viral ଭିଡ଼ିଓ-ନିର୍ବାଚନ ପୂର୍ବରୁ ଚର୍ଚ୍ଚା ରେ MLA ପାର୍ଥି ଙ୍କର ଡ଼୍ୟାନ୍ସ ଭିଡ଼ିଓ ଏହି,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଭୋଟ ପୂର୍ବରୁ ଭାଇରଲ ହେଉଛି ମହିଳା ବିଧାୟିକା ପାର୍ଥି ଙ୍କର ଡ଼୍ୟାନ୍ସ ଭିଡ଼ିଓ, ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଧୁମ ଚର୍ଚ୍ଚା ଚାଲିଛି।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ନିର୍ବାଚନ ର ସମୟ ଚାଲିଛି, ଆଉ ଏହି ସମୟରେ ସବୁ ଦଳ ର ପାର୍ଥି ମାନେ ଭୋଟ ପ୍ରଚାର କରିବାକୁ ଲାଗୁଛନ୍ତି। କିପରି ଭାବରେ ନିର୍ବାଚନ ରେ ଜିତିବେ ସେ ନେଇ ଚାଲିଛି ଜୋର ଦାର ପ୍ରଚାର ।କିନ୍ତୁ ଏହି ସମୟ ରେ ଜଣେ ମହିଳା MLA ପାର୍ଥି ଙ୍କର ଡ଼୍ୟାନ୍ସ ଭିଡ଼ିଓ କୁ ନେଇ ଚର୍ଚ୍ଚା ଚାଲିଛି ସୋସିଆଲ ମିଡ଼ିଆ ରେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଉତ୍ତର ପ୍ରଦେଶ ର ରାଜକନିକା ବିଧାନସଭା ରୁ ବିଧାୟିକା ଭାବରେ ନିର୍ବାଚନ ଲଢ଼ୁଥିବା ସମାଜବାଦୀ ଦଳ ର MLA ଙ୍କର ଡ଼୍ୟାନ୍ସ ଭିଡ଼ିଓ ଭାଇରଲ ହେଉଛି।

ତେବେ ସେହି ମହିଳା ବିଧାୟିକା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ ର ଚନ୍ଦ୍ରାବତୀ ବର୍ମା।ତେବେ ଭୋଟ ପୂର୍ବରୁ ତାଙ୍କର ଏହିପରି ଦୁଇଟି ଡ଼୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଗୋଟିଏ ଭିଡ଼ିଓ ରେ ଚନ୍ଦ୍ରବତୀ ବର୍ମା ଙ୍କୁ ଦୁଇ ଜଣ ବାନ୍ଧବୀ ଙ୍କ ସହ ଏକ ହିନ୍ଦୀ ସିନେମା ଗୀତରେ ଡ଼୍ୟାନ୍ସ କରୁଥିବା ର ଦେଖିବା କୁ ମିଳିଛି।

ଏବଂ ଅନ୍ୟ ଏକ ଭିଡ଼ିଓ ରେ ବିଧାୟିକା ପାର୍ଥି ଙ୍କୁ ସୁଇମିଂଗ ପୋଲ ରେ ସୁଇମିଂଗ ଡ୍ରେସ ପିନ୍ଧି ଥିବା ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ତେବେ ନିର୍ବାଚନ ର ପୂର୍ବରୁ ସେ ନିର୍ବାଚନ ପ୍ରଚାର ନ କରି ନିଜର ଭିଡ଼ିଓ ପ୍ରଚାର କରୁଛନ୍ତି ନେଇ ପ୍ରଶ୍ନବାଚୀ ଉଠୁଛି।

ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ ଯେ ଚନ୍ଦ୍ରାବତୀ ଜଣେ ଜିମ ସେଣ୍ଟର ର ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି। ତେବେ ଉତ୍ତର ପ୍ରଦେଶ ର ଏକ ଅନୁସୂଚିତ ଜାତି ବର୍ଗ ର ହୋଇଥିବା ରୁ ଚଳିତ ନିର୍ବାଚନ ରେ ତାଙ୍କୁ ସମାଜବାଦୀ ପାର୍ଟି ତରଫରୁ MLA ପଦବୀ ପାଇଁ ରାଜକନିକା ଆସନ କୁ ଛିଡା ହୋଇଛନ୍ତି।

ତେବେ ଚନ୍ଦ୍ରାବତୀ ଙ୍କର ପରିବାର ରେ କେହି ରାଜନୈତିକ ଦଳ ସହ ସଂଯୋଗ ରେ ନଥିଲେ ମଧ୍ୟ ତାଙ୍କର ଇଚ୍ଛା ଏବଂ ତାଙ୍କ ସ୍ୱାମୀ ଙ୍କର ଭରସା କୁ ନେଇ ସେ ନିର୍ବାଚନ ରେ ଲଢେଇ କରୁଛନ୍ତି। ତେବେ କୁହାଯାଇଛି କି ସେ ଯୁକ୍ତ ଦୁଇ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ଜିମ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି।

ଏବଂ ସେ ଭଲପାଇଥିବା ତାଙ୍କ ଜୀବନ ସାଥି ଙ୍କୁ ବିବାହ କରିଛନ୍ତି। ତେବେ ସରକାର ଙ୍କର ନିୟମ ଅନୁଯାୟୀ ଏଥର ଉତ୍ତର ପ୍ରଦେଶ ର MLA ପାର୍ଥି ଅନୁସୂଚିତ ଜାତି ରୁ ହେବାର ଥିଲା ,ତେଣୁ ଚନ୍ଦ୍ରାବତୀ ଙ୍କୁ ପାର୍ଥି ଭାବରେ ସମାଜବାଦୀ ପାର୍ଟି ଟିକେଟ ଦେଇଛନ୍ତି। କିନ୍ତୁ ଭୋଟ ପୂର୍ବରୁ ତାଙ୍କର ଏହିପରି ଭିଡ଼ିଓ ଭାଇରଲ ହେବରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।