viral video-ମୁଁହ ଖୋଲିଲେ ଅଭିନେତ୍ରୀ ସୁପ୍ରିୟା….କହିଲେ ରିଆଲିଟି ସୋ ର ଭିତର କଥା….ତେବେ ଜାଣନ୍ତୁ ପ୍ରକୃତରେ ରିଆଲିଟି ସୋ ରେ କଣ କଣ ସବୁ ହୋଇଥାଏ…. ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ…….
ବର୍ତ୍ତମାନ ସିନେମା ଏବଂ ସିରିଏଲ ଠାରୁ ଅଧିକ ଲୋକପ୍ରିୟ ତଥା ଆକର୍ଷଣୀୟ ଲୋକମାନ ଙ୍କୁ ରିଆଲିଟି ସୋ ସବୁ କରିଥାନ୍ତି। ତେବେ ଆପଣ ମାନେ ମଧ୍ୟ ଦେଖୁଥିବେ କି ହିନ୍ଦୀ ଟିଭି ସୋ ପରି ଧୀରେ ଧୀରେ ଓଡ଼ିଆ ଟିଭି ସୋ ରେ ମଧ୍ୟ ଗୋଟିଏ ପରେ ଗୋଟିଏ ରିଆଲିଟି ସୋ କରି ଆସୁଛନ୍ତି ।ଆଉ ସବୁଠାରୁ ପ୍ରଶଂସନୀୟ କଥା ଏହା କି ଯେ ଏହି ରିଆଲିଟି ସୋ ମାଧ୍ୟମ ରେ ବଡ଼ ବଡ଼ ସିନେମା ଷ୍ଟାର ମାନେ ଅନେକ ଛୋଟ ଛୋଟ କଳାକାର ଙ୍କୁ ନିଜ ଜୀବନ ରେ ସଫଳତା ହାସଲ କରିବା ରେ ସାହାଯ୍ୟ ମଧ୍ୟ କରୁଛନ୍ତି।
ତେବେ ବର୍ତ୍ତମାନ ତରଙ୍ଗ ଟିଭି ରେ ଅନ୍ୟ ଏକ ରିଆଲିଟି ସୋ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ରିଆଲିଟି ସୋ ଟି ଆପଣ ସମସ୍ତ ଙ୍କର ପ୍ରିୟ ଅଭିନେତା ତଥା ବର୍ତ୍ତମାନ ର ସଂସଦ ଅନୁଭବ ମହାନ୍ତି ହଷ୍ଟ କରିବାକୁ ଯାଉଛନ୍ତି।
ଏବଂ ଏହି ରିଆଲିଟି ସୋ ର ନାମ ହେଉଛି,”ଦାଦାଗିରି ହୃଦୟ ରୁ”।ତେବେ ଏହି ରିଆଲିଟି ସୋ ବିଷୟ ରେ ବର୍ତ୍ତମାନ ପ୍ରାୟ ଚର୍ଚ୍ଚା ଚାଲିଛି।ତେବେ ଅନୁଭବ ଙ୍କର ଏହି ରିଆଲିଟି ସୋ କୁ ନେଇ ମୁଁହ ଖୋଲିଛନ୍ତି ଅଭିନେତ୍ରୀ ସୁପ୍ରିୟା, ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ସେ ଅନୁଭବ ଙ୍କର ଏହି ନୂଆ ଇନିସିଏଟିଭ ବିଷୟ ରେ।
ତେବେ ବନ୍ଧୁଗଣ ଆପଣ ମାନେ ଆମ ଚୁଲବୁଲି ଅଭିନେତ୍ରୀ ତଥା ହିରୋଇନ ସୁପ୍ରିୟା ଙ୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ। ସେ ମଧ୍ୟ ଏକ ରିଆଲିଟି ସୋ ମାଧ୍ୟମ ରେ ଓଡ଼ିଆ ସିନେମା ରେ ପାଦ ଦେଇଥିଲେ ,ଆଉ ବର୍ତ୍ତମାନ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। ତେବେ ସୁପ୍ରିୟା ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଦ୍ଵାରା ଅନୁଭବ ଙ୍କ ଦ୍ଵାରା ଆରମ୍ଭ ହେଉଥିବା ନୂଆ ରିଆଲିଟି ସୋ, ଦାଦାଗିରି ହୃଦୟ ରୁ ବିଷୟ ରେ ମୁଁହ ଖୋଲି କହିଛନ୍ତି।
ତେବେ ଅଭିନେତ୍ରୀ ସୁପ୍ରିୟା କହିଛନ୍ତି କି, ଏହି ରିଆଲିଟି ସୋ , “ଦାଦାଗିରି ହୃଦୟ ରୁ” ଟି ଅନ୍ୟ ସମସ୍ତ ସୋ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ୱତନ୍ତ୍ର ଅଟେ। ଏହା ଲୋକ ମାନ ଙ୍କୁ ଓଡ଼ିଶା ରେ ରିପ୍ରେଜେଣ୍ଟ କରିବ ନାହିଁ ବରଂ ଲୋକ ମାନେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଶା କୁ ଦେଖାଇବେ। ଏହି ରିଆଲିଟି ସୋ ମାଧ୍ୟମ ରେ ଆପଣ ପ୍ରକୃତ ଓଡ଼ିଶାର ପୁଅ କୁ ଜାଣିବେ ଓ ତାର କମାଲ ଦେଖିବେ। ତେବେ ମୁଁ ଅନୁଭବ ଙ୍କୁ ବହୁତ ପସନ୍ଦ କରେ ଆଉ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସୋ ଟି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ମୋର ଆଶା ରହିଛି।
ତେବେ ବନ୍ଧୁଗଣ ଏହି ରିଆଲିଟି ସୋ ଟି ଖୁବ ଶୀଘ୍ର ଆପଣ ମାନଙ୍କ ସାମ୍ନା କୁ ଆସିବ, ପ୍ରିୟ ଚେନାଲ ତରଙ୍ଗ ଟିଭି ରେ। ତେବେ ଆପଣ ମାନେ ମଧ୍ୟ ଏଥିରେ ଭାଗ ନିଅନ୍ତୁ ଏବଂ ଏହାର ଜଲବା ଦେଖି ଖୁସି ହୁଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।