viral ଭିଡ଼ିଓ- ନୂଆ ନୂଆ ଶାଶୁ ଘରେ ଯାଇ ଓଡ଼ିଆ ସିରିଏଲ ଜଗତର କୁଇନ ଗୁନୁଗୁନୁ ଏବେ ଛୋଟ ଛୋଟ ରିଲସ କରି , ଓଡ଼ିଶାର ଅଗଣିତ ଦର୍ଶକ ଙ୍କ ମନ କିଣି ନେଇ ଛନ୍ତି।ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ ,ଦେଖନ୍ତୁ full ଭିଡ଼ିଓ ।

ଜଣେ ମଣିଷ ପାଖରେ ଟିକେ ହେଲେ କଳା ଥିଲେ , ସେ ଯୋଉଠି ଥାଉ ତାର କଳା ସେ ପ୍ରଦର୍ଶନ କରି ଥାଏ । ସେ ଆମେରିକା ରେ ଥାଉ କି ଇଂଲଣ୍ଡ ରେ ଥାଉ ତା ପାଖରେ ଯଦି ଟିକେ କଳା ଥିବ ନା ସେ ଏ ଦୁନିଆ କୁ ଦେଖେଇ ଦେଵ । ତେବେ ଆଜି କାଲି ଡିଜିଟାଲ ଦୁନିଆରେ ଜଣେ ଲୋକ ଫେମସ ହେବା ପାଇଁ ତା ପାଖରେ ଗୋଟେ ମୋବାଇଲ ଥିବା ଯଥେଷ୍ଟ ।

କାରଣ ଏଇ ମୋବାଇଲ ର ଭିଡିଓ କେତେ କ୍ଷିପ୍ର ବେଗରେ ଗତି କରେ ତାହା କେହି କହି ପାରେ ନାହିଁ । ଆପଣ ମାନେ ସେହି ଛୋଟ ପିଲା କଥା ଥରେ ଭାବନ୍ତୁ । ଯେଉଁ ପିଲା ଟି ବଚପନ କା ପ୍ୟାର ଗୀତ ଗାଇ ଥିଲେ , ଆଉ ମୋବାଇଲ ରେ ଛାଡି ଦେଇ ଥିଲେ । ଦେଖନ୍ତୁ ତାଙ୍କୁ ଆଜି ସାରା ଭାରତ ଜାଣିଚି । ସେହି ଛୋଟ ପିଲା ର ଗୀତ ମଧ୍ୟ ଆଜି ସାରା ଭାରତ ଗାଉଛି । ତେଣୁ ଯେମିତି ଗୋଟେ ଇଲେକ୍ଟ୍ରି ତାର ରେ କରେଣ୍ଟ ଯାଇ ଥାଏ , ଠିକ ସେହି ଭଳି ଗୋଟେ ଭିଡିଓ ମଧ୍ୟ ଭାଇରାଲ ହୋଇ ଥାଏ । ଏଥିରେ ସନ୍ଦେହ ନାହିଁ ।

ଆଜି ଆମେ ଆପଣଂକୁ ସେହି କଳା କାର ବିଷୟ ରେ କହିବା ପାଇଁ ଯାଉଛୁ ଯିଏ କି ସିରିଏଲ ଦୁନିଆରେ ସେ ଜଣେ କୁଇନ । ତାଙ୍କ ବିନା ସିରିଏଲ ଅଧୁରା । ସେ ଅନେକ ସିରିଏଲ କରି ଛନ୍ତି । ତାଙ୍କ ନାମ ଗୁନୁଗୁନୁ । ତାଙ୍କର ଏବେ ନୂଆ ବିବାହ ହୋଇଛି । ସେ ବହୁତ ବଡ଼ ଘରେ ବିବାହ କରି ଛନ୍ତି ।

କିନ୍ତୁ ସେ ଜଣେ ଗରିବ ଝିଅ । ବହୁତ କଷ୍ଟ କରି ସେ ଏହି ସିରିଏଲ ଦୁନିଆରେ ପାଦ ରଖି ଥିଲେ । ଆଉ ପରେ ସେ ଆଙ୍କରିଂ କରୁ ଥିଲେ । ତେବେ ତାଙ୍କ ଆଙ୍କରିଂ ବହୁତ ଥର ଟିଭି ପରଦା ରେ ଦେଖିବା ପାଇଁ ମିଲି ଥିଲା । ତେବେ ତାଙ୍କୁ ଏ ସାରା ଓଡିଶା ଜଣେ ।

ତେବେ ଶାଶୁ ଘରକୁ ଗଲା ପରେ , ସେ ସମ୍ପୂର୍ଣ୍ଣ ରୂପେ ସିରିଏଲ ଦୁନିଆ ଛାଡି ଦେଇ ଥିଲେ । ତାଙ୍କୁ ଆଉ ଟିଭି ରେ ଦେଖିବା ପାଇଁ ମିଳି ନ ଥିଲା । କିନ୍ତୁ ତାଙ୍କୁ ଏବେ ଛୋଟ ଛୋଟ ରିଲସ କରୁ ଥିବାର ଦେଖିବା ପାଇଁ ମିଳୁଛି । ସେ ଏବେ ଶାଶୁ ଘରେ ରହି ଛୋଟ ଛୋଟ ରିଲସ କରୁ ଛନ୍ତି ।

ସାଧାରଣ ଭାବରେ ଦେଖିବା ପାଇଁ ଗଲେ ଝିଅ ତାର ବାପ ଘରେ ଯେତେ ସ୍ୱାଧୀନ ରେ ଥିଲେ ଶାଶୁ ଘରେ ସେତେ ସ୍ୱାଧୀନ ରେ ରହେ ନାହିଁ । ସେଥି ପାଇଁ ସେ ଆଉ ସିରିଏଲ କରୁ ନ ଥିଲେ । କିନ୍ତୁ ଏବେ ତାଙ୍କୁ ଛୋଟ ଛୋଟ ରିଲସ କରିବାରେ ଦେଖିବା ପାଇଁ ମିଳୁଛି । ତେବେ ଏହା ଥିଲା ସେହି ଭାଇରାଲ ଭିଡିଓ , ବହୁତ ଲୋକ ଏହାକୁ ପ୍ରଶଂସା କରି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।