viral ଭିଡ଼ିଓ -ଓଃ..କି..ଡ୍ୟାନ୍ସ,ସ୍ୱାମୀ ସ୍ୱାମୀ ଗୀତରେ ଗାଁ ଝିଅ ର ଜବରଦସ୍ତ dance ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ପୁଷ୍ପା ଫିଲ୍ମ ର ଯେତେ ହିଟ ହେଉଛି । ସେତେ ମାତ୍ରା ରେ ପୁଷ୍ପା ର ଗୀତ ମଧ୍ୟ ଭାଇରାଲ ହେଉଛି କାରଣ , ଭାରତ ରେ ପୁଷ୍ପା କୁ ଗୀତ କୁ ନେଇ ଲୋକ ମାନେ ଏତେ ରିଲସ କରୁ ଛନ୍ତି ତାହା ଆପଣ ମାନେ କଳ୍ପନା କରି ପାରିବେ ନାହିଁ । ରିଲସ କରିବା ସହିତ ମଧ୍ୟ ପୁଷ୍ପ ଗୀତ ରେ ମଧ୍ୟ ଲୋକ ମାନେ ଭିଡିଓ ତିଆରି କରି ଦେଉ ଛନ୍ତି । ତେବେ ମୋଟା ମୋଟୀ ଭାବରେ ଦେଖିବା ପାଇଁ ଗଲେ କେବଳ ଭାରତ ରେ ନୁହେଁ ଭାରତ ବାହାରେ ମଧ୍ୟ ପୁଷ୍ପା ଗୀତରେ ରିଲସ ତିଆରି କରୁଛନ୍ତି । ପୁଷ୍ପା କେବେ ଝୁକେଗା ନେହିଁ । ଏହି ଡାଇଲକ ଟିକୁ ଭାରତ ର ପ୍ରୟ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଏହି ଡାଇଲକ ବ୍ୟବହାର କରୁ ଛନ୍ତି । ଯାହା ଆପଣ ମାନେ ମଧ୍ୟ ବହୁତ ଲୋକ ପାଖରୁ ଶୁଣି ଥିବେ ।

ତେବେ ବାହାର ଦେଶ ର କ୍ରିକେଟ ଖେଳାଳି ମାନେ ମଧ୍ୟ ଏହି ଗୀତ ରେ ରିଲସ ତିଆରି କରୁ ଛନ୍ତି । ଭାରତ ର 70 ପ୍ରତିଶତ ଲୋକ ଏବେ ପୁଷ୍ପା ଗୀତରେ ରିଲସ ରିଆରୀ କରି ସୋସିଆଲ ମିଡ଼ିଆ ରେ ଛାଡ଼ୁଛନ୍ତି ।

ତେବେ ଗତ ଜାନୁଆରୀ ମାସ ରେ ପୁଷ୍ପା ଫିଲ୍ମ ଆସି ଥିଲା । ଏଥିରେ ଅଲୁ ଅର୍ଜୁନ ହୀର ଥିବା ବେଳେ ରଶ୍ମିକା ମଣ୍ଡନା ହିରୋଇନ ଥିଲେ । ଯାହା ସେମାନେ ଦୁଇ ଜଣ ଜବରଦସ୍ତ ଆକ୍ଟିଂଗ କରି ଥିଲେ । ତାଙ୍କୁ ଲୋକେ ମଧ୍ୟ ବହୁତ ପ୍ରଶଂସା କରି ଥିଲେ । ତେବେ ପୁଷ୍ପା ଫିଲ୍ମ ରେ ତିନୋଟି ଗୀତ ବହୁତ ଭାଇରାଲ ହୋଇ ଥିଲା , ଗୋଟେ ହେଲା ସ୍ୱାମୀ , ଆଉ ଗୋଟେ ହେଲା ଶ୍ରୀ ବୋଲି , ଆଉ ଗୋଟେ ହେଲା ଉ ଅଣ୍ଟା ବା ମାମା ।

ଏହି ତିନୋଟି ଗୀତରେ ଲୋକେ ଆଜି ପର୍ଯ୍ୟନ୍ତ ରିଲସ ତିଆରି କରୁ ଛନ୍ତି । ଏହି ଗୀତ ଗୁଡିକୁ ମଧ୍ୟ ଲୋକେ ବହୁତ ଭଲ ପାଇବା ଦେଇ ଛନ୍ତି । ବୋଲିଉଡ଼ ଇଣ୍ଡଷ୍ଟ୍ରି ରେ ଯେତେ ଫିଲ୍ମ ଆସିଛି ପୁଷ୍ପା ଫିଲ୍ମ ଭଳି ଆଉ କେହି ଫିଲ୍ମ ଭାଇରାଲ ହୋଇ ନାହିଁ ।

କାରଣ ଆଜି ଏକ ଭିଡିଓ ଭାଇରାଲ ହୋଇଛି , କ୍ରୀତନ ରେ ମଧ୍ୟ ଶ୍ରୀ ବୋଲି ଗୀତ ରେ ଡ୍ୟାନ୍ସ କରୁ ଛନ୍ତି । ପୁଷ୍ପା ଫିଲ୍ମ କୁ ଦେଖି ମଧ୍ୟ ଲୋକେ ଜଙ୍ଗଲ ରୁ କାଠ ଚୋରି କଲେଣି । ଯାହା ହେଲେ ମଧ୍ୟ ପୁଷ୍ପା ପୁରା ଭାଇରାଲ ହୋଇ ଯାଇଛି ।

 ଆଜି ଏକ ଭିଡିଓ ଭାଇରାଲ ହୋଇଛି , ଗୀତ ଟି ହେଉଛି ସ୍ୱାମୀ ଗୀତ , ଆଉ ତାଙ୍କ ନାମ ହେଉଛି ମୋନାମୀ ଘୋଷ । ମୋନାମୀ ଘୋଷ ଙ୍କର ବୟସ 17 ବର୍ଷ କିନ୍ତୁ ତାଙ୍କ ନାଚ ଦେଖିଲେ ଲାଗିବ 21 ବର୍ଷ ର ଝିଅ ଗୋଟେ ଆପଣଙ୍କ ଆଗରେ ନାଚୁଛି । ତେବେ ଆପଣ ମାନେ ଏହି ଗୀତ କୁ ଉପଭୋଗ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।