viral video-new twist ରାନୀ ପଣ୍ଡା କହିଲେ,ତାଙ୍କ ପରି କେହି ପ୍ରେମ କରି ନାହାନ୍ତି । ପ୍ରେମ କଲେ ବଡ଼ ବାମ୍ଫ ନେବାକୁ ପଡେ ବୋଲି କହିଲେ ରାନୀ ପଣ୍ଡା ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ରାନୀ ପଣ୍ଡା କହିଲେ , ତାଙ୍କ ପରି କେହି ଏ ଦୁନିଆ ରେ ପ୍ରେମ କରି ନାହାନ୍ତି । ପ୍ରେମ କଲେ ବଡ଼ ବାମ୍ଫ ନେବାକୁ ପଡି ଥାଏ ବୋଲି ରାନୀ ପଣ୍ଡା କହିଲେ । ତେବେ ସେ ଆଜି ମିଡ଼ିଆ ସାମ୍ନା ରେ ସୌମ୍ୟ ଓ ସୋନାଲି ଙ୍କ ବିଷୟ ରେ କହି ଛନ୍ତି । ସେ କହି ଛନ୍ତି ଯଦି ନାରୀ ମାନଙ୍କ ପାଇଁ ପ୍ରେମ ପାଇଁ ଆଇନ ରହିଛି , ତାହାଲେ ଗୋଟେ ପୁରୁଷ ପାଇଁ କାହିଁକି ରହିବ ନାହିଁ । ଏହା ସମ୍ବିଧାନ ରେ ରହିବା ନିହାତି ଆବଶ୍ୟକ ।

କେବଳ ସେତିକି ନୁହେଁ ରାନୀ ପଣ୍ଡା ଆହୁରି ମଧ୍ୟ କହି ଛନ୍ତି । ଏହି ଘଟଣା ରେ ଝିଅ ର 90 ପ୍ରତିଶତ ଭୁଲ ରହୁଛି ଆଉ ପୁଅ ର 10 ପ୍ରତି ସତ ଭୁଲ ରହିଛି ବୋଲି ରାନୀ ପଣ୍ଡା କହି ଛନ୍ତି । କାରଣ ଗୋଟେ ହାତ ରେ ତାଲି ବାଜେ ନାହିଁ ବୋଲି ସେ କହି ଛନ୍ତି । ପୁଅ ର ଏହି ଭୁଲ ଯେ ସେ ତ ଦେଖିବା ପାଇଁ ବହୁତ ସୁନ୍ଦର । ତାଙ୍କୁ ଆଉ କୋଉ ଝିଅ ମଧ୍ୟ ମିଳି ପାରି ଥାନ୍ତି । କିନ୍ତୁ ସେ ଆତ୍ମହତ୍ୟା ପଦକ୍ଷେପ ନେବା ତାର ସବୁ ଠାରୁ ବଡ଼ ଭୁଲ ।

ତେବେ ସେ ଏହା ମଧ୍ୟ କହି ଛନ୍ତି , ଯେ ଥରେ ଯାହାକୁ ପ୍ରକୃତ ଭଲ ପାଇଛି ତାକୁ ଭୁଲିବା ମଧ୍ୟ ବହୁତ କଷ୍ଟ । କାରଣ ସେ ଯେତେ ବେଳେ ଯେଉଁ କାମ କରୁ ଥିଲେ ମଧ୍ୟ ତାକୁ କେବଳ ସେ ଝିଅ ଦେଖା ଯାଉ ଥିବ ।

ତେଣୁ ଭୁଲିବା ବହୁତ କଷ୍ଟ । ଯାହା ଫୋଳରେ ସୌମ୍ୟ ଭାବିଲେ କି ମୋ ଜୀବନ ରେ ଆଉ କିଛି ନାହିଁ । ମୁଁ ଆଉ କାହା ପାଇଁ ବଞ୍ଚିବି । ସେଥି ପାଇଁ ସେ ଆତ୍ମହତ୍ୟା କରି ଦେଲେ । ତେଣୁ ରାନୀ ପଣ୍ଡା କହୁ ଛନ୍ତି , ସେ ପୋଲିସ ଚୁପ ବସିଛି କଣ ପାଇଁ , କିଛି କାର୍ଯ୍ୟାନୁଷ୍ଠାନ କଣ ପାଇଁ ନେଉ ନାହିଁ । ସୋନାଲି ତା ଭୁଲ ପାଇଁ ନିହାତି ଶାସ୍ତି ପାଇବା ଦରକାର । ଏହା ରାନୀ ପଣ୍ଡା କହି ଛନ୍ତି ।


ତେବେ ସେ ସୋନାଲି କୁ ଆଖି ଆଗରେ ରଖି କହି ଛନ୍ତି ଆଜି କାଲି ର ଝିଅ ସବୁ ସମୟ ରେ ତାଙ୍କୁ ମୋଟା ଦରକାର । ମୋଟା ଅଙ୍କର ଟଙ୍କା ଦରକାର । ଆଉ ରାତ୍ରି ରେ ହୋଟେଲେ କାଟି ସାରିଲେ ସମ୍ପର୍କ ମଧ୍ୟ ସରିଲା ।

ଏମାନେ ସାର୍ଟ ବଦଳେଇବା ପରି ଟୋକା ବଦଳେଇ ଥାନ୍ତି । ତେଣୁ ଏମାନଙ୍କ କବଳ ରେ ଯିଏ ପଡିବ ସେ ପୁରା ବର୍ବାଦ ହୋଇ ଯିବ । ଆଜି ଯେମିତି ସୌମ୍ୟ ଚାଲି ଗଲା ଆର ପାରିକୁ , ଯେମିତି ଆଉ କେହି ସେମିତି ନ ହୋଇରାଣ ହୋଉନ୍ତି ରାନୀ ପଣ୍ଡା କହି ଛନ୍ତି । ତେଣୁ ସୋନାଲି କୁ ଉଚିତ ଶିକ୍ଷା ମିଳିବା ନିହାତି ଦରକାର । ନହେଲେ ଝିଅ ମାନେ ଆଉ ଡରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।