viral ଭିଡ଼ିଓ – ଓଃ..କି..ଡାନ୍ସ, ଭାଇରାଲ ବୟ ଶାନ୍ତନୁଙ୍କ ପ୍ରେମରେ ପଡିଲେ କଣ୍ଠଶିଳ୍ପୀ ପ୍ରଜ୍ଞା ,ଯାହାକୁ 10 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ସାରା ଓଡ଼ିଶାରେ ବର୍ତ୍ତମାନ କୁନି କଣ୍ଠଶିଳ୍ପୀ ତଥା ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତିଙ୍କ କ୍ରେଜ୍। ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏହି କୁନି କଣ୍ଠଶିଳ୍ପୀ ଶାନ୍ତନୁ।ଆପଣମାନେ ସମସ୍ତେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଓଡ଼ିଆ ନୂଆ ସ୍ୱରର ଖୋଜ ରିଆଲିଟି ଶୋ ବିଷୟରେ ଜାଣିଥିବେ।ଏବଂ ଏହି ଶୋଟିକୁ ନିଶ୍ଚିତ ଭାବରେ ଦେଖୁଥିବେ । ତେବେ ଏହି ରିଆଲିଟ ଶୋରେ ଅଡିଶନ ଦେବାକୁ ଆସି ସାରା ଓଡ଼ିଶାରେ ଭାଇରାଲ ବୟ ପାଲଟି ଯାଇଥିଲେ ମାତ୍ର ୭ ବର୍ଷୀୟ କୁନି ପୁଅ ଶାନ୍ତନୁ କୁମାର ମହାନ୍ତି।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବାକୁ ଲାଗିଛି କୁନି ବୟ ଶାନ୍ତନୁଙ୍କର ଗୀତ । ଓଡ଼ିଶାର ନୂଆ ସ୍ଵରରେ ଅଂଶ ଗ୍ରହଣ କରି ସାରିବା ପରେ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି ଏହି ୭ ବର୍ଷୀୟ ଶାନ୍ତନୁ। ନିଜ ଗାଇକିର ଯାଦୁରେ ସାରା ଓଡ଼ିଶାବାସୀଙ୍କ ହୃଦୟ ଜିଣି ପାରିଛନ୍ତି ଏହି ଭାଇରାଲ ବୟ ଶାନ୍ତନୁ।
ବର୍ତ୍ତମାନ ସମୟରେ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ଗୋଟିଏ ପରେ ଗୋଟିଏ ଗୀତରେ କଣ୍ଠଦାନ କରିବାରେ ଲାଗିଛନ୍ତି । ଶାନ୍ତନୁଙ୍କ ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି । ତାଙ୍କର କଣ୍ଠରୁ ଗୀତ ଶୁଣିବାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି ।
କେହି କେହି ଶାନ୍ତନୁଙ୍କୁ ଓଡ଼ିଶାର ଜୁନିୟର ହ୍ୟୁମାନ ସାଗର ସହିତ ତୁଳନା କରୁଛନ୍ତି। ଶାନ୍ତନୁ କୁନି ହ୍ୟୁମାନ ସାଗର ନାମରେ ବେଶ୍ ଲୋକପ୍ରିୟତା ହାସଲ କରି ସାରିଲେଣି। ଭାଇରାଲ ବୟ ଶାନ୍ତନୁ । ତାଙ୍କର କଣ୍ଠରୁ ଗୀତ ଗୁଡ଼ିକ ଶୁଣିବାକୁ ଯେମିତି ସୁନ୍ଦର ଲାଗୁଛି ।
ଆଉ ତା ସହ ସେ ଗୀତ ଗାଇବା ସହ ଆକ୍ଟିଂକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି । ଶାନ୍ତନୁଙ୍କ ବୟସ ମାତ୍ର ୭ ବର୍ଷ। କିନ୍ତୁ ତାଙ୍କ ଗୀତ ଆଗରେ ସମସ୍ତେ ମୁଣ୍ଡ ନୁଆଇଁବା ପାଇଁ ବାଧ୍ୟ ହେବେ। ଶାନ୍ତନୁଙ୍କ ଗୀତ ଗାଇବା ଷ୍ଟାଇଲରେ ସମସ୍ତେ ଫିଦା ହେବାକୁ ଲାଗିଲେଣି।
ତେବେ ବର୍ତ୍ତମାନ ସମୟରେ ଭାଇରାଲ ବୟ ଶାନ୍ତନୁ ଏବଂ ପ୍ରସିଦ୍ଧ ସିଙ୍ଗର ପ୍ରଜ୍ଞାଙ୍କ ଏକ ପ୍ରେମ ଭରା ରିଲସ୍ ଭିଡିଓ ଜୋର୍ ସୋର୍ ଚର୍ଚ୍ଚା ଚାଲିଛି। ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ପ୍ରଜ୍ଞା ଶାନ୍ତନୁଙ୍କୁ ପଚାରୁଛନ୍ତି ହମ୍ ଦୋନୋ ବୟଫ୍ରେଣ୍ଡ୍ ଗାର୍ଲ୍ ଫ୍ରେଣ୍ଡ୍ କ୍ୟା ଉତ୍ତରରେ ଶାନ୍ତନୁ କହୁଛନ୍ତି ନୋ।
ପୁଣି ଥରେ ପ୍ରଜ୍ଞା ଶାନ୍ତନୁ ପଚାରୁଛନ୍ତି କାହିଁକି ଉତ୍ତରରେ ଶାନ୍ତନୁ କହୁଛନ୍ତି ଯେ ଗାର୍ଲ୍ ଫ୍ରେଣ୍ଡ୍ ବହୁତ ଡିମାନଣ୍ଡିଂ ହୋଇଥାନ୍ତି ଏମିତି କିଛି ମଜାଦାର କଥା ଶୁଣିବାକୁ ମିଳୁଛି ଭିଡିଓରୁ।
କେବଳ ଏତିକି ନୁହେଁ ଶାନ୍ତନୁଙ୍କ ସହିତ ପ୍ରଜ୍ଞା ଖୁବ୍ ମଜାମସ୍ତି କରୁଥିବାର ଦେଖିବାକୁ ମିଳୁଛି। ଭିଡିଓରେ ଶାନ୍ତନୁ ଷ୍ଟୁଡିଓ ଗୀତ ରେକର୍ଡିଂ ମଧ୍ୟ କରୁଥିବାର ନଜର ଆସୁଛନ୍ତି। ତେବେ ଶାନ୍ତନୁ ଏବଂ ପ୍ରଜ୍ଞାଙ୍କ ଏହି ମଜାମସ୍ତି ଭରା ଭିଡିଓକୁ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଛି। ଦର୍ଶକ ମାନେ ଶାନ୍ତନୁଙ୍କୁ ଖୁବ୍ ଭଲପାଇବା ଦେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।