viral ଭିଡ଼ିଓ-ଓଃ..କି..ଡ୍ୟାନ୍ସ,ଗୁଆଘିଅ ଗୀତରେ ନାଚିଲେ ରୁପା ଭାଉଜ ଏବଂ ପିଣ୍ଟୁ ଭାଇ,ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି!,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !
ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତଥା ସାରା ଓଡ଼ିଶାରେ କେବଳ ଗୋଟିଏ ଗୀତ କୁ ନେଇ ଧୁମ ଚର୍ଚ୍ଚା ଚାଲିଛି। ଆଉ ସେହି ଗୀତ ଟି ହେଉଛି ଗୁଆଘିଅ ସଂଗୀତ। ତେବେ ଆପଣ ଯାହା ମୋବାଇଲ ଦେଖନ୍ତୁ ସମସ୍ତ ଙ୍କ ପାଖରେ ଏହି ଗୀତ ଟି ଦେଖିବାକୁ ପାଇବେ। ଯେ କୌଣସି ଯାତ୍ରା ବା ନାଟକ ରେ ମଧ୍ୟ ଏହା ଖୁବ ଚାଲିଛି, ଏହି ଗୁଆଘିଅ ଗୀତ କୁ ନେଇ ଦିନ କୁ ଦିନ ଭିନ୍ନ ଭିନ୍ନ କମେଡ଼ି ତଥା ରିଲ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଏହି ଗୀତ ରେ ରିଲ କରି ଆମ ରୁପା ଭାଉଜ ଓ ପିଣ୍ଟୁ ଭାଇ ଖୁବ ଚର୍ଚ୍ଚା ରେ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ଭିଡ଼ିଓ ବିଷୟରେ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।
ତେବେ ଏହି ପରି ୟୁ ଟ୍ୟୁବ ଚ୍ୟାନେଲ ମଧ୍ୟରୁ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ଏକ ଚେନାଲ ଅଟେ , ଯାହା ବର୍ତ୍ତମାନ ଓଡ଼ିଶାର ନମ୍ବର ୱାନ ଚେନାଲ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ତେବେ ଏଥିରେ ଏକ ଦମ୍ପତି ତଥା ସ୍ୱାମୀ ସ୍ତ୍ରୀ ବହୁତ ଭଲ ଭଲ ଭିଡିଓ ବନାଇଥାନ୍ତି।ତେବେ ସ୍ୱାମୀ ପିଣ୍ଟୁ ଏବଂ ସ୍ତ୍ରୀ ରୁପା ଙ୍କର ଭିଡିଓ କୁ ସମସ୍ତେ ବହୁତ ଭଲ ପାଇବା ଦେଇଥାନ୍ତି।
ସେମାନଙ୍କ ର ଭିଡିଓ ବହୁତ ଭଲ କଣ୍ଟେଣ୍ଟ ଉପରେ ପର୍ଯ୍ୟବେସିତ ହୋଇଥାଏ, ଯାହାକୁ ଦେଖିବା ଲାଗି ଲୋକମାନେ ଅପେକ୍ଷା ମଧ୍ୟ କରିଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯୁଗ ଚାଲିଛି, ଲୋକମାନେ ସମସ୍ତେ ଏହାର ଉପଯୋଗ ଓ ମନୋରଞ୍ଜନ ପାଇଁ ବ୍ୟବହାର କରୁଛନ୍ତି।
କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ୟୁ ଟ୍ୟୁବ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ଏହି ଯୋଡି ବର୍ତ୍ତମାନ ଗୁଆଘିଅ ଗୀତରେ ଏକ ରିଲ ବନାଇ ବହୁତ ଚର୍ଚ୍ଚାରେ ରହିଛନ୍ତି।
ତେବେ ଭିଡ଼ିଓ ଟିରେ ଦେଖାଯାଇଛି ଯେ ରୁପା ଓ ପିଣ୍ଟୁ ବର୍ତ୍ତମାନ ଚର୍ଚ୍ଚା ରେ ଥିବା ଓଡ଼ିଆ ସଂଗୀତ “ଗୁଆଘିଅ” ରେ ଡ଼୍ୟାନ୍ସ କରିଛନ୍ତି। ସବୁଥର ପରି ଏଥର ମଧ୍ୟ ଏହି ଯୋଡ଼ି ଲୋକ ଙ୍କୁ ହସାଇବା ପାଇଁ ଏହି ଗୀତ ଟିକୁ ଏକ କମେଡ଼ି ଆନ୍ଦାଜ ରେ ଡ଼୍ୟାନ୍ସ କରିଛନ୍ତି।
ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି ଏବଂ କମେଣ୍ଟ ମଧ୍ୟ ଦେଉଛନ୍ତି।ତେବେ ଆପଣ ମଧ୍ୟ ଏହି ଯୋଡ଼ି ଙ୍କର ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।