viral ଭିଡ଼ିଓ-ନିଜ ପ୍ରେମିକା କୁ ପାଇବା ପାଇଁ କେତେ କଷ୍ଟ କରିଥିଲେ Ollywood Comedian ଗୁଡ଼ୁ ଓ ପତ୍ନୀ ପ୍ରିୟଙ୍କା ଙ୍କର ପ୍ରେମ କାହାଣୀ,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !
ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ସମ୍ପର୍କ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଯଦି ଦୁହେଁ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ହୋଇଥିବେ ଏବଂ ପରସ୍ପର ପ୍ରେମ ବିବାହ କରିଥିବେ, ତେବେ ତାଙ୍କର ବୈବାହିକ ସମ୍ପର୍କରେ କିଛି ବି ହେଲେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିବା ସାଧାରଣ ଅଟେ।
ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ଜଣେଇଦେଉଛୁ ଯେ, ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ସିରିଏଲ ଓ ଫିଲ୍ମ ଭଳି ଆମ ଓଡ଼ିଆ ଫିଲ୍ମ ମଧ୍ୟ ବେଶ ଉନ୍ନତି କରିଲାଣି। ଆଉ ଆମ ଓଡ଼ିଶା ଅଭିନେତ୍ରୀ ଓ ଅଭିନେତା ମାନେ ତଥା ସିରିଏଲ ଜଗତ ର ସୁନ୍ଦରୀ ମାନଙ୍କ ର ରୂପ ଓ ସେମାନଙ୍କ ର ଅଭିନୟ ପାଇଁ ଲୋକ ଙ୍କ ମନରେ ଘର କରିଛନ୍ତି।
ତେବେ ସେମାନେ ସବୁବେଳେ ନିଜର ଫୋଟ ଓ ଭିଡିଓ କୁ ନେଇ ଚର୍ଚ୍ଚା ରେ ରୁହନ୍ତି।ତେବେ ବର୍ତ୍ତମାନ ଆମ ଓଲିଉଡ ସୁପରହିଟ କମେଡ଼ିଆନ ଯୋଡ଼ି ଗୁଡୁ ଓ ପ୍ରିୟଙ୍କା ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛନ୍ତି।
ତେବେ ଆଜ୍ଞା ଆପଣ ଜାଣିଥିବେ କି ଆଜି ଫେବୃଆରୀ ୧୪ ତାରିଖ ହେଉଛି ପ୍ରେମର ଦିବସ ଯାହାକୁ ସମସ୍ତେ ଭଲେଣ୍ଟାଇନ ଡେ ଭାବ ରେ ପାଳନ କରିଥାନ୍ତି। ତେବେ ଏହି ପ୍ରେମ ର ଦିବସ ଉପଲକ୍ଷେ ଆମେ ଆଜି ଆପଣ ଙ୍କୁ ଆମ କମେଡ଼ିଆନ ଗୁଡୁ ଓ ତାଙ୍କର ସ୍ତ୍ରୀ ପ୍ରିୟଙ୍କା ଙ୍କର ପ୍ରେମ କାହାଣୀ ତଥା ତାଙ୍କର ବୈବାହିକ ଜୀବନ ବିଷୟରେ ଜଣେଇବୁ। ତେବେ ଭଲେଣ୍ଟାଇନ ଡେ ଉପଲକ୍ଷେ,”ଗୁଡୁ ତାଙ୍କର ପତ୍ନୀ ପ୍ରିୟଙ୍କା ଙ୍କୁ କହିଛନ୍ତି କି ତୁମେ ହିଁ ମୋ ଆରମ୍ଭ ତୁମେ ହିଁ ଶେଷ”।ଏହା କହି ସେ ପ୍ରିୟଙ୍କା କୁ ଗେହ୍ଲ କରିଛନ୍ତି।ଯାହାର ଭିଡ଼ିଓ ଟି ବର୍ତ୍ତମାନ ଚାରି ଆଡ଼େ ଭାଇରଲ ହେଉଛି।
ତେବେ ଗୁଡୁ କହିଛନ୍ତି କି ସେ ପ୍ରିୟଙ୍କା କୁ ପାଇ ବହୁତ ଖୁସି ଅଛନ୍ତି କାରଣ ପ୍ରିୟଙ୍କା ଙ୍କ ଖୁସି ପାଇଁ ତାଙ୍କୁ ବହୁତ ବଡ଼ ବଡ଼ କିଛି ଜରିବା କୁ ପଡେ ନାହିଁ।ଛୋଟ ପିଲା ଙ୍କ ପରି ତାଙ୍କୁ କୁକ୍କୁରି , ଚକଲେଟ ତଥା ଗୋଟିଏ ଥମସ୍ୱପ ଦେଇଦେଲେ ସେ ବହୁତ ଖୁସି ହୋଇଯାଇଥାନ୍ତି। ଆଉ ଆମ ଦି ଜଣ ଙ୍କର ବିବାହ କୁ ମାତ୍ର ୬ ମାସ ହେଲା କିନ୍ତୁ ମୁଁ ତା ପାଖରୁ ସବୁ ଖୁସି ପାଇଛି ଖାଲି ଆଉ କିଛି ଦିନ ପରେ ଆମର ଗୋଟେ କୁନି ପିଲା ଆସିଲେ ସରିଲା ।
ସେହିଭଳି ପ୍ରିୟଙ୍କା କହିଛନ୍ତି କି ଗୁଡୁ ଙ୍କ ପରି ସ୍ୱାମୀ ତଥା ତାଙ୍କ ପରିବାର ପରି ପରିବାର ତାଙ୍କୁ ମିଳିଥିବା ରୁ ସେ ବହୁତ ଭାଗ୍ୟବାନ ଅଟନ୍ତି। ଯେତିକି ଭଲ ପାଇବା ସେ ଗୁଡୁ ଓ ପରିବାର ଠାରୁ ପାଇଛନ୍ତି ତାହା ତାଙ୍କୁ ଆଉ କେହି ବି ଦେଇପାରିବେ ନାହିଁ। ଆମେ ଦୁହେଁ ସବୁ ଦିନ ଏହିପରି ଖୁସି ରେ ରହିବୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।