viral ଭିଡ଼ିଓ -ନଦୀ କୂଳରେ ବସି ଥିଲେ ଦୁଇଜଣ ଝିଅ ଜଣେ ପୁଅ , ହଟାତ ଗୋଟେ ଟୋକା ଆସି ଖରାପ ଭାଷା ରେ ଗାଳି ଦେଲା , ତା ପରେ କଣ ହେଲା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜି କାଲି ଦୁନିଆରେ ଆମେ ପ୍ରକୃତ ପ୍ରେମ କାହାକୁ କହିବା । ପ୍ରକୃତ ପ୍ରେମ କୋଉଠି ଦେଖିବା ପାଇଁ ମିଳି ଥାଏ । ପ୍ରଥମେ ମା ଓ ପିଲା ର ପ୍ରକୃତ ପ୍ରେମ ଦେଖିବା ପାଇଁ ମିଳି ଥାଏ । ଦ୍ୱିତୀୟ ରେ ଭାଇ ଓ ଭଉଣୀ ଠାରେ ପ୍ରକୃତ ପ୍ରେମ ଦେଖିବା ପାଇଁ ମିଳି ଥାଏ ଏବଂ ତୃତୀୟ ରେ ପ୍ରେମିକ ଓ ପ୍ରେମିକା ଭିତରେ ପ୍ରକୃତ ପ୍ରେମ ଦେଖିବା ପାଇଁ ମିଳି ଥାଏ।

ତେବେ ଆଜି କାଲି ଦୁନିଆରେ ମା , ବାପା , ଭଉଣୀ କୁ ଛାଡି ଦେଲେ ଆଉ କାହାରି ପାଖରେ ପ୍ରକୃତ ପ୍ରେମ ଦେଖିବା ପାଇଁ ମିଳୁ ନାହିଁ । ଆଜି କାଲି ଦୁନିଆରେ ବହୁତ ଲୋକ ପ୍ରେମ କରୁଛନ୍ତି , କିନ୍ତୁ ସେଗୁଡିକ ସବୁ ଲୋକ ଦେଖାଣିଆ ପ୍ରେମ , କିମ୍ବା କିଛି ସ୍ୱାର୍ଥ ପାଇଁ ମଧ୍ୟ ପ୍ରେମ କରୁ ଛନ୍ତି । ଜଣେ ପୁଅ ଯଦି ଗୋଟେ ଝିଅ କୁ ଭଲ ପାଉଛି ତାହାଲେ ଜାଣନ୍ତୁ , ଏଥିରେ କିଛି ସ୍ୱାର୍ଥ ରହିଛି । ଯଦି ଗୋଟେ ଝିଅ ପୁଅକୁ ଭଲ ପାଉଛି ଜାଣନ୍ତୁ ଏଥିରେ ମଧ୍ୟ ଗୋଟେ ସ୍ୱାର୍ଥ ଅଛି ।

ଦ୍ୱାପର ରେ ନାମ ଗୋଟିଏ , ରାଧା କଂହେଇ ପ୍ରେମ , ତ୍ରେତୟା ରେ ନାମ ଗୋଟିଏ , ରାମ ସୀତା ପ୍ରେମ , କିନ୍ତୁ କୋଳି ଯୁଗ ରେ ପ୍ରେମ ଗୋଟିଏ କେବଳ ସ୍ୱାର୍ଥ ପାଇବା ପାଇଁ । ତେଣୁ ଆଜି ଆମେ ଯେଉଁ କଥା କହିବା ପାଇଁ ଯାଉଛୁ , ତାହା ଜଗତସିଂହ ପୁର ଜିଲ୍ଲା ରେ ଦେଖିବା ପାଇଁ ମିଳିଛି । ଜଣେ ଝିଅ ଆଉ ଜଣେ ପୁଅ ଗୋଟେ ନଦୀ କୂଳକୁ କଥା ହେବା ପାଇଁ ଯାଇ ଥିବା ସମୟରେ , କିଛି ଟୋକା ଯାଇ ତାଙ୍କୁ ପିଟି ଥିଲେ ଆଉ ବିଭିନ୍ନ ଖରାପ ଭାଷା ରେ ମଧ୍ୟ ଗାଳି ଦେଇ ଥିଲେ । ତେବେ ଆସନ୍ତୁ1 ପୁରା ଘଟଣା ଟି ଜାଣିବା । ଶମ୍ଭୁ ନାମକ ଏକ ପିଲା ଜଗତସିଂହପୁର ଜିଲ୍ଲା ସରକାରୀ କଲେଜ ରେ ପାଠ ପଢୁ ଥିବା ସମୟ ରେ , ଲିପ୍ସା ନାମକ ଝିଅ ମଧ୍ୟ ସେହି କଲେଜ ରେ ପାଠ ପଢୁ ଥିଲେ।


ତେବେ ସେମାନେ ଦୁଇ ଜଣ ଗୋଟିଏ ଅନର୍ସ ରେ ପାଠ ପଢୁ ଥିଲେ । ସେମାଙ୍କ ର ଏବେ +3 final year ହୋଇ ଥିଲା । ସେମାନେ ଦୁହେଁ ଦୁହିଁ କୁ 2 ବର୍ଷ ହେଲା ଚିହିଁ ଲେଣି । ପରୀକ୍ଷା ରେ ମଧ୍ୟ ଏକାଠି ବସନ୍ତି । ତେବେ ଗୋଟିଏ ଦିନ ସେମାନେ ନଇଁ କୂଳକୁ ବୁଲିବା ପାଇଁ ଯାଇ ଥିଲେ , ତାଙ୍କ ସହିତ ଆଉ ଜଣେ ଝିଅ ମଧ୍ୟ ସେହି ନଈ କୂଳକୁ ଯାଇ ଥିଲା ।

ସେମାନେ ବସି କଥା ହେଉ ଥିବା ସମୟରେ ଜଣେ ଟୋକା ଆସି ତାଙ୍କୁ ଖରାପ ଭାଷା ରେ ଗାଳି ଦେଇ ଥିଲା । ତେବେ ଝିଅ ଟି ମଧ୍ୟ ଭୁଲ ମାଗି ଥିଲା । ଭୁଲ ମାଗିଲା ପରେ ମଧ୍ୟ ଟୋକାଟି ଗାଳି ଦେଇ। ଥିଲା । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଟି ଭାଇରାଲ ହେବା ପରେ ମଧ୍ୟ , ପୋଲିସ କିଛି କରୁନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।