viral ଭିଡ଼ିଓ – ଓଡିଶା ର NO 1 vlogger rupa ଙ୍କ ଆଖିରେ ଲୁହ, କାହିଁକି କାନ୍ଦିଲେ ଭୋ ଭୋ ହୋଇ କାନ୍ଦିଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!
ରୁପା ଆଖିରେ ଲୁହ , ରୁପା ଓ ପିଣ୍ଟୁ କୁ ଆପଣ ମାନେ ଜାଣି ଥିବେ । ସେ ଏବେ ଦୁଇ ଜଣ ବହୁତ ଭାଇରାଲ ହେଉ ଛନ୍ତି । କାରଣ ତାଙ୍କ ଭିଡିଓ ଏବେ ଦାଣ୍ଡ ରେ ଗୋଡି ହାଟ ରେ ପଡି ଲାଣି । ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ତେବେ ତାଙ୍କ ଚ୍ୟାନାଲ ରେ ଏବେ ଗୋଟିଏ ନୂଆ ବ୍ଲଗ ଭିଡିଓ କରି ଛନ୍ତି , ଯାହା ଲୋକ ମାନଙ୍କ ର ମନ କୁ ପୁରା କିଣି ପାରିଛି । ତେବେ ଭିଡିଓ ଟିରେ ରୁପା ଆଖିରେ ଲୁହ ଝରୁଛି , ଏହାର କାରଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ।
ସାଧାରଣତଃ ଆପଣ ମମାନେ ସ୍ୱାମୀ ସ୍ତ୍ରୀ ଙ୍କର ଗୋଟିଏ ଝଗଡା ଆପଣ ସବୁ ସମୟ ରେ ଦେଖିବା ପାଇଁ ପାଇ ଥିବେ । ଯଦି ସ୍ତ୍ରୀ ର ବାପା ଘର ଲୋକ ନାଁରେ ସ୍ୱାମୀ କିଛି କହିଛି , ତାହାଲେ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ଦେଖିବା ପାଇଁ ମିଳି ଥାଏ । ତେଣୁ ଆପଣ ମାନେ ସ୍ତ୍ରୀ ର ବାପ ଘର ଲୋକ ନାଁ ରେ କିଛି ଏପଟ ସେପଟ କଥା କହିବେ ନାହିଁ ।
ଆଉ ଗୋଟେ କାରଣ ଅଧିକ ଦେଖିବା ପାଇଁ ମିଳି ଥାଏ । ଯୋଦି ସ୍ତ୍ରୀ ର ବାପ ଘରେ କୌଣସି ଫାଂକସନ ହେଉ ଥାଏ , ଆଉ ସ୍ୱାମୀ ଯଦି ତାକୁ ତାର ବାପ ଘର କୁ ସେହି ଭଲ ଦିନ ଆଣେ ନାହିଁ , ତାହାଲେ ଝଗଡା ସେଠୁ ଷ୍ଟାର୍ଟ ହୋଇ ଥାଏ ।
ଆଜି ଠିକ ସେହି ଘଟଣା ହୋଇଛି ରୁପା ଓ ପିଣ୍ଟୁ ମଧ୍ୟ । ରୁପା ର ବାପ ଘରେ ମେଳା ବସିଛି କିନ୍ତୁ ପିଣ୍ଟୁ ତାଙ୍କୁ ନେଲେ ନାହିଁ , ସେଥି ପାଇଁ ରୁପା ଆଜି ରୁପା ଆଖିରେ ଲୁହ ଝରୁଛି । ତେବେ ଭିଡିଓ ରେ ଦେଖିବା ପାଇଁ ମିଳିଛି କିଛି ସମୟ ପରେ ପିଣ୍ଟୁ ରାଜି ହୋଇ ଯାଇ ଛନ୍ତି ତାଙ୍କ ଶଶୁର କୁ ଯିବା ପାଇଁ । ଶେଷରେ ପିଣ୍ଟୁ ରୁପା କୁ କହି ଛନ୍ତି ବାହାରିବା ପାଇଁ
ସେମାନେ ଦୁଇ ଜଣ ଗୋଟିଏ କାର ରେ ଯାଇ ଛନ୍ତି ତାଙ୍କ ଶଶୁର ଘରକୁ । ଯାଇ ପହଁଚି ଯାଇ ଛନ୍ତି ମେଳା । ମେଳା ରେ ତାଙ୍କ ପିଲା ପାଇଁ ବହୁତ କିଛି ଜିନିଷ କିଣି ଛନ୍ତି । ତେବେ ସେ ଶଶୁର ଘରକୁ ମିଠା ନେଇ ମଧ୍ୟ ଯାଇ ଛନ୍ତି ।
ତେବେ ଆପଣ ମାନେ ଏହା ସତ୍ୟ ଘଟଣା ବୋଲି ଭାବନ୍ତୁ ନାହିଁ । ଏହା ଏକ ବ୍ଲଗ ଭିଡିଓ ଅଟେ । ଯେଉଁ ଭିଡିଓ ରେ ଏମାନେ ଦୁଇ ଜଣ ଆକ୍ଟିଂଗ କରୁ ଛନ୍ତି । ତେବେ ସେହି ଆକ୍ଟିଂଗ ଲୋକଙ୍କ ମନ କୁ ପୁରା କିଣି ପାରିଛି । ତେବେ ସେ ଯାହା ହେଉ ମଧ୍ୟ ଏମାନଙ୍କ ର ଦୃଡ଼ ବିଶ୍ୱାସ ଯେ ତାଙ୍କ ଆକ୍ଟିଂଗ କୁ ଲୋକ ମାନେ ଗ୍ରହଣ କରିବେ ବୋଲି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।