viral ଭିଡ଼ିଓ -ଓଃ..କି..ଡ୍ୟାନ୍ସ ,ଭାଇରାଲ ହେଉଛି ଲାଲ ଲାଲ lipstic song ଭିଡ଼ିଓ ଦେଖିଲା ମାତ୍ରେ ନିଜକୁ ସମ୍ଭାଳି ପାରିବେନି,ଯାହାକୁ 10 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଆଜି କାଲି ଦୁନିଆ ଏତେ ଆଗକୁ ଯାଉଛି ତାହା ଆପଣ ମାନେ କେବେ ହେଲେ କଳ୍ପନା କରି ପାରିବେ ନାହିଁ । ଆଗ କାଳ ରେ ଜଣେ କଳାକାର ଷ୍ଟୁଡିଓ ରେ ଗୋଟେ ଗୀତ ଗାଇବା ପାଇଁ ବହୁତ କଷ୍ଟ କରୁ ଥିଲା । କିନ୍ତୁ ଏବେ ଯେ କେହି ବି ପଇସା ଦେଇ ଷ୍ଟୁଡିଓ ରେ ଗୀତ ଗାଇ ପାରୁଛି । ଆପଣ ମାନେ ଦେଖି ଥିବେ ଷ୍ଟୁଡିଓ ରେ ଏବେ ପଇସା ଖର୍ଚ୍ଚ କରି ଜଣେ ସିଙ୍ଗର ହୋଇ ଯାଇ ପାରୁଛି । ଜଣେ ଖରାପ ସିଙ୍ଗର ଷ୍ଟୁଡିଓ ରେ ଏତେ ସୁନ୍ଦର ଗାଉଛି ତାହା ଆପଣ ଭାବି ପାରିବେ ନାହିଁ ।

ତେଣୁ ଆପଣ ମାନେ ମଧ୍ୟ ଚାହିଁଲେ ଜଣେ ଭଲ ସିଙ୍ଗର ହୋଇ ପାରିବେ । କେବଳ ପାଖରେ କିଛି ଟଙ୍କା ଥିବା ଦରକାର । ଆପଣ ମାନେ ଏହି କିଛି ପୂର୍ବରୁ ଶୁଣି ଥିବେ ଗୁଆ ଘିଅ ଗୀତ । ସେହି ଗୀତ ରେ ଅନୁଗୁଳିଆ ବଣ୍ଟି ସେହି ଗୀତ ଟି ଗାଇ ଥିଲେ । ଯିଏ କି ଗୀତରେ ଗ ଅକ୍ଷର ମଧ୍ୟ ଜାଣି ନାହାନ୍ତି । କେବଳ ଟଙ୍କା ମାଧ୍ୟମ ରେ ସେ ଆଜି ଏହି ଗୀତ ଟିକୁ ଗାଇ ପାରି ଛନ୍ତି ।

ଆଜି ଆମେ ଆପଣଂକୁ ଏମତି ଏକ ସିଙ୍ଗର ବିଷୟ ରେ କହିବା ପାଇଁ ଯାଉଛୁ ଯାହା ର ଭୋଏସ ଶୁଣିଲେ ଆପଣଙ୍କ ଲୁମ ଟାଙ୍କୁରି ଉଠିବ । କିନ୍ତୁ ସେ ଆଜି ଗୋଟେ ମାହାନ୍ତ ଗୀତ ଗାଇ ଛନ୍ତି । ଯାହା ଏବେ ସେହି ଗୀତ ଟି ବହୁତ ଚର୍ଚ୍ଚା ରେ ରହିଛି । ଗୀତ ଟି ପ୍ରେମିକ ଓ ପ୍ରେମିକା କୁ ନେଇ ତିଆରି ହୋଇଛି ।

ଆଜି କାଲି ଯୁଗରେ ଝିଅ ମାନେ କିଛି ସ୍ୱାର୍ଥ ପାଇଁ ପ୍ରେମ କରୁ ଛନ୍ତି ଆଉ ସ୍ୱାର୍ଥ ସରି ଗଲେ ପୁଅ କୁ ଛାଡି ଦେଉ ଛନ୍ତି । ଯେମିତି କି ସୋନାଲି ସୌମ୍ୟ ସହିତ କରି ଥିଲେ । ପୁଅ ପାଖରୁ ସବୁ ଟଙ୍କା ସରିବା ଉଦେଶ୍ୟ ରେ ପ୍ରେମ କଲେ ଆଉ ତା ପରେ ଛାଡି ଦେଲେ । ତେବେ ଏଥିରେ ଗୋଟେ କଥା ସାମ୍ନା କୁ ଆସୁଛି ଜେଇଠି ଟଙ୍କା ସେଇଠି ଝିଅ ।

ତେବେ ଗୀତ ଟି ସେହି ଉଦେଶ୍ୟ ରେ ତିଆରି ହୋଇଛି , ଆଉ ଏହି ଗୀତ ଟି ମହାନ୍ତ ଭାଷା ରେ ହୋଇଛି । ଗୀତ ଟି ହେଉଛି , ” ଲାଲ ଲାଲ ଲିପିଷ୍ଟିକ ମୋ ହିରୋ କିଣି ଦେଲାରେ , ସବ କିଛି ଛାଡି ଦେଇ ମୋ ସଂଗେ ପଲାରେ ” ।

ତେବେ ଏହି ଗୀତ ଟି ଏବେ ବହୁତ ହିଟ କରୁଛି । ତେବେ ଏହି ଗୀତ ଟି ରେ କଣ୍ଠ ଦାନ କରି ଛନ୍ତି , ସାନ୍ତୁନ ସାହୁ , ପ୍ରକାଶ କୁମ୍ଭ , ଶୀତଳ ସାହୁ । ଏହି ଗୀତ ଟି ଲେଖି ଛନ୍ତି , ଚିନ୍ମୟ ଭୋଇ , ଆଉ ଗୀତ ଟି ତିଆରି2 ହୋଇଛି RR ଷ୍ଟୁଡିଓ ରେ । ତେବେ ଆପଣ ମାନେ ମଧ୍ୟ ଚେଷ୍ଟା କଲେ ସିଙ୍ଗର ହୋଉ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।