙ୍କୁ ୨୦୧୮ ମସିହା ରେ ବିବାହା କରିଥିଲେ। ତେବେ ଏହି ଯୋଡ଼ି ଙ୍କର ବିବାହ ପ୍ରେମ ବିବାହ ଥିଲା , ପାଠ ପଢା ସମୟ ରୁ ପରସ୍ପର କୁ ଭଲ ପାଇ ଥିଲେ ରୁପା ଓ ପିଣ୍ଟୁ ।

ଏବଂ ଭଲ ପାଇବା ର କିଛି ବର୍ଷ ପରେ ନିଜ ନିଜ ପରିବାର ର ମତ ରେ ବିବାହ ବନ୍ଧନ ରେ ଏକାଠି ବାନ୍ଧି ହୋଇଥିଲେ ରୁପା ଓ ପିଣ୍ଟୁ। ତେବେ ବିବାହ ପରେ ପରେ ଦୁହେଁ କିଛି ଅଲଗା କରି ଦେଖାଇବା କୁ ଚଂହୁଥିଲେ।

ତେବେ ପରେ ସେମାନେ ରିଲ ବା ଟିକଟକ ଭିଡ଼ିଓ ବନାଇବା ଆରମ୍ଭ କଲେ ,ତେବେ ଧୀରେ ଧୀରେ ଲୋକ ମାନେ ତାଙ୍କର ରିଲ ଭିଡ଼ିଓ ଓ ଯୋଡ଼ି ଙ୍କୁ ପସନ୍ଦ କରିବାକୁ ଲାଗିଲେ। ଆଉ ପରେ ସେମାନେ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ନାମ ରେ ଏକ ୟୁ ଟ୍ୟୁବ ଚେନାଲ ଖୋଲିଦେଇ ସେଥି ରେ ଭଲ୍ଗ ଭିଡ଼ିଓ ବନାଇଲେ। ଆଉ ବର୍ତ୍ତମାନ ତାଙ୍କର ଲୋକପ୍ରିୟତା କଣ ରହିଛି ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।