viral ଭିଡ଼ିଓ – “ମୁଁ ଶୋଇପଡିଥିଲି, କିଏ ଜଣେ ଆସିି ମୋ ପାଖରେ ଶୋଇ ପେଟରେ ହାତ ପକେଇଲେ” ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ବହୁତ ହିଁ ଚକିତ ହୋଇଯିବେ । କାରଣ ଆଜିର ଏହି ଶିକ୍ଷିତ ସାମଜରେ ଏପରି ଅଶିକ୍ଷିତ ବ୍ୟକ୍ତି ମାନେ ରହିଛନ୍ତି ବୋଲି ଆପଣ ମାନେ କେବେ ଭାବିପାରିବେ ନାହିଁ ।

ଆଜିର ଏହି ସମାଜରେ ବେଳେ ବେଳେ ଏମିତି ସବୁ ଘଟଣା ସଂପର୍କରେ ଶୁଣିବାକୁ ମିଳେ ଯାହା ଆପଣଙ୍କର କଳ୍ପନାର ବାହାରେ କାରଣ ଏବେ ମଧ୍ୟ ସମାଜରେ ଏପରି କଳୁଷିତ ଲୋକମାନେ ରହିଛନ୍ତି ଯେଉଁ ମାନେ କି ନାରୀ ମାନଙ୍କ ପ୍ରତି ଏପରି ନିର୍ଯ୍ୟାତନା ପ୍ରଦାନ କରୁଛନ୍ତି ।

ସରକାରଙ୍କ ତରଫରୁ ନାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରିଗଲା ସୁଦ୍ଧା ମଧ୍ୟ ଆଜିର ଏହି ଅଭଦ୍ର , ଅସଭ୍ୟ ବ୍ୟକ୍ତି ମାନେ ସେହି ନିୟମକୁ ମଧ୍ୟ ମାନୁନାହାନ୍ତି ଏବଂ ନିଜର ଜାହିର ସେମାନେ ନାରୀ ମାନଙ୍କ ଉପରେ ସୁଝାଉଛନ୍ତି ।

କାରଣ ଏବେକା ସମୟରେ ଏପରି ଏକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।ସୋସିଆଲ ମି଼ଡିଆରେ ଏବେକା ସମୟରେ ଗୋଟିଏ ବହୁତ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।


ତେବେ ଭିଡିଓଟିରେ ଦେଖାଯାଉଛି କି କିଛି ଜଣ ଯୁବକ ମିଶି କରି ଜଣେ ମହିଳାକୁ ଜଙ୍ଗଲ ଭିତକୁ ଘୋଷାଡି ଘୋଷାଡି ନେଉଛନ୍ତି ମହିଳା ଜଣକ ଯେତେ ଆକୁତି ମିନତୀ ହେଉଥିଲେ ମଧ୍ୟ ସେହି ଯୁବକ ମାନେ ମହିଳା ଜଣକୁ ଆଦୌ ଛାଡୁ ନାହାନ୍ତି ।

କେବଳ ଜଙ୍ଗଲ ଭିତରକୁ ଟାଣି ନେଇଛନ୍ତି ତାହା ନୁହେଁ ବରଂ ମହିଳା ସହିତ ଖରାପ ବ୍ୟବହାର କରି ଆପତ୍ତିଜନକ ଅବସ୍ଥାରେ ତାଙ୍କର ଫଟୋ ଉଠାଇଛନ୍ତି ଏବଂ ତାହାକୁ ଭାଇରାଲ ମଧ୍ୟ କରିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି କି ଦୁଇ ଜଣ ଯୁବକ ମିଶି କରି ମହିଳାଙ୍କୁ ଧରିଛନ୍ତି ଏବଂ ଅନ୍ୟ ଜଣେ ଯୁବକ ତାହାର ଭିଡିଓ କରୁଛନ୍ତି ।

ମହିଳା ଜଣେ ଯେତେ ଗୁହାରୀ କଲେ ମଧ୍ୟ ସେମାନେ ତାଙ୍କ କଥା ମାନୁନାହାନ୍ତି । ସେହି ଯୁବକ ମାନେ ମହିଳା ମାନଙ୍କୁ ବହୁତ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଛନ୍ତି ବହୁତ ନିର୍ଯ୍ୟତନା ପ୍ରଦାନ କରୁଛନ୍ତି । ତେବେ ଏପରି ଶିକ୍ଷିତ ସମାଜରେ ମହିଳା ମାନଙ୍କ ଉପରେ ଏପରି ଅମାନବୀୟ କାମ ହେଲେ ନାରୀ ମାନେ ଆଉ କାହାକୁ ଭରସା କରିବେ ।

ଭିଡିଓଟି ଭାଇରାଲ ହେବା ପରେ ଏ ବିଷୟରେ ଥାନାରେ ଅଭିଯୋଗ ହୋଇଛି । ଏହା ପରେ ପୋଲିସ ସେ ତିନି ଜଣ ବ୍ୟକ୍ତିଙ୍କ ଉପର ତଦନ୍ତ ଆରମ୍ଭ କରିଛି ଏବଂ ସେମାନଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଛି । ଦୁବୃର୍ତ୍ତ ମାନଙ୍କୁ ଧରିବା ପରେ ସେହି ମହିଳାଙ୍କୁ ମଧ୍ୟ ହସ୍ପିଟାଲର ଭର୍ତ୍ତି କରାଯାଇଛି ଏବଂ ଏମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଏହା ସହିତ ସେମାନଙ୍କ ଉପରେ ବହୁତ ଦୃଢ କର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ମଧ୍ୟ ଜଣାପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ