viral ଭିଡ଼ିଓ – ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ,ଯାହାକୁ ରଖିବେ ଅନନ୍ତ କି କାରୀ ପାରିବ ବଳବନ୍ତ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !
କଥାରେ ରହିଛି ଯାହାକୁ ରଖିବେ ଅନନ୍ତ କି କରି ପାରିବେ ବଳବନ୍ତ। ଏହା ଯୁଗେ ଯୁଗେ ପ୍ରମାଣ ହୋଇ ଆସିଛି। ଯେତେ ବେଳ ଯାଏ ସମୟ ଶେଷ ନ ହେଇଛି ସେ ପର୍ଯ୍ୟନ୍ତ ଜଣେ ଜୀବନ ଦେବା ପାଇଁ ଚାହିଁଲେ ବି ଦେଇ ପାରେନି। ମାରିବାକୁ ଚେଷ୍ଟା କରି ବି ବିଫଳ ହୋଇଥାଏ।
ଯେ ପର୍ଯ୍ୟନ୍ତ ସମୟ ଶେଷ ନ ହେଇଛି ସେ ପର୍ଯ୍ୟନ୍ତ ମରଣ ଜନ୍ତାରେ ଗୋଟିଏ ବି ଲୋକେ ମରି ପାରିବେନି। ଏହା କେବଳ କଥାରେ କୁହାଯାଏ ନାହିଁ ଏହା ହେଉଛି ଚିରନ୍ତନ ସତ୍ୟ। ସେମିତି ଏକ ସତ୍ୟ ଉଦାହରଣ ପୁଣି ଥରେ ଆମ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏମିତି ଏକ ଘଟଣା ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣଙ୍କ ହୋସ ଉଡ଼ି ଯିବ।
ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତିର ଜୀବନ ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ ବଞ୍ଚି ଯାଉଛି। ଯଦି ଟିକିଏ ଡେରି ହୋଇ ଯାଇଥାନ୍ତା ତେବେ ଚାଲି ଯାଇଥାନ୍ତା ଏକ ମୂଲ୍ୟବାନ ଜୀବନ।
ତେବେ ଭିଡିଓଟି ଏକ ରେଳ ଷ୍ଟେସନରୁ ଆସିଅଛି। ଭିଡିଓରେ ଦେଖିବାକୁ ମିଳୁଛି ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧି ଏକ ଯୁବକ ସେଠାରେ ଛିଡ଼ା ହୋଇଛନ୍ତି। ସେତିକି ବେଳକୁ ସାମ୍ନାରୁ ଏକ ଟ୍ରେନ ଆସୁଛି।
ଟ୍ରେନର ସାଇରନ୍ ବାଜିବା ପରେ ହଠାତ୍ ଯୁବକ ଜନକ ଟ୍ରେନ ଲାଇନକୁ ଡେଇଁ ପଡ଼ୁଛନ୍ତି। ଟ୍ରେନର ସାଇରନ୍ ବାଜି ସାରିଛି। ଦୃତ ଗତିରେ ଟ୍ରେନ ମାଡ଼ି ଆସୁଛି ଆଗକୁ ଆଗକୁ। ହଠାତ୍ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ଦୃତ ଗତିରେ ମାଡ଼ି ଆସୁଥିବା ଟ୍ରେନ ଓ ଯୁବକଙ୍କ ମଧ୍ୟରେ ଦୂରତାର ବ୍ୟବଧାନ ରହିଛି ମାତ୍ର କେଇ ସେକେଣ୍ଡ। ଭୁକା ରାକ୍ଷସ ପରି ମାଡ଼ି ଆସୁଛି ଟ୍ରେନ ଯିଏ କେହିବି ତା ଆଗରେ ପଡ଼ିବ ଜୀବନ ଧରି ବଞ୍ଚିବା ଅସମ୍ଭବ। କିନ୍ତୁ ଯଦି ଜନକର ସମୟ ସରିନାହିଁ ତେବେ ସ୍ଵଂୟ ଯମରାଜ୍ ଚାହିଁଲେବି ମୃତ୍ୟୁ ଦେଇପାରିବେ ନାହିଁ।
ତେବେ ଟ୍ରେନ ଓ ଯୁବକଙ୍କ ମଧ୍ୟରେ ଦୂରତା ମାତ୍ର କେଇ ସେକେଣ୍ଡ ରହିଛି। ଦୃତ ଗତିରେ ମାଡ଼ି ଆସୁଛି ଟ୍ରେନ। ଠିକ୍ ସେତିକି ବେଳକୁ ଯୁବକଙ୍କୁ ବଞ୍ଚାଇବା ପାଇଁ ଦେବଦୂତ ହୋଇ ସାମ୍ନାକୁ ଆସିଯାଇଛନ୍ତି ଜଣେ ରେଲୁଏ ପୋଲିସ କର୍ମଚାରୀ। ଯୁବକଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଆଖି ପିଚୁଲାକେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି। ଗୋଟିଏ ସେକେଣ୍ଡ ବିଳମ୍ୱ ହୋଇଯାଇଥିଲେ ଯୁବକଙ୍କ ଶରୀର ରେଳ ଷ୍ଟେସନ ତଳେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥାନ୍ତା।
ତେବେ ବର୍ତ୍ତମାନ ସମୟରେ ଏହି ଭିଡିଓ ଖୁବ୍ ଚର୍ଚ୍ଚା ଚାଲିଛି। ଏ ଦୃଶ୍ୟ ହେଉଛି ମହାରାଷ୍ଟ୍ରର ପୁନେର ବିତଲୱାଡି ରେଲୁଏ ଷ୍ଟେସନ। ଷ୍ଟେସନ ମଧୁରାଣୀ ଏକ୍ସପ୍ରେସ ଆସୁଥିବା ସମୟରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ରେଲୁଏ ପୋଲିସ କର୍ମଚାରୀ ଜଣକ ଦେବଦୂତ ସାଜି ଗୋଟିଏ ସେକେଣ୍ଡରେ ଯୁବକଙ୍କ ଜୀବନ ବଞ୍ଚାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।